ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲାକାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ନୂଆ ତଥ୍ୟ ଦେବା ପାଇଁ ଯାଉଛୁ । ପାଞ୍ଚ ବର୍ଷ ତଳେ ଜଣେ ଫିଲ୍ମ ପ୍ରଯୋଜକ ଙ୍କ ନାଁ ରେ ଆସିଥିଲା କାଷ୍ଟିଂ କାଉଚ୍ ର ଅଭିଯୋଗ ।
ଥାନାରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ ହେଉଥିଲା ।ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲା କାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଅର୍ଚନା ଙ୍କ ଶାଶୁ ଶଶୂର କହୁଛନ୍ତି ଏଭଳି କୁଳାଙ୍ଗାର ପୁଅ ଆମର ଦରକାର ନାହିଁ ଏଭଳିଆ ପିଲା ଥିଲେ କେତେ ନଥିଲେ କେତେ ଯିଏ ନିଜ ବାପା ମାଆଙ୍କୁ ଛାଡି ଚାଲିଗଲା ସେଭଳିଆ ପିଲା ପାଇଁ ଆମର କୋଉ କାମର ।
ସେହି ଅଭଦ୍ର ଝିଅ ଆମର ପୁଅକୁ ବରବାଦ କରି ପକାଇଛି ଆମେ ତ ମୂଳରୁ କହୁଥିଲୁ ସେ ଝିଅ ଆମ ପୁଅ ପାଇଁ ଜମାବି ଠିକ୍ ନୁହେଁ |ହେଲେ ଆମ ପୁଅ ସେହି ଝିଅ ପଛରେ ପାଗଳ ହେଇ ଯାଇଛି କି କୁହୁକ କି ମନ୍ତ୍ର ଜାଣିଛି ସେ ଝିଅ ନିଜର ରୂପ ଜାଲରେ ଆମ ପୁଅଟାକୁ ପୁରା ବରବାଦ୍ କରି ପକାଇଲା। ଏଭଳି କିଛି କହିଛନ୍ତି ଜଗବନ୍ଧୁଙ୍କ ବାପା ମାଆ। ତାହା ସହିତ କହିଛନ୍ତି ଯେଉଁ ଝିଅ ପାଇଁ ସେ ସବୁକିଛି ଭୁଲିଗଲା ତାହା ସହିତ ସେ ଯୁଆଡେ ଯାଉଛି ଯାଉଆମେ ଆଉ ତାକୁ କିଛି ବି କହିଲୁ ନାହିଁ ।ଜଗବନ୍ଧୁଙ୍କ ବାପା ମାଆ ଗଣମାଧ୍ୟମ ସମ୍ମୁଖରେ କିଛି ନ କହିଲେ ବି କହି ଦେଇଛନ୍ତି ସଫା ସଫା ତାଙ୍କ ର ସେ ପୁଅ ଦରକାର ନାହିଁ।ଆଉ କହିଛନ୍ତି ଜଗବନ୍ଧୁ ଥିଲେ କେତେ ନଥିଲେ କେତେ ଜଗବନ୍ଧୁଙ୍କ ପୈତୃକ ଗାଁ ବାଲେଶ୍ଵର ଜଳେଶ୍ଵରର ବାଉଁଶବଣୀ।
ଆଉ ତାଙ୍କ ଗାଁରେ ତାଙ୍କର ଯେଉଁ ପୁରୁଖା ଲୋକ ଅଛନ୍ତି ସେମାନେ କହିଲେ କି ସେମାନେ କୌଣସି ବି ସମ୍ପର୍କ ରଖି ନାହାଁନ୍ତି|ହେଲେ ଏଠାରେ ପୁଅ ନିଜ ବାପା ମାଆଙ୍କୁ ଛାଡି ଗୋଟିଏ ଝିଅର ସନିଗ୍ଧ ପାଇଁ ବଡଲୋକ ହେବା ସ୍ବପ୍ନରେ ତା ବାପା ମାଆଙ୍କୁ ମାରି ଚାଲିଯାଇଛି ।ଆଉ ତାଙ୍କ ବାହାଘର ପରେ ତାଙ୍କ ପାଖ ରେ ପୁରୁଣା ଗାଡି ଦୋକାନ ଥିଲା ସେଇଠୁ ଯାହା ପଇସା ଆସିଥିଲା ତାହା ତାଙ୍କ ର ହଉନଥିଲା ।ଆଉ ଅର୍ଚନା ମଧ୍ୟ ପାଲର ଚଲାଉଛନ୍ତି ତଥାପି ତାଙ୍କ ର ଆହୁରି ପଇସା ଦରକାର ସେଇଠି ପାଇଁ ସେ ଦେହ ବେପାର ଆରମ୍ଭ କରିଥିଲେ ।ସେମାନେ ଏତିକି କହୁଛନ୍ତି ତାଙ୍କ ପୁଅକୁ ଭଗଵାନ ସଦବୁଦ୍ଧି ଦିଅନ୍ତୁ ଆଉ ସେ ଝିଅ ନିଜର ଭୁଲ୍ ବୁଝୁ।