ଦେଖନ୍ତୁ ଭିଡ଼ିଓ : ବହୁ ପରିଶ୍ରମ କରିବା ପରେ ଦିନସାରାରର ଇନକମକୁ ଗଣୁଛନ୍ତି ରହି ବୟସ୍କ ବୃଦ୍ଧ ବ୍ୟକ୍ତି,ଭିଡିଓ ଆପଣଙ୍କୁ ବହୁତ କିଛି ଭାବିବାକୁ ବାଧ୍ୟ କରିବ

କୁହାଯାଇଥାଏ କୈାଣସି କାମ ଛୋଟ ବା ବଡ ନୁହେଁ ଯଦିଓ ସବୁ କାମରେ ପରିଶ୍ରମ ନିଶ୍ଚିତ ଲାଗେ|ଯେତେବେଳେ ଆପଣ କୈାଣସି କାମ ନିଷ୍ଠା ଓ ସଚ୍ଚୋଟ ଭାବେ କରନ୍ତି ସଦାବେଳେ ଫଳ ମିଠା ହୋଇଥାଏ|ଏଥିପାଇଁ ପରିଶ୍ରମ ଆୟ ମିଠା ଅଟେ|ଯଦିଓ କିଏ ଛୋଟମୋଟ କାମ କରେ ଓ ଯେତେବେଳେ ଦିନ ସାରାର ଆୟ ଦେଖେ ସେତେବେଳେ ସନ୍ତୁଷ୍ଟି ଦେଖାଯାଏ|

ମହଙ୍ଗା ଦୁନିଆରେ ଟଙ୍କା ବହୁତ ଜରୁରୀ|ଏହାକୁ ପାଇବା ପାଇଁ ସମସ୍ତେ ସକାଳୁ ସନ୍ଧ୍ୟା ଦୈଡୁଛନ୍ତି|ଏପରିକି ବୃଦ୍ଧ ସମୟରେ କାମ ପାଇଁ ବାଧ୍ୟ ହେଉଛନ୍ତି|ବୃଦ୍ଧ ସାଧାରଣତଃ ଆରାମର ସମୟ ହୋଇଥାଏ|କିନ୍ତୁ ଅଲଗା ଅଲଗା ପରିସ୍ଥିତି କ୍ରମେ ଲୋକମାନେ ଶେଷ ପର୍ଯ୍ୟନ୍ତ କାମ କରିଥାନ୍ତି|

ଏଵେ ସୋସିଆଲ ମିଡିଆରେ ଏପରି ଏକ ବୟସ୍କ ଦାଦାଙ୍କ ଭିଡିଓ ଭାଇରାଲ ହେଉଛି|ଏହି ବ୍ୟକ୍ତି ବୋଧହୁଏ କୈାଣସି ଛୋଟମୋଟ କାମ କରନ୍ତି|ସନ୍ଧ୍ୟା ସମୟରେ ଦିନ ସାରାର ଆୟ ଗଣିଥାନ୍ତି|ତାଙ୍କ ଆୟରେ ନୋଟରୁ ନେଇ ଛୋଟ କଏନ ପର୍ଯ୍ୟନ୍ତ ରହିଛି|ସେ ବହୁ ଧ୍ୟାନର ସହ ଛୋଟ କଏନ୍ କୁ ମଧ୍ୟ ଗଣୁଛନ୍ତି ବୋଧହୁଏ ଏହା ତାଙ୍କ ପାଇଁ ମୂଲ୍ୟବାନ ଅଟେ|

ଦୋଦା ଝୋପଡିରେ ବସି ଟଙ୍କା ଗଣୁଥିବା ବେଳେ କେହି ତାଙ୍କ ଭିଡିଓ ବନାଇ ନେଇଥାଏ|ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏହାକୁ ଦେଖି ଲୋକେ ଭାବୁକ ହେବା ସହ ଦୟା କରୁଛନ୍ତି|ଏହାକୁ ଦେଖି ଲୋକେ ଭଗବାନଙ୍କ ପାଖରେ ତାଙ୍କ ମଙ୍ଗଳକାମନା କରୁଛନ୍ତି|

କିଛି ଲୋକ କହିଛନ୍ତି ସମସ୍ତଙ୍କ ପାଇଁ ଜୀବନ ଏକାଭଳି ନୁହେଁ|ଯେଉଁଠି ଆମେ ଭଲ ଘର,କାର, ସ୍ମାର୍ଟ ଗ୍ୟାଜେଟ ଓ ଆରାମ ଦାୟକ କାର ଭଳି ଜିନିଷ ଚାହୁଁଥିଲା ବେଳେ କିଛି ଦିନସାରା କେବଳ ଦୁଇବେଳା ରୋଟି ଚାହାନ୍ତି|ଆପଣ ବି ଏହି ଭିଡିଓ ଦେଖନ୍ତୁ|

odia sambada
Comments (0)
Add Comment