ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲାକାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ନୂଆ ତଥ୍ୟ ଦେବା ପାଇଁ ଯାଉଛୁ ।ଗିରଫ ହେଲା ଟ୍ରାପ କରୁଥିବା ଠକ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ।ସତ୍ୟବିହାର ସ୍ଥିତ ଘରୁ ଆଜି ସକାଳୁ ସକାଳୁ ଉଠେଇ ନେଇଛି କମିଶନରେଟ ପୋଲିସ।ଟ୍ରାପର ମୁଖ୍ୟ ଥିଲା ଜଗବନ୍ଧୁ।
କାହାକୁ ଧ-ମ-କ ଦିଆଯିବ ଆଉ କାହା ପାଖରୁ ପଇସା ଅଣା ଯାଇ ପାରିବ ଆଉ କେମିତି ଫସା ଯିବ ତାକୁ ନେଇ ଜଗବନ୍ଧୁ କରୁଥିଲା ପ୍ଲାନ,ତେବେ ଅର୍ଚ୍ଚନା ଗିରଫ ହେବା ପରେଫେରାର ହେଇଯାଇଥିଲା ସ୍ବାମୀ ଜଗବନ୍ଧୁ।ସ୍ବାମୀ ସ୍ତ୍ରୀ ମିଶି ଚଳାଇଥିଲେ ବ୍ୟବସାୟର ସାମ୍ରାଜ୍ୟ।ପୁରା ସାମ୍ରାଜ୍ୟର ଅର୍ଚ୍ଚନା ଏବଂ ଥିଲେ ଜଗବନ୍ଧୁ।ଜଗବନ୍ଧୁ ଅର୍ଚ୍ଚନାଙ୍କୁ ବିବାହ କରିବା ପରେ ଆରମ୍ଭ ହୋଇଥିଲା ବ୍ୟବସାୟ,ଆଉ ଦୁହେଁ ମିଶି ଟାର୍ଗେଟ କରୁଥିଲେ ବଡ଼ ବଡ଼ ନେତା ଆଉଆଉ ବିଲଡର ମାନଙ୍କୁ।ପ୍ରଥମେ ସ୍ବାମୀ ଜଗବନ୍ଧୁ ତିଆରି କରିଥିବା ଚିଠା ଅନୁଯାୟୀ ଜଣ ଜଣଙ୍କୁ ଫୋନ କରୁଥିଲେ ଅର୍ଚ୍ଚନା।
ଆଉ ଫୋନ କରିବା ପରେ ନେତା ମାନଙ୍କୁ ଫସାଉଥିଲେ,ଆଉ ଫସିଥିବା ନେତା ମାନଙ୍କୁ ଦେଇ ସେମାନଙ୍କୁ ଧମକ ଦେଉଥିଲେ ଆଉ ଏଥିରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କାତେବେ ଯେତେବେଳେ ଅର୍ଚ୍ଚନା ଗିରଫ ହୋଇଥିଲେ ସେତେବେଳେ ଅର୍ଚ୍ଚନା ଫେରାର ହୋଇଯାଇଥିଲେ।ଆଉ ଏବେ ଯେତେବେଳେ ସେ ତାଙ୍କ ସତ୍ୟବିହାର ସ୍ଥିତ ଘରେ ଲୁଚିକରି ରହିଥିବା ଖବର ପୋଲିସକୁ ମିଳିଥିଲା ସେତେବେଳେ ଜଗବନ୍ଧୁଙ୍କ ଉପରେ ମାଡ଼ି ବସିଥିଲା କମିଶନରେଟ ପୋଲିସ।ଆଜି ଅର୍ଚ୍ଚନା ବହୁତ ଖୁସି।ବହୁତ ଦିନ ହେବ ଏହି ଜେଲର ଚାରି କାନ୍ଥ ମଝିରେ ଥିବା ଏହି ଶରୀରକୁ ଟିକିଏ ଶାନ୍ତି ମିଳିଛି। ଜେଲ ଚଟାଣରେ ଏକା ଏକା ଦିନ କାଟୁଥିବା ଅର୍ଚ୍ଚନାକୁ ଆଜି ତାର ସାଥିଟିଏ ମିଳି ଯାଇଛି।ତାର ଅଶାନ୍ତ ମନକୁ ଟିକିଏ ଶାନ୍ତି ମିଳିଛି।
ଏଥର ଏହି ଜେଲକୁ ମୁଁ ଘର କରି ଦେବି।ଆଉ ଜେଲ କୋଠରୀକୁ କରିବି ମୋର ବେଡ ରୁମ। ଚଟାଣକୁ କରିବି ଗଦି ପକା ବେଡ।ଆଉ ତାଙ୍କ ପାଖ ରୁ ୪ ଟି ଫୋନେ ଆଉ ଲାପଟୋପ ଆଉ ଏକ ଡ଼ାଇରୀ ଆଉ କିଛି କାଗଜ ପତ୍ର ପାଇଛନ୍ତି ତାଙ୍କ ପାଖ ରୁ ପୋଲିସ ଙ୍କ କହିବା ଅନୁସାରେ ।ଅଟେ ସମୟ ମିଳି ଥିଲା ଜଗବନ୍ଧୁକୁ ସେ କଣ ସବୁ ପ୍ରମାଣ ସେଇଥିରେ ସାଇତା ରଖିଥିବେ କୁ ଏହି ସବୁ ପ୍ରଶ୍ନ ସବୁ ଲୋକ ଙ୍କ ମନ ରେ ଅଛି ।ପୋଲିସ କହୁଛନ୍ତି ସେହି ଡାଇରୀରେ ସବୁ ପ୍ରମାଣ ଥିବ ଆଉ ସେଇଥିରେ ସବୁ ଲୋକଙ୍କ ର ପ୍ରମାଣ ଥିବ କିଏ କିଏ ତାଙ୍କ ଜାଲ ରେ ପଡିଛନ୍ତି ସେ ସବୁ କୁ ଜଣା ପଡିବ ।ଏବେ ପୋଲିସ ତାଙ୍କ କୋଟ କୁ ଚାଲାଣ କରିଛନ୍ତି ଦେଖା ଯାଉ ଆଗାମୀ ଦିନ ରେ କଣ ସତ ସାମ୍ନା କୁ ଆସୁଛି ।