ଫ୍ଲିପକାର୍ଟ ଠାରୁ ଆହୁରି ଶସ୍ତାରେ ଦେଉଛି ଏହି ସରକାରୀ ୱେବସାଇଟ,ଲୋକମାନେ ବହୁତ ମାତ୍ରାରେ କରୁଛନ୍ତି ଅର୍ଡର….

ଭାରତରେ ଅଧିକାଂଶ ଲୋକ ଆମାଜନ ଓ ଫ୍ଲିପକାର୍ଟରୁ କରୁଛନ୍ତି ସପିଙ୍ଗ। ନିକଟରେ ଆମାଜନ ଓ ପ୍ଳିପକାର୍ଟର ସେଲର ଆରମ୍ଭ ମଧ୍ୟ ହୋଇସାରିଛି। ଏହି କାରଣରୁ ଅଧିକାଂଶ ଲୋକ ବର୍ତ୍ତମାନ ଏଥିରୁ ସପିଙ୍ଗ ମଧ୍ୟ କରୁଛନ୍ତି। ଆଜି ଆମେ ଆପଣଙ୍କୁ ସରକାରୀ ଇ-କମର୍ସ ସାଇଟ ବିଷୟରେ କହିବାକୁ ଯାଉଛୁ। ଏଠାରେ ଅନେକ ଜିନିଷ ବହୁତ ଶସ୍ତାରେ ମିଳୁଅଛି।

ଆପଣଙ୍କୁ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଏହା ସତ ଅଟେକି ଏକ ସରକାରୀ ପୋର୍ଟାଲ ବହୁତ ଶସ୍ତାରେ ଜିନିଷ ବିକ୍ରି କରୁଛି। ଖାସ କଥା ହେଉଛିକି ଏହି ପୋର୍ଟାଲରେ ମିଳୁଥିବା ଜିନିଷର କ୍ଵାଲିଟି ମଧ୍ୟ ଭଲ ଅଛି। GEM ନାମକ ଏହି ପୋର୍ଟାଲର ଆରମ୍ଭ ସରକାରଙ୍କ ଦ୍ଵାରା କରାଯାଇଥିଲା। ଏଠାରେ ଆପଣଙ୍କୁ ପ୍ରଡ଼କ୍ଟର ଲମ୍ବା ଲିଷ୍ଟ ମିଳିଯାଏ, ଏଠାରେ ଆପଣ ସହଜରେ ପ୍ରଡ଼କ୍ଟ ବିଷୟରେ ସବୁକିଛି ସୂଚନା ପାଇପାରିବେ।

ଅନେକ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲ ବିଷୟରେ ଅବଗତ ନୁହଁନ୍ତି। କିନ୍ତୁ ଏହି ଇ-କମର୍ସ ସାଇଟ ବହୁତ କମ ମୂଲ୍ୟରେ ଜିନିଷ ବିକ୍ରି କରୁଛି। ୨୦୨୧-୨୨ ମସିହାରେ ଏକ ଅର୍ଥନୈତିକ ସର୍ଭେ କରାଯାଇଥିଲା। ଏହି ସର୍ବେକ୍ଷଣରେ ଏହା ଜଣାପଡିଛିଯେ ଏଠାରେ ମିଳୁଥିବା ଜିନିଷ ଗୁଡିକ ବହୁତ କମ ମୂଲ୍ୟରେ ମିଳୁଛି। ଏହି ସାଇଟରେ ମିଳୁଥିବା ୨୨ଟି ଜିନିଷର ଏକ ତୁଳନା କରାଯାଇଥିଲା, ଯେଉଁଥିରେ ଏହା ଜଣାପଡିଛିଯେ ଏଠାରେ ମିଳୁଥିବା ପ୍ରତ୍ୟେକ ଜିନିଷର ମୂଲ୍ୟ ବହୁତ କମ ଅଟେ।

ଯେତେବେଳେକି ୧୦ଟି ଜିନିଷ ଏମିତି ମିଳିଯିବ ଯାହାର ମୂଲ୍ୟ ଅନ୍ୟ ଇ-କମର୍ସ ସାଇଟରେ ୯.୫ ପ୍ରତିଶତ କମ ଅଟେ। ଏଥିରେ ସବୁଠାରୁ ଖାସ କଥା ହେଉଛିକି ଆପଣ ଅର୍ଡର କରି ନିଜର ଘରକୁ ମଗାଇପାରିବେ। ଅନେକ ଲୋକଙ୍କୁ ଏହା ବିଷୟରେ ଜଣାନାହିଁ। ସେଥିପାଇଁ ଫ୍ଲିପକାର୍ଟ ଓ ଆମାଜନରୁ ଅର୍ଡର କରନ୍ତି, କିନ୍ତୁ ଏହା ସତ ଅଟେକି ଏଠାରେ ମିଳୁଥିବା ଜିନିଷର ମୂଲ୍ୟ ବହୁତ କମ ଅଟେ। କିଛି ମାସ ମଧ୍ୟରେ ଏହି ସାଇଟରେ ଜିନିଷର ଅର୍ଡର କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଯାଇଥିଲା।

odia sambada
Comments (0)
Add Comment