ଚୋର ଘରେ ଯଦି ଚୋରି କରାଯାଏ ତେବେ ତାକୁ କଣ ଚୋରି କୁହାଯାଏ।ଯେଉଁ ଲୋକମାନେ ସମସ୍ତଙ୍କୁ ଠକି ଧନ ଅର୍ଜନ କରୁଛନ୍ତି ତାଙ୍କ ପକେଟ୍ କାଟି ଯଦି ମୁଁ ଟିକେ ଧନୀ ହୋଇଗଲି ତେବେ ସେଥିରେ ଅସୁବିଧା କଣ ଏଭଳି ମାନସିକତା ରହିଥିଲା ଠକ ଅର୍ଚ୍ଚନା ଙ୍କର।ଯିଏକି ଭାବୁଥିଲେ ଠକ କୁ ଠକିଲେ ତାକୁ ଠକିବା କୁହାଯାଏ ନାହିଁ। ଚୋର ଘରେ ଚୋରି କଲେ ତାକୁ ଚୋରି କୁହାଯାଏ ନାହିଁ।ତାଙ୍କ ପାଖରେ ଯାହା ଅଛି ତାକୁ ଖରାପ ଭବେ ବ୍ୟବହାର କରି ଅନେକଙ୍କୁ ଠକିଥିଲେ ଅର୍ଚ୍ଚନା।ଆଉ ସେତିକି ନୁହେଁ ଶରୀରର ଟିକେ ସୁଖ ଦେଇ ଟଙ୍କା ରୋଜଗାର ବି କରି ଦେଇଥିଲେ।ଆଉ ଏହା ଥିଲା ଏଭଳି ମାନସିକତା ଯେଉଁଥିରେ ଫସିଥିଲେ ୬୪ ରୁ ଅଧିକ ରାଜ ନେତା,ବଡ଼ ବଡ଼ ଅଫିସର।
ଏହି ଲିଷ୍ଟ ତାଲିକାର ଲମ୍ବା ଆହୁରି ଆଗକୁ ଅଛି।ତେବେ ଏନେଇ କୌଣସି ବି ତଥ୍ୟ ଘୋଷଣା କରିନାହିଁ ପୋଲିସ।ତେବେ ଯାହା ଜଣା ପଡ଼ିଛି କି ତାଙ୍କ ସହ ୨୦ ଜଣ ଆଉ ୬୪ ରୁ ଅଧିକ ଆଉ ତା ସହିତ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କର ଲମ୍ବା ଲିଷ୍ଟ ବାହାରିଛି।ତେବେ କିଭଳି ମାନସିକତା ଥିଲା ତାଙ୍କ ସହ,ଅନେକ ଝିଅ ଥିଲେ ଯେଉଁ ମାନଙ୍କୁ ସେ ନେତାମାନଙ୍କ ଶଯ୍ୟା ଗରମ କରିବା ପାଇଁ ପଠାଉ ଥିଲେ ଆଉ କହୁଥିଲେ ତାଙ୍କର ଭିଡିଓ ରେକର୍ଡ କରିବା ପାଇଁ ଝିଅ ମାନେ ସେଭଳି ହିଁ କରୁଥିଲେ। ଏହାପରେ ସବୁ ଯାଇ ପହଞ୍ଚୁ ଥିଲା ଅର୍ଚ୍ଚନାଙ୍କ ପାଖରେ ନିଜ ସ୍ଵାମୀଙ୍କ ସହ ମିଶି ସେ ଏଭଳି ଅର୍ଚ୍ଚନା ଯାହା ସହିତ ବି ସମ୍ପର୍କ ରଖିଥିଲେ ଆଉ ଯେଉଁ ଯେଉଁ ଝିଅକୁ ଯେଉଁ ବା ପ୍ରଯୋଜକ ମାନଙ୍କୁ ପଠାଉଥିଲେ ସେଠି ସେ ଗୋଟିଏ ଜିନିଷ କହିବାକୁ ବା କରିବାକୁ ଜମା ଭୁଲୁ ନଥିଲେ।
ଆଉ ସେଇଟା ଥିଲା ସମ୍ପର୍କ ରଖିବା ବେଳେ ଲାଇଟ ସବୁବେଳେ ଅନ ରଖିବା ପାଇଁ କହୁଥିଲେ।ଏହି ଜିନିଷ ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଘଟଣା ଟି ସତ।କାରଣ ସବୁ ଜିନିଷ ର ରେକର୍ଡ଼ିଂ କରିବା ପାଇଁ ଅର୍ଚ୍ଚନା କେତେବେଳେ ବ୍ୟବହାର କରୁଥିଲେ ମୋବାଇଲ ଫୋନ ତ ଆଉ କେତେବେଳେ ବ୍ୟବହାର କରୁଥିଲେ ତାଙ୍କ ରୁମ ରେ ଥିବା ଭିନ୍ନ ଭିନ୍ନ ହିଡେନ କ୍ୟାମେରା।କ୍ୟାମେରା ଲାଇଟ ଅନ ରହିଲେ ହିଁ ଭିଡିଓ ରେକଡ଼ିଂ କରି ପାରିବ।ଏବେ ତାଙ୍କ ଓକିଲ ତାଙ୍କ ବେଲ ପାଇଁ କୋଟ କୁ ଆବେଦନ କରିଛନ୍ତି ।ଆଉ ନିର୍ଦଶ ବୋଲି ବହୁତ କହିଛନ୍ତି ।
ଏବେ ଖବର ଅନୁସାରେ ତାଙ୍କ ଓକିଲ କହୁଛନ୍ତି ଯେ ଆଜି ସେମାନେ କୋଟ ରେ ବେଲ ପାଇଁ ଆବେଦନ କରିନାହାନ୍ତି କାରଣ ତାଙ୍କ ପାଖ ରେ ସଠିକ ଆଉ ସବୁ କାଗଜ ପତ୍ର ନାହିଁ ଏହି ସବୁ କୁ ସଂଗ୍ରାହ କରିକି ଆସିବେ କୋର୍ଟରେ ଆବେଦନ କରିବେ ବୋଲି ସେ କହିଛନ୍ତି ।ତାଙ୍କ ପଚାରିବାରୁ ଅର୍ଚନା ନାଁ ରେ ଯେଉଁସବୁ ଅଭିଯାଗ ଆସିଛି କଣ ଏଇଟା ସବୁ ସତ।ସେ କହିଛନ୍ତି ମୁଁ ସତ କଣ ମିଛ କଣ କେବଳ ମିଡ଼ିଆରେ ଦେଖିଚି ଆଉ ଯେତେବେଳେ ସବୁ ତଦନ୍ତ କରାଯିବ ସେତେବେଳେ ସତ ତା ବାହାରକୁ ଆସିବ ବୋଲି ସେ କହିଛନ୍ତି ।ସେ କହୁଛନ୍ତି ଆମେ ଯେତିକି ଜାଣିଚୁ ସେ ନିର୍ଦ୍ଦୋଷ ଅଛନ୍ତି ଆଉ ସେଇଟା ଆମେ ପ୍ରମାଣ କରିବୁ କୋଟରେ ।ଏମିତି କିଛି କହୁଛନ୍ତି ତାଙ୍କ ଓକିଲ ଦେଖା ଯାଉ ଆଗାମୀ ଦିନରେ କଣ ହୋଉଛି ।