ଭିଡିଓ: ଏହି ଆଣ୍ଟି ଜଣକ ଇଣ୍ଟରନେଟରେ ଚହଳ ସୃଷ୍ଟି କରି ରଖିଛନ୍ତି, ତାଙ୍କର ଡ୍ୟାନ୍ସ ଓ ସିଙ୍ଗିଙ୍ଗ ଦେଖି ଲୋକ ପାଗଳ ହେଉଛନ୍ତି

କୁହାଯାଏକି ଡ୍ୟାନ୍ସ ଓ ସିଙ୍ଗିଙ୍ଗ ସମସ୍ତେ କରିପାରନ୍ତି ନାହିଁ। କିନ୍ତୁ ତାପରେ ମଧ୍ୟ ଲୋକ ଏହାକୁ ନିଜର ମଜା ପାଇଁ କରନ୍ତି। ବର୍ତ୍ତମାନ ଏହାକୁ ଏକଲା କରାଗଲେ ମଧ୍ୟ ଏହା ଠିକ ଅଟେ। କିନ୍ତୁ ଯଦି ଆପଣ ଡ୍ୟାନ୍ସ ଓ ସିଙ୍ଗିଙ୍ଗ ବହୁତ ଖରାପ ହୋଇଥିବ ତେବେ ପବ୍ଲିକରେ ଏହା ଚେଷ୍ଟା ଆଦୌ କରିବା ଅନୁଚିତ। ଖାସକରି ଏହି ସୋସିଆଲ ମିଡିଆ ଓ ସ୍ମାର୍ଟଫୋନ ଦୁନିଆରେ ଏମିତି କରିବା ନିଜ ଗୋଡ ଉପରେ କୁରାଢି ମାରିବା ପରି ହୋଇଥାଏ। ଆପଣଙ୍କର ମଜାକ ସାରା ଦେଶରେ ହୋଇଯାଏ।

ସୋସିଆଲ ମିଡିଆରେ ଭାଇରାଲ ହେଲେ ରାନୁ ମଣ୍ଡଳ ପାର୍ଟ ୨:-

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମଜେଦାର ଆଣ୍ଟିଙ୍କୁ ଦେଖନ୍ତୁ। ଲୋକ ତାଙ୍କୁ ‘ରାନୁ ମଣ୍ଡଳ ପାର୍ଟ ୨’ କହୁଛନ୍ତି। ଆଣ୍ଟି ଦେଖିବାରେ ରାନୁ ମଣ୍ଡଳଙ୍କ ପରି ଅଟନ୍ତି। କିନ୍ତୁ ତାଙ୍କର ସିଙ୍ଗିଙ୍ଗ ଓ ଡ୍ୟାନ୍ସ ରାନୁ ମଣ୍ଡଳଙ୍କ ଠାରୁ ବହୁତ ଖରାପ ଅଟେ। ତାଙ୍କୁ ଦେଖି ଆପଣଙ୍କର ହସ ଆଦୌ ବନ୍ଦ ହେବନାହିଁ। ଆଣ୍ଟିଙ୍କ ଡ୍ୟାନ୍ସ ଓ ଗାୟିକୀ ଦେଖି ଲୋକ ହସୁଛନ୍ତି।

ଡ୍ୟାନ୍ସ ଓ ସିଙ୍ଗିଙ ଦେଖି ଲୋକେ ହସୁଛନ୍ତି:-

ଏହି ଭାଇରାଲ ଭିଡିଓରେ ଦେଖାଯାଇପାରିବକି ଜଣେ ଆଣ୍ଟି ମାର୍କେଟରେ ଅଛନ୍ତି। ସେତିକି ବେଳେ ସେ “କେସେ ଆୟେ ଗୋରୀ ହମ ତୋହରେ ଘରମା” ଗୀତ ଗାଉଥିଲେ। ଏହି ଗୀତ ଗାଉ ଗାଉ ସେ ଡ୍ୟାନ୍ସ କରିବାକୁ ଲାଗନ୍ତି। କିନ୍ତୁ ଆଣ୍ଟିଙ୍କର ଡ୍ୟାଂସିଙ୍ଗ ଷ୍ଟାଇଲ ଏତେ ମଜେଦାର ଥିଲାକି ସାମ୍ନାରେ ଛିଡା ହୋଇଥିବା ଲୋକ ନ ହସି ରହିପାରିବ ନାହିଁ।

ସୋସିଆଲ ମିଡିଆରେ ଏହି ଆଣ୍ଟି ବହୁତ ଭାଇରାଲ ହେଉଛନ୍ତି। ଯିଏବି କେହି ଆଣ୍ଟିଙ୍କର ଗୀତ ଓ ନାଚ ଦେଖିଲେ ସେ ପାଗଳ ହୋଇଗଲେ। ଭିଡିଓରେ ଅନେକ ହୃଦୟସ୍ପର୍ଶୀ କମେଣ୍ଟ ମଧ୍ୟ ଆସୁଅଛି। ଜଣେ ୟୁଜର ଲେଖିଲେ ‘ଆରେ ଇଏ ତୋ ରାନୁ ମଣ୍ଡଳ ପାର୍ଟ ୨ ଅଟନ୍ତି।’ ଆଉ ଜଣେ କମେଣ୍ଟ କରି କହିଲେ ‘ଆଣ୍ଟି ଏହି ପ୍ଲାନେଟରୁ ନୁହନ୍ତି। ଇଏ ଜଣେ ଏଲିୟନ ଅଟନ୍ତି ଯିଏକି ମହିଳାଙ୍କର ରୂପ ଧାରଣ କରିଛନ୍ତି।’ ଆଣ୍ଟିଙ୍କର ହରକତ ଦେଖି ଆଉ ଜଣେ କହିଲେକି ‘ଇଏ କେଉଁ ଗ୍ରହର ପ୍ରାଣୀ ଅଟନ୍ତି?’ ଏମିତି ସବୁ ମଜାଳିଆ କମେଣ୍ଟ ଆସୁଅଛି।

ଦେଖନ୍ତୁ ଆଣ୍ଟିଙ୍କର ମଜାଳିଆ ଭିଡିଓ:-

ଇନଷ୍ଟାଗ୍ରାମରେ ଏହି ଭିଡିଓକୁ kashyap_memer ନାମକ ଏକ ପେଜ ଦ୍ଵାରା ସେୟାର କରାଯାଇଛି। ଭିଡିଓଟିକୁ ସୋସିଆଲ ମିଡିଆରେ ବହୁତ ସେୟାର କରାଯାଉଛି। ତେବେ ଆସନ୍ତୁ ଏହି ଆଣ୍ଟିଙ୍କର ଭିଡିଓ ଦେଖିବା।

odia sambada
Comments (0)
Add Comment