ଗରିବ ବିଧବା ମହିଳାଙ୍କ ଅବସ୍ଥାର ଫାଇଦା ନେଇ ଚାକିରୀ ଦେବା ବାହାନାରେ ରାତିରେ ଡାକୁଥିଲେ ହେଡ଼ସାର ।

ବନ୍ଧୁଗଣ ଏବେ ଏକ ଆ-ଶ୍ଚର୍ଯ୍ୟ ଘ-ଟଣା ଦେଖିବାକୁ ମିଳୁଛି ଜଣେ ହେଡସାର୍ ରାତିରେ ମହିଳାଙ୍କୁ ପାଖକୁ ଡ଼ାକୁଛନ୍ତି ଆଉ ତାଙ୍କ ସହ ଶା-ରୀ-ରି-କ ସଂପର୍କ ମଧ୍ୟ ରଖିବାକୁ କହୁଛନ୍ତି । ଏଭଳି ଘ-ଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଅଞ୍ଚଳରେ । ଜଣେ ହେଡମାଷ୍ଟର ବିଧବା ମହିଳାଙ୍କୁ ସ୍କୁଲରେ ଚାକିରୀ ଦେବେ କହି ପ୍ରଥମେ ତାଙ୍କୁଠୁ ଲା-ଞ୍ଚ ନେଲେ କିନ୍ତୁ ଚାକିରୀ ଦେଲେ ନାହିଁ । ଆଉ ସେହି ମହିଳା ଜଣକ ଯେତେବେଳେ ହେଡମାଷ୍ଟରଙ୍କୁ ପଚାରିଲେ ମୋ ଚାକିରୀ କଥା କ’ଣ ହେଲା ।

ହେଡମାଷ୍ଟର ଜଣକ ମହିଳାଙ୍କୁ କହିଥିଲେ ତମେ ରାତିରେ ଆସ ମୋ ମନ ଶାନ୍ତି ହୋଇଗଲେ ତମ ଚାକିରୀ ହେଇଯିବ । ଆଉ ମହିଳା ଜଣକ ତାଙ୍କ ପାଖକୁ ନଯିବାରୁ ହେଡମାଷ୍ଟର କହିଥିଲେ ଚାକିରୀ ଦେବେ ନାହିଁ ବୋଲି । ହେଡମାଷ୍ଟର ଜଣକ ମହିଳାଙ୍କୁ କହିଥିଲେ ତୁ ଯା କେତେ ସରପଞ୍ଚ ଆଉ କେତେ ବଡ଼ ନେତାଙ୍କୁ କହୁଛି କହ ମୋର କେହି କିଛି କରିପାରିବେ ନାହିଁ । ସ୍କୁଲର ଜଣେ ହେଡମାଷ୍ଟର ଏମିତି କିଛି କଥା ବିଧବା ମହିଳାଙ୍କୁ କହି ରାତିରେ ନିଜ ରୁମକୁ ଡାକୁଥିଲେ ।

ଏପରି କି ହେଡମାଷ୍ଟର ଜଣକ ମହିଳାଙ୍କୁ ମଧ୍ୟ କହିଥିଲେ ତୋ ପୁଅକୁ ସ୍କୁଲରୁ ବାହାର କରିଦେବି ଆଉ ପାଠ ପଢିବାକୁ ବି ଦେବିନି । ଏଭଳି କରୁ କରୁ ଦିନେ ଦୁଇଦିନ ମହିଳାଙ୍କ ପୁଅକୁ ମଧ୍ୟ ହେଡମାଷ୍ଟର ଜଣକ ମ-ରାମ-ରି କରିଥିଲେ ।

ହେଡମାଷ୍ଟର ଜଣକ ଭାବୁଥିଲେ ହୁଏତ ଏମିତି କଲେ ପୁଅକୁ ମାରିଲେ ମା ଡ-ରିକି ରାତିରେ ମୋ ପାଖକୁ ଆସିଯିବ । କିନ୍ତୁ ମା ରାତିରେ ହେଡମାଷ୍ଟର ପାଖକୁ ନଯାଇ ସିଧା କ୍ୟାମେରା ସାମ୍ନାକୁ ଆସି ଠିଆ ହୋଇଥିଲେ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ସ୍ଵାମୀ ଚାଲିଗଲା ପରେ ଏ ଦୁନିଆରେ ରହିବା କେତେ କଷ୍ଟକର ହୋଇଥାଏ । ଆଉ ମହିଳା ଜଣକ ବିଧବା ସାଙ୍ଗକୁ ଗରିବ ମଧ୍ୟ ।

କିନ୍ତୁ ଯିଏ ଗୁରୁଜନ ସମାନ ହେବେ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ତିଆରି କରୁଛନ୍ତି ସେ ଏହି ବିଧବା ମହିଳାଙ୍କୁ ରାତିରେ ଡାକୁଛନ୍ତି ପାଖକୁ । ପୁଣି ହେଡମାଷ୍ଟର ଜଣକ ବିଧବା ମହିଳାଙ୍କୁ କହୁଛନ୍ତି ଯଦି ତମେ ମୋ ସହିତ ଶା-ରି-ରୀ-କ ସମ୍ପର୍କ ନ ରଖିବ ତାହାଲେ ତମ ପିଲାକୁ ଟିସି ଦେଇ ସ୍କୁଲରୁ ବାହାର କରିଦେବି । ଏବେ ଏ ଘଟଣା ଉପରେ ପୋଲିସ ତଦନ୍ତ କରି କେବେ ପ୍ରକୃତ ଦୋ-ଷୀକୁ ସାମ୍ନାକୁ ଆଣୁଛି ଆଉ ଦୋ-ଷୀକୁ କେବେ ଗି-ରଫ କରୁଛି ବାସ୍ ଆଗକୁ ତାହା ଦେଖିବା ବାକି ରହିଲା ।

odia sambada
Comments (0)
Add Comment