ଅନ୍ୟ ଲୋକଙ୍କ ସହ ଶୋଇବା ପାଇଁ ମୋ ଭାଇକୁ ତା ସ୍ତ୍ରୀ ମାରି ପକାଇ ଦେଇଛି,ଛାଡ ମୁଁ ମୋ ଭାଇକୁ ଟିକିଏ ଦେଖିବି …………..

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ତୋ ଆଉ କେଉଁଠି ଲୋକେ ଆତ୍ମହତ୍ୟା କରିଦେଉଛନ୍ତି ।

ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଆଉ ଏଥିପାଇଁ କେଉଁଠି ବାପା ମା ତାଙ୍କ ଛୁଆକୁ ହରାଇଲେଣି ତୋ କେଉଁଠି ଭଉଣୀ ଟେ ତା ଭାଇକୁ । ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି । ବିବାହ ଗୋଟିଏ ପବିତ୍ର ବନ୍ଧନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳୁଛି । ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି ।

ତେବେ ବନ୍ଧୁଗଣ ସେଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ଭଉଣୀ ତାର ଏକମାତ୍ର ଭାଇକୁ ହରାଇ ବାହୁନି ବାହୁନି କାନ୍ଧୁଛି । ଆଉ କାନ୍ଦି କାନ୍ଦି କହୁଛି ମୋ ଭାଇକୁ ଶେଷଥର ପାଇଁ ଟିକେ ଦେଖାଇ ଦିଅ । ତେବେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପଞ୍ଚାୟତ ଅନ୍ତର୍ଗତ ପାର୍ବତପୁର ଗ୍ରାମର କଥା । ଯେଉଁଠି କାଳେ ସ୍ତ୍ରୀର ଅତ୍ୟାଚାର ସହି ନପାରି ଗୋଟେ ସ୍ଵାମୀ ନିଜ ଜୀବନ ହାରିଦେଇଥିବା ଚର୍ଚ୍ଚା ହେଉଛି । ତେବେ ଉକ୍ତ ଗ୍ରାମର ଧନେଶ୍ଵର ମହାଳିକଙ୍କ ପୁଅ ଅନନ୍ତ ମହାଳିକ ଭଦ୍ରକ ଜିଲ୍ଲା ଅଧିନସ୍ଥ ଚୁନିଟା ଗ୍ରାମର ଅନସୂୟାଙ୍କୁ ବିବାହ କରିଥିଲେ । କିନ୍ତୁ ୧ବର୍ଷ ମଧ୍ୟରେ ହିଁ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ବିବାଦ ବଢିବାରୁ ପତ୍ନୀ ରାଗି ତାଙ୍କ ବାପା ଘରକୁ ଚାଲିଯାଇଥିଲା । ଆଉ ଅନନ୍ତଙ୍କ ପରିବାରର ବାପା ମା ଭାଇ ଭଉଣୀ ବାଙ୍ଗାଲୋରରେ ରହି କାମ କରନ୍ତି । ଏହାର ସୁଯୋଗ ନେଇ ପତ୍ନୀ ଅନସୂୟା ତାଙ୍କୁ ଶଶୁର ଘରକୁ ଡାକିଥିଲେ ଏବଂ ସେଠାରେ ପତ୍ନୀ ଓ ଶଶୁର ମିଶି ବହୁତ ବାଡେଇଥିଲେ । ଆଉ ଏକଥା ଅନନ୍ତ ତାଙ୍କ ମା’ଙ୍କ ନିକଟରେ କହିଥିଲେ । ଆଉ ଏବେ ଅନନ୍ତଙ୍କ ମୃତଦେହ ମିଳିବା ପରେ ତାଙ୍କ ପତ୍ନୀ ହିଁ ପରପୁରୁଷ ସହ ସମ୍ପର୍କ ଥିବା କାରଣରୁ ଭାଉଜ ହିଁ ତାଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅନନ୍ତଙ୍କ ଭଉଣୀ ।

odia sambada
Comments (0)
Add Comment