ଜାଣନ୍ତୁ ଏହି ବଡ଼ି ବିଲଡର ପୋ-ଲିସ୍ ଙ୍କ ବିଷୟରେ, ଦିନକୁ ଖାଆନ୍ତି ୨ କେଜି ଚିକେନ ସାଙ୍ଗକୁ ୨୦ଟି ଅଣ୍ଡା।

ବର୍ତମାନ ସମୟରେ ଲୋକମାନେ ନିଜର ଶରୀର ର ଯତ୍ନ ନେଉଛନ୍ତି ଯାହା ସମସ୍ତଙ୍କ ଦୃଶ୍ୟ ଭଜନ ହୋଇପାରିବ। କିଏ ନିଜର ସୌନ୍ଦର୍ଯ୍ୟ ପାଇଁ କେଶକୁ ପ୍ରାଧାନ୍ୟ ଦେଉଛି ତ ଆଉ କିଏ ମୁହଁକୁ ପ୍ରାଧାନ୍ୟ ଦେଉଛି ଏବଂ ଆଉ କିଏ ବୋଡି ବିଲଡର ହୋଇ ସମସ୍ତଙ୍କ ସମ୍ମୁଖରେ ଦେଖାଉଛନ୍ତି

ଯାହା ପାଇଁ ସେମାନେ ଅନେକ ସମୟ କଠିନ ପରିଶ୍ରମ କରି ନିଜ ଶରୀରକୁ ଭଲ ଭାବରେ ଗଢି ତୋଳିବା ପାଇଁ ସକ୍ଷମ ହୋଇ ପାରୁଛନ୍ତି।ଏବେ ଏମିତି ଦୃଶ୍ୟ ସମସ୍ତଙ୍କ ସମ୍ମୁଖରେ ଦେଖାଯାଇଛି ଯାହା ଲୋକମାନେ ଦେଖି ବିଶ୍ୱାସ କରିପାରିନାହାନ୍ତି।ଦିଲ୍ଲୀ ପୋଲି-ସରେ ଏମତି ଜଣେ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି ଯିଏ ନିଜ ଶରୀର କୁ ଜଣେ ବୋଡି ବିଲଡର ଭାବରେ ଦେଖାଇଛନ୍ତି।

ସେ ତାଙ୍କର ଶରୀର ଗଠନ ପାଇଁ ଦିନକୁ ୨ କେଜି ଚିକେନ ସାଙ୍ଗକୁ ୨୦ଟି ଅଣ୍ଡା ଏଵଂ ୨.୫ କେଜି କ୍ଷୀର କୁ ଖାଦ୍ୟ ଭାବରେ ଖାଇଥାନ୍ତି।ସେହି ପୋ-ଲିସ କର୍ମଚାରୀ ଙ୍କ ନାମ ହେଉଛି ନରେନ୍ଦ୍ର ଯିଏକି ଦିଲ୍ଲୀ ପୋ-ଲିସ ରେ ହେଡ କନେଷ୍ଟବଳ ଭାବରେ ନିଯୁକ୍ତି ପାଇଛନ୍ତି।ସେ କହିବା ମୁତାବକ ତାଙ୍କର ବୋଡ଼ିବିଲଡିଂ ରେ ସଉକ ଥିଲା

ତାଙ୍କ ସାଙ୍ଗମାନଙ୍କର ଉତ୍ସାହ ପାଇଁ ସେ ବହୁତ୍ ବୋଡ଼ିବିଲ୍ଡିଂ ରେ ମଧ୍ୟ ଭାଗ ନେଇ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ୨୦୦୬ରେ ପୋ-ଲିସ୍ ଚାକିରୀ ପାଇବାପରେ ସେ ୨୦୦୯ରେ ଜିମରେ ଜଏନ କରିଥିଲେ ଏବଂ ସାଙ୍ଗ ମାନଙ୍କ ବାଧ୍ୟତା କ୍ରମେ ସେ ପ୍ରଫେସନାଲ ବୋଡ଼ିବିଲଡର ଭାବରେ ନିଜକୁ ତିଆରି କରିବାରେ ଲାଗିଲେ ଏବଂ ବହୁତ୍ ମେଡାଲ କୁ ତାଙ୍କ ନାଁରେ କରିସାରିଛନ୍ତି।

ସେ ପ୍ରଥମେ ୨୦୧୫ ରେ ବୋଡ଼ିବିଲଡର ଭାବେ ଅଂଶ ଗ୍ରହଣ କରିଥିଲେ କିନ୍ତୁ ସେ ଭଲ ଭାବେ ପ୍ରସ୍ତୁତ ହୋଇ ନଥିବାରୁ ସେ କୌଣସି ମେଡାଲ ହାସଲ କରିପାରି ନଥିଲେ। କିନ୍ତୁ ୨୦୧୮ ଓ ୨୦୧୯ ରେ ହୋଇଥିବା ସମସ୍ତ ପ୍ରତିଯୋଗିତା ରେ ସେ ଅଂଶ ଗ୍ରହଣ କରିଥିଲେ ଏବଂ ସେ ଦୁଇଥର ମିଷ୍ଟର ଇଣ୍ଡିଆ, ଦୁଇଥର ମିଷ୍ଟର୍ ନର୍ଥ ଇଣ୍ଡିଆ ଏବଂ ଦୁଇଥର ମିଷ୍ଟର ଦିଲ୍ଲୀ ର କିତାବ କୁ ନିଜ ନାମରେ କରି ଗୌରବ ଅର୍ଜନ କରିଥିଲେ।

ନରେନ୍ଦ୍ର ଖାଇଥାନ୍ତି ଚାରିଜଣଙ୍କର ଗୋଟେ ଦିନ ର ଖାଦ୍ୟ।ତାଙ୍କର ଉଚ୍ଚତା ୫ଫୁଟ ୮ଇଞ୍ଚ ହୋଇଥିବା ବେଳେ ତାଙ୍କର ଓଜନ ୧୦୮ କେଜି।ସେ ତାଙ୍କର ପ୍ରତ୍ୟେକ ଦିନ ଡାଏଟ ରେ ୫୦୦୦କ୍ୟାଲୋରି ଖାଦ୍ୟ ଖାଇଥାନ୍ତି।

ସାଧାରଣତଃ ଜଣେ ଲୋକ ଦିନକୁ ୧୫୦୦ କ୍ୟାଲୋରି ର ଖାଦ୍ୟ ଗ୍ରହଣ କରିଥିବା ବେଳେ ନରେନ୍ଦ୍ର ଚାରିଜଣ ଲୋକଙ୍କ ଖାଦ୍ୟକୁ ଏକ ଖାଇ ନିଅନ୍ତି।ନରେନ୍ଦ୍ର ଦିନକୁ ଛଅ ଥର ଖାଦ୍ୟ ଖାଇଥାନ୍ତି।ସେ ତାଙ୍କ ଡାଏଟରେ ୨ କେଜି ଚିକେନ, ୧୦ପଟ ରୋଟି, ୧ପ୍ୟାକେଟ ବ୍ରେଡ , ୪ଚାମଚ ଓଏ ପ୍ରୋଟିନ , ୨୦ଟି ଅଣ୍ଡା ଏବଂ ୨.୫ କେଜି କ୍ଷୀର ଖାଇଥାନ୍ତି।ଏହା ଥିଲା ଖାଇବା କଥା।

ସେ ଖାଦ୍ୟ ସାଙ୍ଗକୁ ନିଜ ଶରୀର ର ମଧ୍ୟ ଯତ୍ନ ନେଇଥାନ୍ତି।ସେ ସବୁଦିନ ସକାଳୁ ୩୦ ମିନିଟ କାର୍ଡିଓ କରିଥାନ୍ତି ଏହାପରେ ସେ ଧାଇଁବା ସହ ସାଇକ୍ଲିଙ୍ଗ ମଧ୍ୟ କରିଥାନ୍ତି ,ଏହା ପରେ ସେ ଘରକୁ ଆସି କିଛି ଖାଦ୍ୟ ଖାଇଥାନ୍ତି ଏବଂ ସେ ୱେଟ୍ ଲିଫ୍ଟିଙ୍ଗ ମଧ୍ୟ କରିଥାନ୍ତି। ସେ ସପ୍ତାହରେ ୫ଦିନ ହେଭୀ ୱେଟ କରନ୍ତି ଏବଂ ୨ଦିନ ବିଶ୍ରାମ ନିଅନ୍ତି।ତାଙ୍କର ବାଇସେପ ସାଇଜ ୨୦ ରୁ୨୨ ଇଞ୍ଚ ହୋଇଥିବା ବେଳେ ତାଙ୍କର ଛାତିର ଓସାର ୫୮ଇଞ୍ଚ ରହିଛି ।

odia sambada
Comments (0)
Add Comment