କଣ ସତରେ ନୋ ବଲ୍ ପାଇଁ ଭାରତ ଠାରୁ ହାରିଗଲା ପାକିସ୍ଥାନ?

ବନ୍ଧୁଗଣ ଏବେ ଆମେମାନେ କଥା ହବାକୁ ଯାଉଛି ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ବିଷୟରେ।ଏହି ୨ ଦିନ ତଳେ ଇଣ୍ଡିଆ ପାକିସ୍ତାନ ଟି-୨୦ ମ୍ୟାଚ୍ ଥିଲା ଜାଉଥିରେ କୁ ଇଣ୍ଡିଆ ରୋମଞ୍ଚକ ଭାବରେ ମ୍ୟାଚ୍ ଜିତିଥିଲା ମୋଧ୍ୟ ।ଜଉଥିରେ କି ବିରାଟ କୋହଲି ୫୩ ବଲ ରେ ୮୨ ରନ୍ କରି ପାକିସ୍ତାନ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ। ହାର୍ଦିକ ଙ୍କ ଖେଳ ବି ବହୁତ୍ ଭଲ ଥିଲା। ଏହି କଥା ସବୁ କ୍ରିକେଟ୍ ପ୍ରେମୀ ଦର୍ଶକ ବନ୍ଧୁ ଙ୍କୁ ଜଣ ଥିବା।

କିନ୍ତୁ ଆମେ ମାନେ ଏଇଠି ସେହି ମ୍ୟାଚ୍ ରେ ହେଇଥିବା ଘଟଣା ର ଅନ୍ୟ ଏକ ଦିଗ ବିଷୟରେ ଆଲୋଚନା କରିବାକୁ ଯାଉଛି।ସବୁ ଦର୍ଶକ ବନ୍ଧୁ ମାନଙ୍କୁ ଜଣା ଥିବା ସେହି ମ୍ୟାଚ୍ ର ଲାଷ୍ଟ୍ ଓଭର ର ନ-ବଳ୍ କଥା । ଲାଷ୍ଟ ଓଭର ରେ ୧୬ ରନ୍ ଥିଲା କିନ୍ତୁ ଓଭର ର ୪ ନମ୍ୱର୍ ବଲ ରେ ବିରାଟ କୋହଲି ଗୋଟେ ୬ ମାରିଥିଲେ ଏବଂ ସେହି ବଲ୍ ତି ନ-ବଲ ହେଇଯାଇଥିଲା । ଯାହାଫଳରେ ଇଣ୍ଡିଆ କୁ ଅତିରିକ୍ତ ୧ ରନ୍ ସହିତ ଗୋଟେ ବଲ ବି ଏକ୍ସଟ୍ରା ମିଳିଥିଲା। ଏହି ନ-ବଲ ଟି ଉଚ୍ଚତା କୁ ନେଇ ହୋଇଥିଲା,ଯାହାକି ବିରାଟ ଙ୍କ ଅଣ୍ଟା ଉପରକୁ ପଡ଼ିଥିବା କୁ ନେଇ ବିବାଦ ମୁଣ୍ଡ ଟେକିଛି।

ମେଲବୋର୍ଣ୍ଣ ରେ ଖେଳ ହେଇଥିବା ଏହି ମ୍ୟାଚ୍ ରେ ଭାରତର ବିଜୟ କୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ ।ସେହି ନ-ବଲ କାରଣରୁ ପାକିସ୍ତାନ ମ୍ୟାଚ୍ ହରିଥିବର କୁହାଯାଉଛି। ଏହି ବଲ ର ପରବର୍ତ୍ତୀ ଫ୍ରୀ ହିଟ୍ ରେ ବିରାଟ ବୋଲ୍ଡ ହେଇଯାଇଥିଲା ସତ୍ୟେ ୩ ରନ୍ ସଂଗ୍ରହ କରିନେଇଥିଲେ ଯାହା ଫଳରେ ପାକିସ୍ତାନ ହାତରୁ ମ୍ୟାଚ୍ ଖସିଯାଇଥିଲା ବୋଲି ବିଶାରଦ ମାନେ ଆଲୋଚନା କରୁଛନ୍ତି।ସେପଟେ ପାକିସ୍ତାନୀ ଗଣମାଧ୍ୟମରେ ଏମ୍ପିର ପକ୍ଷବାଦ କରିଥିବାର ନେଇ ଚର୍ଚ୍ଚା ଜୋର ଧରିଛି। ପଡିଆ ମଝିରେ କ୍ୟାପଟେନ ବାବର୍ ଏବଂ ଅମ୍ପିଆର୍ ଯୁକ୍ତି ତର୍କ ହେଇଥିଲା ଏହି ନ – ବଲ କୁ ନେଇ। ଏମ୍ପିଆର କିନ୍ତୁ ତାଙ୍କ ନିଷ୍ପତିରେ ଅଟଳ ରହିଥିଲେ।ଯାହା ଫଳରେ ଏକ ଅତିରିକ୍ତ ରନ୍ ଏବଂ ବଲ ବି ମିଳିଥିଲା ଭାରତକୁ ଯାହା ଯୋଗୁଁ ଜିତିବା ଟିକା ସହଜ ହୋଇଯାଇଥିଲା।

ପାକିସ୍ତାନୀ ପୂର୍ବତନ କ୍ରିକେଟ୍ ର ୱାସିମ୍ ଅକ୍ରୋମ , ୱାକର୍ ଙ୍କ ଭଳି ବହୁତ୍ ଲୋକ ମିଡ଼ିଆ ଆଗରେ ତାଙ୍କର ମୁଁହ ଖୋଲିଛନ୍ତି। ସମସ୍ତେ ଏମ୍ପିଅର୍ ଙ୍କୁ ଦିଷ ଦେଉଥିବାର ଦେଖିବାକୁ ମିଳିଛି। ଅକ୍ରୋମ କହିଛନ୍ତି ଏହି ବଲ ଟି ନ- ବଲ ଭଳି ଦେଖା ଯାଉନି ଏଥିରେ କିଛି ଆଲୋଚନା ନ କରି ସିଧା ଏମ୍ପିଆର୍ କେମିତି ନ- ବଲ ଦେଇଦେଲେ। ଏହି ବିବାଦରେ ମତ ରଖିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅମ୍ପିଆର ସାଇମନ ତୋଫେଲ୍ – ସେ କହିଛନ୍ତି ଏହି ମ୍ୟାଚ୍ ପରିଚାଳନା କରିଥିବା ଅମ୍ପିଅର୍ କିଛିବି ଭୂଲ୍ ନିଷ୍ପତି ନେଆଇବହାନ୍ତି ଏବଂ ନିୟମ ଅନୁଯାୟୀ ସବୁ କିଛି ଠିକ୍ ରହିଛି। ସେ ଯିଏ କାହା କହୁନା କାହିଁକି ଯାଉଭଳି ଭାବରେ କୋହଲି ବିଷ୍ଫରକ ବେଟିଂ କରି ମ୍ୟାଚ୍ ଛଡେଇ ଆଣିଲେ ତାହାକୁ ସହଜରେ ହଜମ କରିପାରୁନି ପାକିସ୍ତାନ।

odia sambada
Comments (0)
Add Comment