ଘରେ ପଶି ପ୍ୟାଣ୍ଟ ଖୋଲିକି ଜାବୁଡି ଧରିଲା ହୋମଗାର୍ଡ ,ଆଉ ତା ପରେ ପ୍ରାଇଭେଟ ପାର୍ଟକୁ କଟୁରୀରେ କାଟିଦେଲା ମହିଳା

ଘର ଆଗକୁ ଗଲେ। ଆଉ ମହିଳାଙ୍କୁ ପଚାରିଲେ ଆଉ କଣ ହାଲଚାଲ। ଏମିତି କହି ହୋମଗାର୍ଡ ମହିଳାଙ୍କୁ ପଛଆଡୁ ଜାବୁଡି ଧରିଲେ। ଆଉ କହିଲେ ମୋର ଆଜି ବହୁତ ଇଚ୍ଛା ହାଉଛି। ମୁଁ ତୋତେ ଖାଇବି। ଆଜି ଯାହାବି ହେଉ ତୋତେ ମୁଁ ଆଜି ଖାଇବି। ମହିଳା କହିଲେ ହଉ ଠିକ ଅଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ ଯାଉଥିବା ଏକ ଗ୍ରାମରେ ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ଖଇରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ପୂର୍ଣ ଦାସ ନାମକ ଜଣେ ହୋମଗାର୍ଡ ନିଜର ଚରମ ସୀମା ଅତିକ୍ରମ କରିଯାଇଛନ୍ତି। ସେ ଜଣେ୪୪ ବର୍ଷୀୟ ମହିଳାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଛନ୍ତି। ସୂଚନା ଅନୁସାରେ, ଏହି ୪୪ ବର୍ଷୀୟ ମହିଳା ଜଣକ ହେଉଛନ୍ତି ବିଧବା ଓ ସେ ଘରେ ଏକା ରୁହନ୍ତି। ତେବେ ଏହି ମହିଳାଙ୍କର ଭତ୍ତା କାର୍ଡରୁ ନାମ ହଟି ଯାଇଥିଲା। ତେବେ ପୂର୍ଣ ଦାସ ଏହି ବିଷୟରେ ଯାଞ୍ଚ କରିବାକୁ ଆସିଥିଲେ।

ସେ ଯେତେବେଳେ ଦେଖିଲେ ମହିଳାଜଣକ ଘରେ ଏକ ରୁହନ୍ତି ଆଉ ଆଖପାଖରେ ସେମିତି କେହି ପୋଡଶୀ ମଧ୍ୟ ନାହାନ୍ତି। ସେ ଏହାର ଫାଇଦା ଉଠାଇ ତାଙ୍କୁ ପଛଆଡୁ ଜାବୁଡି ଧରିଲେ। ଆଉ କହିଲେ ମୋର ଆଜି ବହୁତ ଇଚ୍ଛା ହାଉଛି। ମୁଁ ତୋତେ ଖାଇବି। ଆଜି ଯାହାବି ହେଉ ତୋତେ ମୁଁ ଆଜି ଖାଇବି। ମହିଳା କହିଲେ ହଉ ଠିକ ଅଛି। ସେହି ସମୟରେ ମହିଳାଜଣକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଏକ କଟୁରୀ ସାଙ୍ଗରେ ନେଇ ଆସିଥିଲେ। କିନ୍ତୁ ସେତେବେଳକୁ ହୋମଗାର୍ଡ ଜଣକ ନିଜର ପ୍ୟାଣ୍ଟ ଖୋଲି ସାରିଥିଲେ। ମହିଳାଜଣକ ଆଣିଥିବା କଟୁରୀରେ ତାଙ୍କୁ ପ୍ରହାର କରିଥିଲେ। କିନ୍ତୁ ତାହା କେଉଁଠି ବାଜିଥିଲା, ତାହା ଜଣାନାହିଁ। କିନ୍ତୁ ହୋମଗାର୍ଡ ଜଣକ ଏଥିରେ ଆହତ ହୋଇଥିଲେ। ଓ ସୂଚନା ଅନୁସାରେ ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓ ଏହି ମାମଲାକୁ ଥାନାରେ ରୁଜ୍ଜୁ କରି ଯାଞ୍ଚ କରାଯାଉଛି।

odia sambada
Comments (0)
Add Comment