ଫରେଷ୍ଟର ହେବାକୁ ଚାହୁଁଛନ୍ତି କି ? ତା ହେଲେ ତୁରନ୍ତ ଆବେଦନ କରନ୍ତୁ,ଆସିଗଲା ନିଯୁକ୍ତି….

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ବନ ବିଭାଗରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ଅଫିସର ପଦବୀରେ ନିଯୁକ୍ତି କରାଯାଉଛି।

*ପଦବୀ ବିବରଣୀ :

ଫରେଷ୍ଟ ଅଫିସର

*ଜରୁରୀ ତାରିଖ :

ଏହି ପଦବୀ ପାଇଁ ପୂର୍ବରୁ ଆବେଦନ ହୋଇଥିଲା। ଏବେ ଅକ୍ଟୋବର ମାସରେ ଏହାର ପରୀକ୍ଷା ହେବ।

*ଶିକ୍ଷାଗତ ଯୋଗ୍ୟତା :

ଫରେଷ୍ଟ ଅଫିସର ପଦବୀ ପାଇଁ ପ୍ରାର୍ଥୀ ଗଣିତ, ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଭୂ ବିଜ୍ଞାନ, ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ଇଂଜିନିୟରିଂ କିମ୍ବା କୃଷି ବିଭାଗରେ କୌଣସି ବିଷୟରେ ଗ୍ରାଜୁଏଟ ହେବା ଜରୁରୀ। ଏହି ପରୀକ୍ଷା ୟୁପିଏସସି ଦ୍ୱାରା କରାଯିବ।

*ପରୀକ୍ଷା :

ପ୍ରାରମ୍ଭିକ ପରୀକ୍ଷା

ମେନ୍‌ ପରୀକ୍ଷା

ଇଣ୍ଟରଭ୍ୟୁ

ମେଡିକାଲ ପରୀକ୍ଷା

ଡକ୍ୟୁମେଣ୍ଟ ଏବଂ କ୍ୟାରେକ୍ଟର ଭେରିଫେକେସନ

*ବୟସ ସୀମା :

ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ହେବା ଜରୁରୀ।

*ଦରମା :

ଫରେଷ୍ଟ ଅଫିସର ପାଇଁ ପେ ଲେବଲ ୧୫,୬୦୦ ରହିଥିବା ବେଳେ ଡିଏ ୨ ପ୍ରତିଶତ, ଟିଏ ବାବଦରେ ୩୬୦୦ ଟଙ୍କା ମିଳିବ।

odia sambada
Comments (0)
Add Comment