ଅର୍ଚ୍ଚନା କାହାକୁ ଧରି ଯାଇଥିଲା ମୁମ୍ବାଇ, କାହା ସହ ଶୋଇଥିଲା ଫାଇଭ ଷ୍ଟାର ହୋଟେଲରେ

ଅର୍ଚ୍ଚନା ଏବେ ଯେତେ ସୁନ୍ଦର୍ ଆଉ ଗୋରା ଦେଖାଯାଉଛନ୍ତି ସେ ପ୍ରକୃତରେ ପୁର୍ବରୁ ଏତେ ଗୋରା ନଥିଲେ । ସେ ବି ଦିନେ କାଳି ଦେଖା ଯାଉଥିଲେ ଏବଂ ଦେଖିବାକୁ ମଧ୍ୟ ସେତେ ଆକର୍ଷଣୀୟ ଲାଗୁନଥିଲେ । ଅନ୍ୟ ପୁରୁଷମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ଟାଣି ଆଣି ପାରୁନଥିଲେ । କିନ୍ତୁ ତାଙ୍କ ମନରେ ଗୋରୀ ହେବାକୁ ବହୁତ୍ ଇଚ୍ଛା ଥିଲା । ଯେପରି ସେ ଗୋରି ହୋଇଗଲେ ସହଜରେ ଧନୀ ଘରର ଲୋକଙ୍କୁ କବଜା କରିପାରିବେ ।

କଥାରେ ଅଛି, “ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା । ” ଯେଉଁ କଥାକୁ ମନରେ ବାରମ୍ବାର ଭାବିବ, ସେହି ସ୍ବପ୍ନ ଦିନ ନା ଦିନେ ପୂରଣ ହେବ । ଠିକ୍ ସେହିପରି ଅର୍ଚ୍ଚନାଙ୍କ ଜୀବନରେ ଘଟିଲା । ତାଙ୍କର ସେହି କଳା ଦେହକୁ କେତେ କେତେ ବଡ ବାବୁମାନେ ଲୋଭ କରିଥିଲେ ଏବଂ ତାଙ୍କର ସେହି କଳା ଦେହରୁ କଳା ନେଇ ରଙ୍ଗେଇ ହେବାକୁ ଇଚ୍ଛା ମଧ୍ୟ କଲେ । ସେ ବି ସୁଯୋଗକୁ ଅପେକ୍ଷା କରିଥିଲେ ଏବଂ ଠିକ୍ ସମୟରେ ଗୋଟେ ସୁନା ଅଣ୍ଡାଦିଆ କୁକୁଡ଼ା ତାଙ୍କ ପାଖରେ ଛନ୍ଦି ହେଲା । ସେହି ବଡ ଲୋକିଆ ସୁନା ଅଣ୍ଡାଦିଆ କୁକୁଡ଼ାକୁ ତାଙ୍କ କଳା ଦେହର ମଜା ଚଖେଇ ଦେଲେ । ଆଉ ସେ ମଧ୍ୟ ମନଭରି ତାଙ୍କ ଦେହକୁ ଉପଭୋଗ କରି ଖୁସି ହେଲା ।

ଆଉ ତାପରେ ଅର୍ଚ୍ଚନା ଚିନ୍ତା କଲେ ଯେ ଯଦି ମୁଁ କାଳୀ ହୋଇ ଏତେ ମଜା ଖୁସି ଦେଇପାରୁଛି, ତାହେଲେ ଗୋରୀ ହୋଇଗଲେ କେତେ ଖୁସି ଦେଇ ନ ପାରିବି । ସହଜେ ବଡ ବଡ଼ିଆ ଲୋକ, ଧନର କିଛି ବି ଅଭାବ ନାହିଁ । ତେଣୁ ସେ ଅର୍ଚ୍ଚନାଙ୍କୁ ମୁମ୍ବାଇ ଯିବାକୁ ଅଫର ଦେଲେ । ସେ ମଧ୍ୟ ସୁଯୋଗକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ କଥାରେ ରାଜି ହୋଇ ମୁମ୍ୱାଇ ଚାଲିଗଲେ । ତାଙ୍କ ସହ ମୁମ୍ବାଇ ଯାଇ ଫାଇଭ ଷ୍ଟାର ହୋଟେଲ ଯାଇ ରୋମାନ୍ସ କଲେ ଏବଂ ସେ ଅର୍ଚ୍ଚନାଙ୍କୁ ନେଇ ଗୋଟିଏ ଦାମିକିଆ ବିଉଟି ପାର୍ଲରକୁ ଗଲେ ।

ସେଠି ଅର୍ଚ୍ଚନାଙ୍କ ଦେହରେ ଏମିତି ସବୁ କ୍ରିମ ମାରିଲେ ଯେ ଗୋଟିଏ ଦିନରେ ସେ ଗୋରା ହୋଇଗଲେ । ତାପରେ ସେ କାଳୀରୁ ପୁରା ଗୋରୀ ହୋଇଗଲେ । ଏହାପରେ ତାଙ୍କୁ ସମସ୍ତେ ବୁଲି ବୁଲି ଚାହିଁଲେ । ତାଙ୍କ ଉପରକୁ ଲୋକମାନଙ୍କ ନଜର ଯିବାରୁ ଅର୍ଚ୍ଚନାଙ୍କୁ ବହୁତ୍ ଖୁସି ଲାଗିଲା ଏବଂ ସେଇଠି ତାଙ୍କ ମୁଣ୍ଡକୁ ଗୋଟିଏ ଆଇଡିଆ ଆସିଲା । ବଡ ଲୋକ ହେବାର ସ୍ବପ୍ନକୁ ମୁଁ ସାକାର କରିବାପାଇଁ ତାଙ୍କୁ ବୁଦ୍ଧି ମିଳିଗଲା ।

ତାପରେ ସେ ତାଙ୍କ ମିଶନ ଆରମ୍ଭ କରିଦେଲେ । ତାଙ୍କ ରୂପ ଜାଲରେ ବଡ ବଡ଼ ମାଛ ଫସାଇବା ପାଇଁ ଜାଲ ବିଛାଇବା ଆରମ୍ଭ କଲେ । ଆଉ ଅତି ସହଜରେ ବଡ ମାଛମାନେ ଆସି ନିଜେ ନିଜେ ତାଙ୍କ ପାଖରେ ଧରା ଦେଲେ । ଆଉ ସେମାନଙ୍କୁ ତାଙ୍କ ରୂପ ଯୌବନର ମହୁ ଚଖାଇ ମତୁଆଲା କରିଦେଲେ । ଆଉ ସେହି ସମ୍ପର୍କର ଭିଡିଓ କରି ରଖିଲେ ଏବଂ ପରେ ବ୍ଲାକମେଲିଙ୍ଗ କରି ସମସ୍ତଙ୍କ ଠାରୁ ଟଙ୍କା ଲୁଟିଲେ । ତେବେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । କିନ୍ତୁ ଏବେ ଜେଲରେ ରହିବାପରେ ଲାଗୁଛି ପୁଣି ଥରେ ସେ କଳା ପଡ଼ିଯିବେ ।

odia sambada
Comments (0)
Add Comment