ଗାର୍ଲଫ୍ରେଣ୍ଡ ଠାରୁ ଦୁର୍ଗନ୍ଧ ଆସେ ,୧୫ ଦିନ ପରେ ବଡ କଷ୍ଟରେ ଗାଧାଏ, ପ୍ରେମୀ ଶୁଣାଏ ଦୁଃଖ ର‌ କଥା

ଗାର୍ଲଫ୍ରେଣ୍ଡ ଠାରୁ ଦୁର୍ଗନ୍ଧ ଆସେ ,୧୫ ଦିନ ପରେ ବଡ କଷ୍ଟରେ ଗାଧାଏ, ପ୍ରେମୀ ଶୁଣାଏ ଦୁଃଖ ର‌ କଥା

କୁହାଯାଇଥାଏ ସମ୍ପର୍କ ତିଷ୍ଠି ରହିବା ପାଇଁ ଆପଣଙ୍କୁ ଆଡଜଷ୍ଟ କରିବା ଦରକାର|ଦୁଇଜଣ ମଣିଷ ଏକଭଳି ହୋଇନଥାଏ|ଚାଲିଚଲଣୀ ଅଲଗା ହୋଇଥାଏ|କିଛି ଲୋକ ସମ୍ପର୍କ ଅତୁଟ ରଖିବା ପାଇଁ ଖରାପ ଅଭ୍ୟାସକୁ ସହ୍ୟ କରନ୍ତି|

ସୋସିଆଲ ମିଡିଆରେ ଜଣେ ବୟଫ୍ରେଣ୍ଡ୍ ନିଜ ଦୁଃଖ କଥା ଶୁଣେଇଛି|ସେ ଗାର୍ଲଫ୍ରେଣ୍ଡର ଖରାପ ଅଭ୍ୟାସରେ ଦୁଃଖିତ|ତା ପ୍ରେମିକା କୁ ଗାଧୋଇବା ପସନ୍ଦ ନାହିଁ|ଆପଣ ଏହାକୁ କ’ଣ କହିବେ ଯିଏ ଦୁଇ ଦୁଇ ସପ୍ତାହ ଧରି ଗାଧାଏ ନାହିଁ|

ସେ ଦୁଃଖିତ ପ୍ରେମିକ କହିଛନ୍ତି ଯେ ତା ଗାର୍ଲଫ୍ରେଣ୍ଡ ଦୁଇ ସପ୍ତାହରେ ଥରେ ଗାଧାଏ|ସେ ସୋସିଆଲ ମିଡିଆ ରେଡିଟରେ ଏହି ଦୁଃଖମୟ କାହାଣୀ କହିଛନ୍ତି|ସେ କହିଲା ତାଙ୍କ ରିଲେସନସିପ ୩ ବର୍ଷ ପୁରୁଣା ଅଟେ|ସେ ଦୁହେଁ ଗୋଟିଏ ଘରକୁ ସିଫ୍ଟ ହୋଇଥିଲେ|ଦୁହେଁ ଲିଭ ଇନ ରିଲେସନରେ ରହିଲେ|ସେ ସମୟରେ ପ୍ରେମିକାର ଖରାପ ଅଭ୍ୟାସ ବିଷୟରେ ଜାଣିଲେ|

ବୟଫ୍ରେଣ୍ଡ୍ ପାଇଲା ଯେ ପ୍ରେମିକା ଦୁଇ ସପ୍ତାହରେ ଥରେ ଗାଧାଏ|ତାକୁ ଗାଧୋଇବା ବିଲକୁଲ ପସନ୍ଦ ନୁହେଁ|ଏଥିପାଇଁ ଗନ୍ଧ ଆସେ|ପ୍ରଥମେ ସେ ସହ୍ୟ କଲା|ସେ ଯେତେବେଳେ ପାଖକୁ ଯାଏ ଗନ୍ଧ ଆସେ|ସେ ଗାର୍ଲଫ୍ରେଣ୍ଡ କୁ କହିବାରୁ ସେ ଚିଲ୍ଲାଏ|

ବୟଫ୍ରେଣ୍ଡ୍ କୁ ଜଣାନାହିଁ ସେ କ’ଣ କରିବ ?ସେ ତାକୁ ଭଲ ପାଏ କିନ୍ତୁ ଏହି ଖରାପ ଅଭ୍ୟାସ ଯୋଗୁଁ ଚିନ୍ତାରେ ରହେ|ସେ ଏଥିରେ ଲୋକଙ୍କୁ ସଜେସନ ମାଗିଛନ୍ତି|ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଓ ଆଶ୍ଚର୍ଯ୍ୟ ହୋଇଛନ୍ତି|

odia sambada
Comments (0)
Add Comment