ଆଜିର ଏଇ ଜଞ୍ଜାଳମୟ ଦୁନିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଘ-ଟଣା ଘଟୁଛି।କିଛି ଘ-ଟଣା ଲୋକ ଲୋଚନ କୁ ଆସୁଛି ତ କିଛି ଘ-ଟଣା ସେମିତି ରହିଯାଉଛି।କେବେ ଭଲ ଖବର ଆସୁଛି ତ କେବେ ଖରାପ ଖବର। ଆଜି ର ଦିନ ରେ ପ୍ରତିଦିନ ନ୍ୟୁଜ୍ ରେ ଆମେ ଯୌତୁକ ନିର୍ଯା-ତନା ସମ୍ପର୍କ ରେ ଖବର ପାଉଛୁ।
କିଛି ଘଟଣା ରେ ଝିଅ ମାନେ ନିର୍ଯା-ତନା ସେହି ନପାରି ଆ-ତ୍ମହ-ତ୍ୟା କରିଦେଉଛନ୍ତି ତ କିଛି ଘଟଣା ରେ ଶାଶୁ ଘର ଲୋକ ମାନେ ନିର୍ଯା-ତନା ଏତେ ମାତ୍ରା ରେ ଦିଅନ୍ତି ଯେ ଝିଅ ର ଜୀବନ ମଧ୍ୟ ଚାଲିଯାଉଛି।ଏମିତି କିଛି ଅଭା-ବନୀୟ ଘ-ଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ଡେରାବିଶ୍ ଥା-ନା ମୂଳନାପାଟଣା ଗ୍ରାମ ରେ ।
ଦେଢ଼ ବର୍ଷ ପୂର୍ବେ ଜୟଦେବ ମହାରଣା କୁ ବିବାହ କରିଥିଲେ ନୀଳକଣ୍ଠପୁର ଗ୍ରାମ ର ଦିପ୍ତିମୟୀ ମହାରଣାଙ୍କୁ।ହେଲେ ଆଜି ତାଙ୍କର ମୃ-ତ୍ୟୁ ଘଟିଛି।ଶାଶୁ ଘର ଲୋକେ କହୁଛନ୍ତି ଯେ ଝିଅ ନିଜେ ନିଜର ଜୀବନ ହାରିଦେଇଛି।ହେଲେ ଝିଅ ର ବାପଘର ଲୋକ ଅଭି-ଯୋଗ କରିଛନ୍ତି ଯେ ଝିଅ କୁ ଯୌ-ତୁକ ନିର୍ଯା-ତନା ଦେଇ ତାକୁ ମା-ରି ଦେଇଛନ୍ତି ବୋଲି।
ଝିଅ ର ଭାଇ ର କହିବା ଅନୁଯାୟୀ ବାହାଘର ସମୟ ରେ ଜ୍ବାଇଁ ତାଙ୍କ ଘରେ କହିଥିଲେ ଯେ “ମୁଁ ତମ ଝିଅ କୁ ବାହା ହୋଇଛି।ସେଥି ପାଇଁ ଏଠି ମତେ ବେଶି ସମ୍ମାନ ଦିଆଯିବା ଦରକାର।ମୋର ଯେତେବେଳେ ପଇସା ଦରକାର ହେବ ମୋତେ ପଇସା ଦେବ।ମୋତେ ଗୋଟେ ମୋଟ ସୁନା ଚେନ ଦରକାର ଏବଂ ମୋତେ ଗୋଟେ ବାଇକ୍ ଦେବ।”ଝିଅ ର ବାପା ଘର ଲୋକ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସବୁକିଛି ଦେଇଥିଲେ।
ତଥାପି ସେମାନେ ଝିଅ କୁ ନିର୍ଯା-ତନା ଦେଉଥିଲେ।ମଝିରେ ମଝିରେ ଝ-ଗଡ଼ା ହେଲେ ସେମାନେ ଯାଇ ଦୀପ୍ତି ଙ୍କ ସାଧୁ ଘରେ ସବୁ ଠିକ୍ କରିଆସନ୍ତି।ଝିଅ ର ଭାଇ ଆହୁରି କହିଛନ୍ତି ଯେ ଝିଅ ର ମୃ-ତ୍ୟୁ ଖବର ସାଧୁ ଘର ଲୋକ ଦେଇନାହାନ୍ତି ବରଂ ବାହାର ଲୋକ ଦେଇଛନ୍ତି।ସେମାନେ ଏକଥା ଶୁଣି ସଙ୍ଗେ ସଙ୍ଗେ ଝିଅ ଘର କୁ ଯାଇ ତାକୁ ହସ୍ପିଟାଲ୍ ନେଇଥିଲେ,ହେଲେ ସେତେବେଳକୁ ଦୀପ୍ତି ଙ୍କ ମୃ-ତ୍ୟୁ ହୋଇସାରିଥିଲା।ଜ୍ବାଇଁ କାହାନ୍ତି ବୋଲି ପଚାରିବାରୁ ସେମାନଙ୍କ ଘର ଲୋକ କହିଲେ ଯେ ସେ କଟକ ଯାଇଛି ବୋଲି।
ଦୀପ୍ତି ଙ୍କ ବାପା ଘର ଲୋକ ଝିଅ ର ସ୍ବାମୀ, ଶାଶୁ ଏବଂ ଦିଅର ନାମ ରେ ଅଭି-ଯୋଗ କରିଛନ୍ତି।ଦୀପ୍ତି ଙ୍କ ଦିଅର ଙ୍କ କହିବା ଅନୁଯାୟୀ ସକାଳୁ ସବୁକିଛି ଠିକ୍ ଠାକ୍ ଥିଲା।ସେ ସେ ତାଙ୍କ ଭାଇଙ୍କୁ ଛକ ପାଖରେ ଛାଡ଼ି ଆସି ଘରେ ଥିଲେ ସବୁ ଠିକ୍ ଥିଲା।ପରେ ସେ କିଛି କାମ ରେ ବାହାରକୁ ଯାଇଥିଲେ ସେତେବେଳେ ସେ ଘରକୁ ଆସି କବାଟ ବାଡ଼େଇବାରୁ ଦୀପ୍ତି କବାଟ ଖୋଲି ନଥିଲେ।
ବହୁତ ସମୟ ପର୍ଯ୍ୟନ୍ତ କବାଟ ନା ଖୋଲିବାରୁ ସେ ଏବଂ ଆଉ ଜଣେ ମିଶି କବାଟ ଭାଙ୍ଗି ଭିତରକୁ ଯାଇଥିଲେ।ସେତେବେଳେ ଦୀପ୍ତି ଆ-ତ୍ମହ-ତ୍ୟା କରି ସାରିଥିଲେ।ତେବେ ଡେରାବିଶ୍ ପୋ-ଲିସ୍ ଖବର ପାଇ ଘଟଣାସ୍ଥଳ ରେ ପହଞ୍ଚି ମୃ-ତ ଦେହ କୁ ଜ-ବତ କରି ବ୍ୟବ-ଚ୍ଛେଦ ପାଇଁ ପଠାଇଛି।ତେବେ ଘ-ଟଣା ର ତ-ଦନ୍ତ ପରେ ସତ୍ୟତା ଜଣାପଡ଼ିବ।