ଅର୍ଚ୍ଚନା ପାଖରେ ଶୋଇଥିଲେ କୋଉ ମନ୍ତ୍ରୀ, ପୋ-ଲିସ ଆଗରେ ସତ ଓଗାଳୁଛି ଖଗେଶ୍ବର

ସାବଧାନ ହୋଇ ଯାଅ ନେତାମାନେ!ଏବେ ଜେଲର ଅନ୍ଧାରୀ କୋଠରୀରେ ମଶା ବାଡେଇବାକୁ ରେଡି ହୋଇଯାଅ|ସେହି ମାୟା-ବିନୀ ଅର୍ଚ୍ଚନା ର ଘନିଷ୍ଠ ସହଯୋଗୀ ଖଗେଶ୍ବର ଓରଫ ବାଇନ ଏବେ ଧରାପଡି ଗଲାଣି|ପୋ-ଲିସ ଏବେ ସତ ଓଗାଳିବ|

କିଏ କିଏ କେତେ ରାତି କାଟିଛନ୍ତି,କିଏ କିଏ କେତେ ଗିଫ୍ଟ ଦେଇଛନ୍ତି,ଜଣାପଡିବ|ସେ ନାଗୁଣୀ ତମକୁ ଦେହ ସୁଖ ଦେଇ ଏବେ ଜେ-ଲରେ ଦିନ କା-ଟୁଛି|ସେପଟେ ସେ ଜେଲରେ ଥିଲାବେଳେ ଅନ୍ୟମାନେ ଜୀବନକୁ ରଙ୍ଗୀନ କରୁଛନ୍ତି|

ଅର୍ଚ୍ଚନାର ନିଜ ଲୋକ ବାଇନ ଏବେ ପୋ-ଲିସ କବ୍ଜାରେ|ଶୁଣ ବାବୁ ମାନେ ଏବେ ପରିବାରକୁ ବି-ଦାୟ ଦିଅ ଓ ଜେ-ଲରେ ଦିନ କା-ଟିବା ପାଇଁ ରେଡି ହୋଇ ଯାଅ|ଅର୍ଚ୍ଚନା ଘରେ ଯାଇ ଯେମିତି ଦିନ କା-ଟୁଥିଲ ସେମିତି ଜେ-ଲରେ ଦିନ କା-ଟିବ|

ତା ସହ ଯେମିତି ରୋ-ମାନ୍ସ କରୁଥିଲ ଏବେ ସେମିତି ମଶା ବାଡେଇବ ଜେ-ଲରେ|ସେତେବେଳେ ଅର୍ଚ୍ଚନା ଦେହ ଝୁଣିଝୁଣି ଖାଉଥିଲ ଏଵେ ଜେ-ଲରେ ପାଣିଆ ଡାଲି ଖାଇବ|ଅନ୍ଧାରୀ କୋଠରୀରେ ଯେତେ ରୋ-ମାନ୍ସ କରୁଥିଲ ଏଵେ ଜେ-ଲରେ ସେସବୁ କରିବ|ଏଵେ ଜେ-ଲରେ ଦିନ କା-ଟିବ|

ତୁମେମାନେ ସାଧାରଣ ଲୋକଙ୍କ ଲୁ-ଟି ଵଡ ଲୋକ ହୋଇଥିଲ ନା!,ତୁମ ମାନଙ୍କ ଭାଗ୍ୟ ଅର୍ଚନାକୁ ମୋହରା କରି ପଠେଇଛି ଓ ଆଉ ତୁମେମାନେ ଅର୍ଚ୍ଚନା ଜା-ଲରେ ଫସି ଯାଇଛ|ତୁମେମାନେ ଯେମିତି ମା-ରିକି ଖାଉଥିଲ ସେହି ଅର୍ଚ୍ଚନା ତୁମକୁ ମାରି ଖାଇବ|

ତୁମର ପା-ପର କଳସୀ ପୂର୍ଣ୍ଣ ହୋଇଯାଇଛି|ତୁମେ ଭାବିଥିଲ ଲୋକଙ୍କ ଟଙ୍କା ଲୁ-ଟି ସୁନ୍ଦରୀ ନାରୀ ସହ ରୋ-ମାନ୍ସ କରିବ ଓ ଵଡ ଲୋକିଆ ବୁଲାଇବ|ସାଧାରଣ ଲୋକଙ୍କ ଅଭି-ଶାପ ତୁମ ଉପରେ ପଡିଲା|ବାଇନ ଏଵେ ର-ହସ୍ୟ ଖୋଲିବ|

ବାଇନ ଠାରୁ ଦୁଇଟି ମୋବାଇଲ, କ୍ୟାମେରା, କମ୍ପ୍ୟୁଟର ଜ-ବତ କରିଛି ପୋ-ଲିସ|ସେପଟେ ଅର୍ଚ୍ଚନା ବ୍ୟାଙ୍କ ଏକାଉଣ୍ଟ୍ ରେ ଦୁଇକୋଟି ଜମା କରିଥିବା ଜଣାପଡିଛି|ସେ କ’ଣ ପାଇଁ ଏତେ ଟଙ୍କା ଦେଇଛନ୍ତି ଅର୍ଚ୍ଚନା କୁ ସଵୁ ଜଣାପଡିବ|ସେ ଅର୍ଚନାର ମୁଖ୍ୟ ସହଯୋଗୀ,ସେ ଏଵେ ସବୁ ସତ କଥା କହିବ ଫଳରେ ଗୁମର ଫିଟିଯିବ|ସାବଧାନ ହୋଇଯାଅ ଓ ଖଗେଶ୍ବର ରି-ମାଣ୍ଡ ଅବଧି ପର୍ଯ୍ୟନ୍ତ ଅପେକ୍ଷା କର|

odia sambada
Comments (0)
Add Comment