ଅର୍ଚ୍ଚନା ଙ୍କ କେସରେ ଆସିଲା ନୂଆ ତଥ୍ୟ, ୨୩୨୪ ଗାଡ଼ି ନମ୍ୱର୍ ଦେଖିଲେ ଛାଡ଼ି ଦେଉଥିଲେ ସୁରକ୍ଷାକର୍ମୀ ମାନେ ।

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲା କାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ନୂଆ ତଥ୍ୟ ଦେବା ପାଇଁ ଯାଉଛୁ । ପାଞ୍ଚ ବର୍ଷ ତଳେ ଜଣେ ଫିଲ୍ମ ପ୍ରଯୋଜକ ଙ୍କ ନାଁ ରେ ଆସିଥିଲା କାଷ୍ଟିଂ କାଉଚ୍ ର ଅଭିଯୋଗ ।ଥାନାରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ ହେଉଥିଲା ।

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲା କାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଅର୍ଚନାଙ୍କ ପାଖରେ ଏତେ ଟଙ୍କା ଥିଲା କି ସେ ସବୁ ଦିନ ବହୁତ ଖୁସି ରେ ରହୁଥିଲେ ଆଉ ନିଜ ଇଛାରେ କାମ କରୁଥିଲେ ତାଙ୍କୁ କେହି ବି କିଛି କହୁନଥୁଲେ ।ଏବେ ଖବର ସାମ୍ନା କୁ ଆସିଛି ଯେ ଗାଡିରେ ଯିବା ଆସିଵା କରୁଥିଲେ । ସେ ତାଙ୍କ ଗାଡିରେ ଗୋଟେ ଭିଆଇପି ନୁଁମ୍ବର ଲଗାଇଥିଲେ ଆଉ ସେ ଯାହା ଇଛା ହଉଥିଲା ଆଉ ଜଉଁଠିକି ଯିବାକୁ ଇଛା କରୁଥିଲେ ସେଇଠିକି ଯାଉଥିଲେ କେହି ତାଙ୍କୁ ଅଟକେଇନଥିଲେ ।

ଏମିତି ଗୋଟେ ଗାଡି ନୁହଁ ଆହୁରି ୫ ତା ଗାଡି ଅଛି ସବୁ ଗୁଡିକ ଦାମିକିଆ ଗାଡି ।ଗାଡି ନମ୍ବର ଥିଲା ୨୩୨୪ ଏଇ ନୁଁମ୍ବର ଦେଖିଲେ ତାଙ୍କୁ କେହି ବି ଠିଆ କରିବା ପାଇଁ ସାହସ କରୁନଥିଲେ ।ଆଉ ତାଙ୍କ ସବୁ ଗାଡି ରେ ଶେଷ ରେ ୨୩୨୪ ଥିଲା ଏଇ ନୁଁମ୍ବର ସେଇଥିପାଇଁ ଦରକାର ପଡୁନଥିଲା ଅନୁମତି ପତ୍ର ଆଉ ଯାହା ଇଛା ହୋଉଥିଲା ସେଇଠା କୁ ଯାଉଥିଲେ ।ସୁରକ୍ଷା କର୍ମୀମାନେ ମଧ୍ୟ ତାଙ୍କୁ ଅଟକେଉ ନଥିଲେ ତାଙ୍କୁ କେହି କିଛି ପଚାରୁ ନଥିଲେ ମଧ୍ୟ ସବୁ ଏହି ନମ୍ବର ଦେଖି ଛାଡି ଦେଉଥିଲେ ।ସୁରକ୍ଷା କର୍ମୀ ମାନେ ଗାଡ଼ିରେ କିଏ ଅଛି ଆଉ କାହା ପାଖକୁ ଯାଉଛନ୍ତି ଏହାର ବି ପଚାରିବା ପାଇଁ ତାଙ୍କପାଖ ରେ ସାହସ ହଉନଥିଲା ।ଆଉ ସେମିତି ଯାଇ ଭିତ ରେ ଭେଟୁଥିଲେ ମହା ବରିଷ୍ଠ ନେତା ମାନଙ୍କୁ ।ତାଙ୍କ ସହ ଯାଇ ଡୀଲ କରୁଥିଲେ ଆଉ ତାଙ୍କ ଖାଉଥିଲେ ଆଉ ତାଙ୍କ ଫୋଟୋ ମଧ୍ୟ ଉଠେଇଛନ୍ତି ।

ଏହି ସବୁ କରିବା ପାଇଁ କାହାର ବି ଅନୁମତି ଦରକାର ହଉନଥିଲା ତାଙ୍କୁ ଇଛା ରେ ଯାଉଥିଲେ ଆଉ ଇଛାରେ ଆସୁଥିଲେ । ଖବର ଶୁଣିବାରେ ଆସିଛି ଏହି ତାଙ୍କ ଗାଡି ବିଧାନସଭା ରେ ସୁରକ୍ଷା କର୍ମୀ ମାନଙ୍କୁ ଭେଦ କରି ଯାଇ ଭେଟୁଥିଲେ ମହାନ ରଥି ମହାରଥିଙ୍କୁ।ଏହି ଭଳି ସମ୍ଭାଦିଙ୍କଙ୍କୁ ଏହି ପାସ୍ ପାଇଁ ବହୁତ ସମୟ ଅପେକ୍ଷା କରିବା ପାଇଁ ପଡେ ଆଉ କାହା କୁ ମିଳେନି ମଧ୍ୟ ଆଉ ୨ ବର୍ଷ ହୋଇଯିବ ପ୍ରସ ଗଏଲରୀକୁ ଛାଡୁ ନାହାନ୍ତି କିନ୍ତୁ ଅର୍ଚାନଙ୍କ ଗାଡି ପହଂଚି ଗଲେ ସବୁ ଛାଡି ଦେବେ ସେମାନେ ।ଅର୍ଚନା ରାଜୀବ ଭାବନାଙ୍କୁ ମଧ୍ୟ ଯାଉଥିଲେ କାହାରି ଅନୁମତି ଦରକାର ନାହିଁ ନିଜ ଇଛାରେ ଯାଉଥିଲେ ସେ। ଦେଖାଯାଉ ଆଗାମୀ ଦିନରେ କଣ ଖବର ଆସୁଛି ।

odia sambada
Comments (0)
Add Comment