ଖୋଲିଲା ଅର୍ଚ୍ଚନାଙ୍କର କଳାଖେଳର କଳା କାରନାମା । କାହାକୁ କେତେ କୋଟି , କାହାକୁ ଗାଡି ଏବଂ ଜାଗା ଦେବା ପାଇଁ ବ୍ଲାକମେଲିଂ କରାଯାଉଥିଲା । ଏହାର ଏକ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି । ଏହା ସହିତ କେଉଁ ରାଜ୍ୟରୁ କେତେ ଜଣ ଝିଅ ଏବଂ ସେଲିବ୍ରେଟି ଏହି କଳା ଖେଳରେ ସାମିଲ ଥିଲେ। ତାହାର ମଧ୍ୟ ତଥ୍ୟ ପୋଲିସ ହାତରେ ଲାଗିଛି । ଅତି ଚତୁରତାର ସହିତ ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ରାତିରେ ପ୍ଲାନ କରି ପରଦିନ ଅପରେସନରେ ଲାଗି ଯାଉଥିଲେ। ଏହି ଘଟଣାକୁ ପ୍ରଥମେ ଉନ୍ମୋଚନ କରିଥିବା ଅକ୍ଷୟ ପରିଜାଙ୍କ ଏତଲାରେ ତିନି କୋଟି ଦେବା ପାଇଁ ମଧ୍ୟ ବ୍ଲାକମେଲିଂ ହୋଇଥିଲା ବୋଲି ଏଫଆଇଆର କପିରେ ଦର୍ଶାଯାଇଥିବା ଜଣାପଡିଛି । ତେବେ, ଏ ଘଟଣାର ପ୍ରକୃତ ଅପରେସନ ବିଷୟରେ ଆସନ୍ତୁ ଜାଣିବା ।
ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଦୁହେଁ ବ୍ୟବହାର କରୁଥିବା ଲ୍ୟାପଟପ୍ ଓ ଇମେଲରୁ ଅନେକ ବାହାର ରାଜ୍ୟର ଝିଅ ଓ ସେଲିବ୍ରେଟିଙ୍କ ଡିଟେଲସ ସାମ୍ନାକୁ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଯେଉଁଥିରେ ସେମାନଙ୍କ ଫଟୋ ସହିତ ବଡବଡିଆ ଗ୍ରାହକମାନଙ୍କୁ ଲିଙ୍କ୍ କରି ପଠାଯାଉଥିଲା। ବଡକଥା ହେଲା ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କର ପବ୍ଲିକ ରିଲେସନ୍ ସଦାସର୍ବଦା ବଡ ବଡିଆ ନେତା ଓ ବିଲଡର ମାନଙ୍କ ସହିତ ରଖିବାକୁ ପ୍ରୟାସ କରୁଥିଲେ। ଯାହାକୁ ନେଇ ପ୍ରଥମେ ଏମାନେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। ଏହି ମଜବୁତିଆ ସମ୍ପର୍କକୁ ନେଇ ଏମାନେ କୋଟି କୋଟି ଟଙ୍କାର ଖେଳ କରିବାକୁ ସକ୍ଷମ ହେଉଥିଲେ। ଏହି ଆଧାରରେ ଶୀକାର ହୋଇଥିବା ଅକ୍ଷୟ ପରିଜାଙ୍କ ଘଟଣା ଅନ୍ୟତମ ଅଟେ । ଅକ୍ଷୟ ପରିଜାଙ୍କ ଘଟଣାକୁ ଅନୁଧ୍ୟାନ କଲେ ଏକ ସିନେମାର କ୍ରାଇମ୍ କାହଣୀ ପରି ଲାଗୁଛି ।
ଏବେ ପୁଣି ଏକ ଖବର ସାମ୍ନା କୁ ଆସିଛି ଅର୍ଚନା କୁ ସାହାଯ୍ୟ କରୁଥିଲା ଗୋଟେ ଯୁବକ ତା ନାମ ବିକି ସେ କିଏ ସେ କରୁଚି କଣ ସେ କଣ ପାଇଁ ଅର୍ଚନା କୁ ସାହାଯ୍ୟ କରୁଛି ।ଆଉ କେମିତି ସେମାନେ ଚିହ୍ନ ହେଲେ ।ସୂଚନା ଅନୁସାରେ ବିକି ଗୋଟେ କଲେଜ ରେ କାମ କରନ୍ତି ଆଉ ତାଙ୍କ ର ବହୁତ ସୁନ୍ଦର ସୁନ୍ଦର ଝିଅଙ୍କ ସହ ଚିହ୍ନ ଅଛି ଆଉ ସେଇଥିପାଇଁ ଅର୍ଚନା ର ଦେହ ବେବସାୟ ରେ ସାହାଯ୍ୟ କରୁଥିଲା। ଆଉ ସେ ଏହି ଝିଅ ମାନଙ୍କୁ ଦେଇ କୋଟି କୋଟି ତାଙ୍କ ରୋଜଗାର କରୁ ଥିଲା ଆଉ ସବୁ ଲୋକ ଙ୍କୁତା ଇସାରାରେ ନଚାଉଥିଲା ।
ଆଉ ବିକି କହୁଛି ଅର୍ଚନାକୁ ସେହି କଲେଜ ରେ ୪ ଟି ଝିଅ ରାଜି ଅଛନ୍ତି ଆଉ ସେମାନେ ମସ୍ତ ଦେଖିବା ପାଇଁ ଆଉ ତାଙ୍କ ଦେହର ଫିଟ ବି ପୁରା ମସ୍ତ।ସେଇଠି ପାଇଁ ସେମାନେ ୪ ହଜାର ଅଧିକ ମାଗୁଛନ୍ତି ।ଆଉ ତାଙ୍କୁ ଅଧିକ ପଇସା ନ ଦେଲେ ସେମାନେ ଯିବେନି ବୋଲି କହୁଛନ୍ତି । ଆଉ ଏହି ସବୁ କଥା ଶୁଣି ଅର୍ଚନା ତାଙ୍କ କଥାରେ ରାଜି ହୋଇଗଲେ। ଆଉ ଠିକ ଅଛି ଅଧିକ ପଇସା ଦିଆ ହେବ ବୋଲି କହିଲେ। ସେ ତାଙ୍କୁ ଆକ୍ଟିଂ କରିବା ବାହାନାରେ ତାଙ୍କ ଦେହ ବେପାର କରୁଥିଲେ ଅର୍ଚନା ।ଏବେ ଏହି ସବୁ ଖବର ସାମ୍ନାକୁ ଆସିଛି ।ଦେଖା ଯାଉ ଆଗାମୀ ଦିନ ଆଉ କଣ ସବୁ ଖବର ଆସୁଛି ।