ପୁଅ ବୋହୁ ମଧ୍ୟରେ ହେଲା ଝଗଡା,କିନ୍ତୁ ଶଶୁର ବୋହୁକୁ ଘଣ୍ଟା ଘଣ୍ଟା ଧରି କଲା ଦୁଷ୍କର୍ମ,ଜାଣନ୍ତୁ ପୁରା ଘଟଣା

ପୁଅ ଓ ବୋହୂ ମଧ୍ୟରେ ହେଲା ଝଗଡା। ଆଉ ବୋହୂକୁ ପୁଅ ଲ୍କାହିଲା ମୁଁ ତୁମକୁ ଛାଡପତ୍ର ଦେବାକୁ ଚାହୁଁଛି। ଏକଥାକୁ ନେଇ ଶ୍ଵଶୁରଙ୍କୁ ବୋହୂ ଜଣାଇଥିଲେ। ବୋହୂ କହିଥିଲା ବାପା ତୁମ ପୁଅ ମୋତେ କହୁଛନ୍ତି ଛାଡପତ୍ର ଦେବେ। ଆଉ ଶ୍ଵଶୁର ଏହା ଶୁଣିବା ପରେ ସମାଧାନ ପରିବର୍ତ୍ତେ ବୋହୂ ଉପରେ ନିଜର ଖରାପ ନଜର ରଖିବା ଆରମ୍ଭ ଅକରିଦେଲେ। ବୋହୂକୁ ଏକ କୋଠରି ଭିତରେ ବନ୍ଦ କରି ୧୫ ଦିନ ପର୍ଯ୍ୟନ୍ତ ଗଣଦୁଃଷ୍କର୍ମ କରିଛନ୍ତି। ବୋହୂ ସହିତ ମନ ଇଚ୍ଛା ଶାରୀରକ ସମ୍ପର୍କ ରଖିଲେ। ମୁହଁରେ କପଡା ଭର୍ତ୍ତି କରି ଅଣନିଃଶ୍ଵାସୀ କରି ଶାରୀରିକ ସମ୍ପର୍କ ରଖିଲେ। ଏଭଳି ଲଗାତାର ୧୫ ଦିନ ଧରି ଚାଲିଥିଲା। ଯଦି ବୋହୂ କିଛି କହୁଥିଲେ ଶ୍ଵଶୁର ତାଙ୍କ ବେକରେ କଟୁରୀ ରଖି ତାଙ୍କୁ ମାରିଦେବାର ଧମକ ଦେଉଥିଲେ। ଓ ତାଙ୍କ ସହିତ ବାଧ୍ୟତାମୂଳକ ଶାରୀରିକ ସମ୍ପର୍କ ରଖିବା ପାଇଁ କହୁଥିଲେ।

ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ ଚଉରିଆ ଗାଁର ଘଟଣା। ବୋହୂ ମଧ୍ୟ କହିଛନ୍ତିକି ତାଙ୍କର ଶ୍ଵଶୁର ତାଙ୍କ ସହିତ ବାରମ୍ବାର ବଳାତ୍କାର କରିଛନ୍ତି। ତାଙ୍କ ମୁହଁରେ କପଡା ପକାଇ ଅଣନିଃଶ୍ଵାସୀ କରି ଅନେକ ଥର ବଳାତ୍କାର କରିଛନ୍ତି। ବୋହୁ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଶ୍ଵଶୁର ତାଙ୍କର ଫୋନକୁ ଛଡାଇ ନେଇଥିଲେ ଓ ଏ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ମଧ୍ୟ କହୁଥିଲ୍ଲେ।

ଶ୍ଵଶୁର ପ୍ରତ୍ୟେକଦିନ ଆସନ୍ତି। କୋଠରି ଭିତରେ ଉଲଘ୍ନ ହୋଇ ବୋହୂ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ଏପରି ଲଗାତାର ୧୫ ଦିନ ଧରି କରିଥିଲେ। ଦିନେ ଶ୍ଵଶୁର ନିଜର ଫୋନକୁ ଘରେ ଛାଡି ଦେଇଯାଇଥିଲେ, ଏହା ବୋହୂ ଦେଖି ନିଜର ବଡ ଭଉଣୀଙ୍କୁ ଜଣାଇଥିଲେ। ତାପରେ ତାଙ୍କର ବଡ ଭଉଣୀ ତାଙ୍କର ବାପାଙ୍କୁ ଫୋନ କରି ଏହି ବିଷୟରେ ଜଣାଇଥିଲେ। ବାପା ଏ ବିଷୟରେ ମଙ୍ଗଳପୁର ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ବର୍ତ୍ତମାନ ଦେଖିବାକୁ ହେବକି ଆଗକୁ ଏହି ମାମଲାରେ ପୋଲିସ କଣ କରୁଛି।

odia sambada
Comments (0)
Add Comment