ଘରେ ଲଗାନ୍ତୁ ୧୫୦୦ ଟଙ୍କାର ଏହି ଛୋଟ ଡିଭାଇସ୍, ପ୍ରତିମାସରେ ହେବ ୩୦ ହଜାର ଟଙ୍କାର ରୋଜଗାର,ଜାଣନ୍ତୁ କିପରି ….

ଯଦି ଆପଣ ଘରେ ବସି ରୋଜଗାର କରିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଖରେ ବହୁତ୍ ଗୁଡ଼ିଏ ଅପ୍ସନ୍ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଅପ୍ସନ୍ ବିଷୟରେ କହିବାକୁ ଯାଉଛୁ, ଏହା ବହୁତ୍ ଅଲଗା ଅଟେ । ଏହାସହିତ ଏହାର ସବୁଠାରୁ ବଡ ବିଶେଷତା ଏହା ଯେ ଏଥିରେ ଆପଣଙ୍କୁ କିଛି ସ୍ପେସଲ୍ କରିବାକୁ ପଡ଼ିବ ନାହିଁ । ଏହି ଡିଭାଇସର ନାମ ହେଉଛି – Fibre Internet Connection Router… ଏହାଦ୍ବାରା ଆପଣଙ୍କୁ ବହୁତ୍ ଭଲ ସ୍ପିଡ ମିଳିଥାଏ ।

Youtube ରୁ ହେବ ରୋଜଗାର :-

Youtube ରୁ ରୋଜଗାର ବିଷୟରେ କହିବାକୁ ଗଲେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ ପାଖରେ ଗୋଟିଏ ଭଲ ମୋବାଇଲ ଏବଂ ଭଲ ଇଣ୍ଟରନେଟ କନେକ୍ସନ୍ ଥିବା ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଭଲ ଇଣ୍ଟରନେଟ କନେକ୍ସନ ନଥିବ, ତେବେ ଆପଣଙ୍କ ପାଇଁ ରୋଜଗାର କରିବା ବହୁତ୍ କଷ୍ଟକର ହୋଇଯିବ । ଏପରି ପରିସ୍ଥିତିରେ ଆପଣ Fibre Connection ଇଣ୍ଟରନେଟ ଲଗାଇଲେ ଆପଣଙ୍କ ଅଧା ସମସ୍ୟା ଦୂର ହୋଇଯିବ ।

Survey କରି ରୋଜଗାର କରିପାରିବେ ମୋଟା ଅଙ୍କର ପଇସା :-

Survey କରି ମଧ୍ଯ ଆପଣ ସହଜରେ ରୋଜଗାର କରିପାରିବେ । ଅନେକ ଲୋକ ଏପରି କରି ମଧ୍ୟ ମାସକୁ 30-40 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । କିନ୍ତୁ ଏଥିପାଇଁ ମଧ୍ୟ ଆପଣଙ୍କ ସାମ୍ନାରେ ପ୍ରଥମ ସର୍ତ୍ତ ଭଲ ଇଣ୍ଟରନେଟ କନେକ୍ସନ ଥିବା ଜରୁରୀ ଅଟେ । ଯଦି ଆପଣଙ୍କ ପାଖରେ ଭଲ ଇଣ୍ଟରନେଟ କନେକସନ୍ ଥିବ, ତେବେ ଆପଣ ସର୍ଭେରେ ବହୁତ୍ ସହଜରେ ଅଂଶ ନେଇପାରିବେ । ଆପଣଙ୍କୁ ଏଥିରେ କୌଣସି ଅସୁବିଧା ହେବନାହିଁ । ଏହାସହିତ ଏହାକୁ କରିବାପାଇଁ ଆପଣଙ୍କୁ ଘରୁ ବାହାରକୁ ମଧ୍ୟ ଯିବାକୁ ପଡ଼ିିବ ନାହିଁ ।

Online Video Watching ରୁ ମଧ୍ୟ ହୋଇଥାଏ ରୋଜଗାର :-

Online Video Watching ବିଲକୁଲ ନୂଆଁ ଉପାୟ ଅଟେ । କିନ୍ତୁ ଅନେକ ୱେବସାଇଟ ଭିଡିଓ ଦେଖିବା ବଦଳରେ ପଇସା ଦେବାକୁ ପଡିଥାଏ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ କିଛି ପଇସା ଦେବାକୁ ପଡ଼ିବ । ଏହାପରେ ଆପଣଙ୍କୁ ଦିନରେ ଭିଡିଓ ଦେଖିବାକୁ ପଡ଼ିଥାଏ ଏବଂ ଆପଣଙ୍କୁ ପଇସା ଦେବାକୁ ପଡେ । କିନ୍ତୁ ଏଥିପାଇଁ ମଧ୍ୟ ଭଲ ଇଣ୍ଟରନେଟ କନେକ୍ସନ ଥିବା ବହୁତ୍ ଜରୁରୀ ଅଟେ । ଭଲ ଇଣ୍ଟରନେଟ କନେକ୍ସନ ଥିଲେ ରୋଜଗାର ମଧ୍ୟ ଭଲ ହୋଇପାରିବ ।

odia sambada
Comments (0)
Add Comment