୨୦୨୩ ପାଇଁ କ’ଣ ଭବିଷ୍ୟ ବାଣୀ କରିଛନ୍ତି ସନ୍ଥ ଅଚ୍ୟୁତାନନ୍ଦ ଦାସ,ଯାହାକୁ ଜାଣିଲେ ଆପଣ ମାନେ ହୋଇଯିବେ ଆବକ୍

ଦୁନିଆଟି ବିଭିନ୍ନ ରକମର ପ୍ରାଣୀକୁ ନେଇ ଚାଲେ।କିଏ ଭଲ କାମ କରୁଛି ତ କିଏ ଖରାପ କାମ କରୁଛି।ଦୁନିଆ ରେ ବହୁତ ମନୁଷ୍ୟ ଅଛନ୍ତି ଯେଉଁ ମାନେ ଭଗବାନଙ୍କ ପଥ ଅନୁସରଣ କରି ଲୋକ ମାନଙ୍କୁ ସତ ମାର୍ଗ ରେ ଚାଲିବା ପାଇଁ କହିଛନ୍ତି।ଏମାନଙ୍କୁ ଆମେ ସନ୍ଥ କହିଥାଉ।ଆଉ ଏମିତି କମ୍ ସନ୍ଥ ଅଛନ୍ତି ଯେଉଁ ମାନେ ଭବିଷ୍ୟ ଦେଖିପାରନ୍ତି।ସେମାନଙ୍କ ମଧ୍ୟ ରୁ ସନ୍ଥ ଅଚ୍ୟୁତାନନ୍ଦ ହେଉଛନ୍ତି ଅନ୍ୟତମ।ସନ୍ଥ ଅଚ୍ୟୁତାନନ୍ଦ ଦାସ ଲକ୍ଷ ଲକ୍ଷ ଗ୍ରନ୍ଥ ଲେଖିଛନ୍ତି ନିଜ ଯୋଗ ଶକ୍ତି ଦ୍ଵାରା।୨୧ ଲକ୍ଷ ଗ୍ରନ୍ଥ ର ରଚନା କରିଛନ୍ତି ସନ୍ଥ ଅଚ୍ୟୁତାନନ୍ଦ ଦାସ।ଏହି ଗ୍ରନ୍ଥ ଗୁଡ଼ିକ କୁ ଭବିଷ୍ୟ ମାଳିକା କୁହାଯାଏ,କାରଣ ଏହି ଗ୍ରନ୍ଥ ଗୁଡ଼ିକ ରେ ଭବିଷ୍ୟ ବିଷୟ ରେ ଲେଖିଛନ୍ତି ଏହି ସିଦ୍ଧ ପୁରୁଷ।ସେ ତାଙ୍କ ଯୋଗ ବଳ ରେ ଯାହା ଦେଖନ୍ତି ତାହା ଗ୍ରନ୍ଥ ରେ ଲେଖିଦିଆନ୍ତି।ତାଙ୍କୁ ଭବିଷ୍ୟ ଜଳ ଜଳ ହୋଇ ଦିଶେ।ସେ ଜାଣିପାରିଥିଲେ ଯେ ପ୍ରଥମେ କଳି ଯୁଗ ର ଅନ୍ତ ଘଟିବ ତାପରେ ପ୍ରକୃତି ରେ ମହାବିନାଶ ଘଟିବ ଓ ତାପରେ ଆରମ୍ଭ ହେବ ନୂଆ ଯୁଗ।ଆପଣ ମାନେ ତ ଜାଣିଥିବେ ସନ୍ଥ ଅଚ୍ୟୁତାନନ୍ଦଙ୍କ ମାଳିକା ବିଷୟ ରେ।ତେବେ ଆସନ୍ତୁ ଜାଣିବା ତାଙ୍କ ମାଳିକା ରେ ଉଲ୍ଲେଖ ଥିବା ଘଟଣା ଗୁଡ଼ିକ ଯାହା ୨୦୨୩ ରୁ ୨୦୩୦ ମଧ୍ୟ ରେ ଘଟିପାରେ।

୧.କୃଷକ ମାନେ ନିଜ ବୃତ୍ତି ଛାଡ଼ିବେ ଓ ଚାଷ ଜମି ପଡ଼ିଆ ପଡ଼ିବା।

୨.ଜଙ୍ଗଲ ଜନ୍ତୁ ଗାଁ ,ଗଳି ଓ ସହର ରାସ୍ତା ରେ ବୁଲିବେ ଓ ଆକ୍ରମଣ କରିବେ।

୩.ପୃଥିବୀ ରେ ଜଳବାୟୁ ରେ ପରିବର୍ତ୍ତନ ହେବ ଓ ଭୂମିକମ୍ପ,ବାତ୍ୟା ଜୀବନ ନେଵ।

୪.ଭୂପୃଷ୍ଠ ଉତ୍ତପ୍ତ ହେବ।ଆକାଶ ରେ ଦୁଇ ଟି ସୂର୍ଯ୍ୟ ରହିବାର ର ଅନୁଭବ ହେବ।ଏକ ନୂଆ ପିଣ୍ଡୁଳା ବଙ୍ଗଳା ର ଖାଡ଼ି ରେ ପଡ଼ିବ ଓ ଓଡ଼ିଶା ଜଳମଗ୍ନ ହେବ।

୫.ସମୁଦ୍ର ରେ ଜଳସ୍ତର ହଠାତ୍ ଫୁଲିଯିବ।ପାଣି ଜଗନ୍ନାଥ ମନ୍ଦିରର ୨୨ପାହାଚ ରେ ଜମିଯିବ। ଜଗନ୍ନାଥଙ୍କ ନିତୀକାନ୍ତି ରେ ବାଧା ପ୍ରାପ୍ତ ହେବ।ଯାହା ଫଳ ରେ ଜଗନ୍ନାଥଙ୍କୁ ଛତିଆବଟ କୁ ସ୍ଥାନାନ୍ତର କରାଯିବ।

୬.୨୦୨୩ ରୁ ୨୦୩୦ ଯାଏଁ ପ୍ରାକୃତିକ ବିପର୍ଯ୍ୟୟ ଘଟିବ।ସର ଦୁନିଆ ୭ ଦିନ ପର୍ଯ୍ୟନ୍ତ ଅନ୍ଧାର ରେ ରହିବ।

୭.ପ୍ରକୃତି ଯେତିକି ବିଗିଡି ଚାଲିବ,ଯୁଦ୍ଧ ପରିସ୍ଥିତି ସେତିକି ବଢ଼ିଚାଲିିବ।ତୃତୀୟ ବିଶ୍ଵଯୁଦ୍ଧ ୬ବର୍ଷ ୬ମାସ ଯାଏଁ ଚାଲିବ।ଭାରତ ଉପରେ ମୁସଲିମ୍ ଦେଶ ଆକ୍ରମଣ କରିବ।

୮.ଭାରତ ବହୁତ କଷ୍ଟ ପରେ ବିଜୟ ଲାଭ କରିବା ସହ ନୂତନ ଶକ୍ତି ହୋଇ ବିଶ୍ଵ ରେ ଉଭା ହେବ।

୯.ଏହି ସମୟ ରେ କଳ୍କୀ ମଣିଷ ରୂପରେ ଜନ୍ମ ନେଇ ତୃତୀୟ ବିଶ୍ଵଯୁଦ୍ଧ ରେ ବଡ଼ ଭୂମିକା ଗ୍ରହଣ କରିବେ।

୧୦.ଆମେରିକା ରେ ବହୁତ ବଡ଼ ଭାଗ ଜଳମଗ୍ନ ରହିବ।ପାକିସ୍ତାନ ରେ କେହି ରହିବେ ନାହିଁ,ଏହାର ଅସ୍ତିତ୍ବ ଦୁନିଆ ମାନଚିତ୍ର ରୁ ହଟିଯିବ। ଚୀନ ରେ ଲୋକ ମାନଙ୍କ ମଧ୍ୟ ରେ ଶତ୍ରୁତା କାରଣ ରୁ ଚୀନ ଖଣ୍ଡ ଖଣ୍ଡ ହୋଇଯିବ।

୧୧.ରୁଷ୍ ସଫଳ ହୋଇ ଚାଲିବ।ୟୁରୋପ ର ଏକ ବଡ଼ ଜନସଂଖ୍ୟା ଲୋପ ପାଇଯିବ।

୧୨.ସମୟ ଏମିତି ଆସିବ ଲୋକେ କୀଟପତଙ୍ଗ ଆକ୍ରମଣ ରେ ମୃତ୍ୟୁ ଲାଭ କରିବେ। ରୁଷ୍ ରେ ହିନ୍ଦୁଙ୍କ ସଂଖ୍ୟା ବଢ଼ିବ ଓ ବିଶ୍ୱ ରେ ଜନସଂଖ୍ୟା ହ୍ରାସ ପାଇବ।

୧୩.ଯେବେ ୨୦୨୪ ଆରମ୍ଭ ହେବ ଦେବେ ଶନି କୁମ୍ଭ ରୁ ବାହାରି ମୀନ ରେ ପ୍ରବେଶ କରିବେ।କୁହାଯାଉଛି ଯେଉଁମାନେ ସତ୍ ମାର୍ଗ ରେ ଚାଲିବେ ସେମାନେ ବଞ୍ଚିବେ।

୧୪.ଏହି ସମୟ ରେ ଜଣେ ସାଧୁଙ୍କ ହାତ ରେ ରହିବ ଭାରତ ର ଭାଗ୍ୟ ଡୋରି।

୧୫.ଜଣେ ଅବିବାହିତ ସାଧୁ ଦେଶ କୁ ଶାସନ କରିବେ।

୧୬.ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ର ଧ୍ଵଜା ବାରମ୍ବାର ଖସିପଡ଼ିବ ଓ ମନ୍ଦିର ରୁ ପଥର ଖସିବ।

୧୭.ଶ୍ରୀମନ୍ଦିର ରେ ବହୁ ସମୟ ଧରି ସମୁଦ୍ର ପାଣି ପଶିବ ଓ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବ।

୧୮.ଲୋକ ମାନେ ହିଂସ୍ର ବ୍ୟବହାର କରିବେ ଓ ତାଙ୍କ ମନ ରୁ ଧର୍ମ ଭାବ ଧିରେ ଧିରେ ଦୂରେଇଯିବ।

୧୯.ଭକ୍ତ ବୋଲି ଯିଏ କହିବ ତାକୁ ଲୋକ ମାନେ ଘୃଣା କରିବେ।ପ୍ରେମ ସଂସ୍କାର ବୋଲି କିଛି ରହିବ ନାହିଁ।

୨୦.ମଣିଷ ଓ ପଶୁ ଙ୍କ ମଧ୍ୟ ରେ ଫରକ୍ ରହିବ ନାହିଁ।ପୁରୁଷ ପୁରୁଷ ଙ୍କ ସହ ଓ ମହିଳା ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବେ।ଅପ୍ରାକୃତିକ ସମ୍ବନ୍ଧ ଗଢି ଉଠିବ।

୨୧.ପୁଣି ମହାମାରୀ ମୁଣ୍ଡ ଟେକିବ। ଦରଦାମ୍ ବୃଦ୍ଧି ହେବ।ସହର ରେ ଜଙ୍ଗଲି ଜନ୍ତୁଙ୍କ ସଂଖ୍ୟା ବଢ଼ିବ।ଲୋକଙ୍କର ଘରୁ ବହରିବା ଅସମ୍ଭବ ହୋଇପଡିବ।

୨୨.ଭଗବାନ ରାକ୍ଷସ ରୂପୀ ମଣିଷ ମାନଙ୍କୁ ସଂହାର କରିବେ।ସକାଳୁ ସକାଳୁ ସୂର୍ଯ୍ୟଙ୍କ କିରଣ ଏତେ ଟାଣ ହେବ ଯେ ଦେହ ପୋଡ଼ି ଯିବା ଭଳି ଲାଗିବ।

୨୩.ପ୍ରତ୍ୟେକ ମଣିଷ ନିଜ ନିଜ ମଧ୍ୟରେ ଲଢ଼ିବେ ଓ ତାପରେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଶାନ୍ତି ରହିବ।

ତେବେ ଦର୍ଶକ ବନ୍ଧୁ ମାଳିକା ରେ କୌଣସି ବର୍ଷ ର ଉଲ୍ଲେଖ ନାହିଁ ,ହେଲେ ଜଣା ପଡୁଛି ଯେ ୨୦୨୩ ରୁ ୨୦୩୦ ମଧ୍ୟ ରେ ଏହି ସବୁ ଘଟଣା ଘଟିବ,କାରଣ ଏହି ସବୁ ଘଟଣା ର ପୂର୍ବଭାସ ଲୋକ ମାନେ ଅନୁଭବ କରୁଛନ୍ତି।ଯାହା ଜଗନ୍ନାଥ ଚାହିଁବେ ତାହା ହେବ ବୋଲି ସିଦ୍ଧ ପୁରୁଷ ଅଚ୍ୟୁତାନନ୍ଦ ଦାସ କହିଛନ୍ତି।ତେବେ ଆପଣ ମାନଙ୍କର କ’ଣ ବିଶ୍ୱାସ ରହିଛି ଏହିପରି କ’ଣ ସତ ରେ ଘଟିବ ମଣିଷ ଜାତି ଲୋପ ପାଇବା ନ ସବୁ କିଛି ସୁଧୁରିବ।

odia sambada
Comments (0)
Add Comment