ସ୍ୱାମୀ ଆଜି ରାତିରେ ଘରେ ରହିବେନି,ତୁମେ ରାତି ୧୨ଟାରେ ଆସିବେ ଧନ

ମୁ ଗୋଟିଏ ଅସହାୟ ସ୍ତ୍ରୀ ଆଜ୍ଞା,ମୋ ଆଖିରୁ ଆଜି ଲୁହ ଶୁଖୁନି|୨ବର୍ଷ ହୋଇ ଗଲାଣି ମୋ ସ୍ୱାମୀ କୁଆଡେ ଚାଲିଯାଇଛନ୍ତି ଫେରିବାର ନାଁ ଧରୁ ନାହାଁନ୍ତି|କୁଆଡେ ଗଲେ କ’ଣ କଲେ ପତା ବି ମିଳୁନାହିଁ|ନାଁ ସିଏ ଫୋନ କରୁଛନ୍ତି ବା ଫୋନ କଲେ ରିସିଭ୍ କରୁଛନ୍ତି|୨ ବର୍ଷ ହେଲାଣି ତାଙ୍କ ସହ ଆମର ଯୋଗାଯୋଗ ନାହିଁ|କୁଆଡେ ଗଲେ କ’ଣ କଲେ କିଛି ଖବର ନାହିଁ|ଛୋଟ ଛୋଟ ଛୁଆ ବିକଳ ହୋଇ ଖୋ-ଜୁଛନ୍ତି|ବାହାରେ ଗାଡି ଶବ୍ଦ ଶୁଭିଲେ ବାପା ଆସିଲେ ଭାବିକି ଦୈଡୁଛନ୍ତି|ନପାଇ ଫେରିଆସେ କଇ କଇଁ କା-ନ୍ଦୁଛନ୍ତି|ଏମିତି ବାହୁନି ବାହୁନି କାନ୍ଦୁଛନ୍ତି|

ମୁଁ ମାଆଟେ ହୋଇ ସେମାନଙ୍କ କାନ୍ଦ ବନ୍ଦ କରି ପାରେନାହିଁ ଆଜ୍ଞା|ମୁଁ ଯେତେ ଚେଷ୍ଟା କଲେ ବି କ’ଣ ବାପାଙ୍କ ସ୍ଥାନ ପୂରଣ କରିପାରିବି|ପିଲାମାନେ ଆଜି ନାହିଁ ୨ ବର୍ଷ ହେଲାଣି ବାପାକୁ ଦେଖିବାକୁ ଅନେଇ ବସିଛନ୍ତି|ବାପା ଏଠି କ’ଣ କରୁଛି ଦେହ ଶୁଖ ପାଇଁ ?

ପର ସ୍ତ୍ରୀ ପଛରେ ବୁଲା କୁକୁରଙ୍କ ପରି ଘୁରି ବୁଲୁଛି|ସମସ୍ତେ ଥାଇ ବି ବାପା ପର ସ୍ତ୍ରୀ ସହ ରାସ-ଲୀଳା କରୁଛି|ତିନି ତିନିଟା ପିଲା ଜନ୍ମ କଲା ପରେ ବି ସ୍ତ୍ରୀ ଦେହଟା ଗନ୍ଧେ-ଇଲା|ସେଥିପାଇଁ ବାପା କୁଆଡେ଼ ଛାଡି ଚାଲି ଯାଇଛନ୍ତି ଅନ୍ୟ ସ୍ତ୍ରୀ ସନ୍ଧା-ନରେ|ପର ସ୍ତ୍ରୀ ର ବାସ୍ନା ତାଙ୍କୁ ପାଗଳ କରି ଦେଇଛି|କୁନିକୁନି ପିଲାଙ୍କୁ କେମିତି ମୁଁ ବୁଝେଇବି ?

ସେ ସ୍ତ୍ରୀ ର ସ୍ୱାମୀକୁ ମା-ରିବାକୁ ମୋ ସ୍ୱାମୀ ତା ସହ ମିଶି ମାରିବାକୁ ଯୋଜନା ମଧ୍ୟ କରୁଥିଲେ|ଏଭଳି ଶୁଣି କିଏ ସହି ପାରିବ? ତାକୁ ମୋ ସ୍ୱାମୀ କହିବାକୁ ଘୃ-ଣା ଲାଗୁଛି|ଏଥିପାଇଁ ମୁଁ କାହାକୁ ଦୋ-ଷ ଦେବି? ସମୟକୁ ନା କପାଳକୁ ନା କର୍ମକୁ ?

ବିଚରା ସ୍ୱାମୀ ଥରେ ବି ଭାବିଲାନି ତିନି ତିନିଟା ଛୁଆକୁ ମୁଁ ଭାଇ ଭଗାରୀ ଘରେ କେମିତି ଚଳିବି ?ତା ମନରେ ଏମିତି କାମନା ଜ-ଳୁଥିଲା ଯେ ସେ ଦରବୁଢ଼ୀ ସ୍ତ୍ରୀ ଲୋକ ପାଖକୁ ପଳେଇଗଲା|ତା ଯୈବ-ନର ଉଛୁଳା ନଈରେ କାମନା ଶାନ୍ତ କରୁଥିଲେ|ଏପଟେ ମୁଁ ପରଘରେ ମୂଲ ଲାଗି ଚଳିଲି|ମୋ ସ୍ୱାମୀ ପର ସ୍ତ୍ରୀ ସହ ପ୍ରେମରେ ଧ-ରାପଡି ଘୁଣ୍ଟରେ ବନ୍ଧା ହୋଇ ମା-ଡ ଖାଉଛି|

odia sambada
Comments (0)
Add Comment