ପ୍ରମୋସନ ନ ମିଳିବାରୁ ବ୍ୟକ୍ତି ଜଣକ ନେଲେ ଭ-ୟଙ୍କର ପଦକ୍ଷେପ,Boss ସହ ପୁରା ପରିବାରକୁ କରିଦେଲା ହ-ତ୍ୟା,ଜାଣନ୍ତୁ ପୁରା ଘ-ଟଣା

Murder for Job Promotion: ଚାକିରି କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ତାର ସ୍ୟାଲେରି ବହୁତ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କିନ୍ତୁ ଅନେକଥର କର୍ମଚାରୀଙ୍କ ହିସାବରେ ଜିନିଷ ମିଳିନଥାଏ ଏବଂ ତାପରେ ତାକୁ ନିଜ ବସ ଉପରେ ରା-ଗ ଲାଗେ । ଆମେରିକାରେ ମଧ୍ୟ ଜଣେ କର୍ମଚାରୀଙ୍କ ସହ ଏପରି ହେଲା, କିନ୍ତୁ ରା-ଗରେ ସେ ଯେଉଁ ପଦକ୍ଷେପ ନେଲା, ତାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଚାକିରୀରେ ପ୍ରମୋସନ ନ ମିଳିବାରୁ କ୍ରୋ-ଧିତ ବ୍ୟକ୍ତି ଏପରି ଏକ ଭ-ୟଙ୍କର ପଦକ୍ଷେପ ନେଲେ ଯେ ଦୁନିଆର ଯେକୌଣସି ବସ ଶୁଣିଲେ ତାର ରାତିର ନିଦ ଉଡ଼ିଯିବ ।

କଣ ରହିଛି ପୁରା ମାମ-ଲା ?

ଏହି ଭ-ୟଙ୍କର ଘ-ଟଣା ଆମେରିକାର ଅଟେ । ଯେଉଁଠାରେ 58 ବର୍ଷୀୟ ଜଣେ ବ୍ୟକ୍ତି ପ୍ରମୋସନ୍ ନ ମିଳିବା କାରଣରୁ ମୋଟ୍ 5ଜଣଙ୍କୁ ହ-ତ୍ୟା କରିଦେଲେ । ଫାଙ୍ଗ ଲୁ ନାମକ ଏହି ହ-ତ୍ୟାକା-ରୀ ନିଜ ବସ ସହିତ ତାଙ୍କ ପୁରା ପରିବାରକୁ ହ-ତ୍ୟା କରିଦେଲେ । ଫାଙ୍ଗ ଲୁ ଓଏଲଫିଲ୍ଡ ସର୍ଭିସେଜ୍ କମ୍ପାନୀ Schlumberger ପାଇଁ କାମ କରୁଥିଲେ ।

ହ-ତ୍ୟା କରାଯାଇଥିବା ଲୋକଙ୍କ ମଧ୍ୟରେ ବସ ମାଓୟେ, ତାର 9 ବର୍ଷୀୟ ଝିଅ, 7 ବର୍ଷୀୟ ପୁଅ ଏବଂ ସ୍ତ୍ରୀ ମେଇକ୍ସି ସାମିଲ ଅଛନ୍ତି । ଏ ସମସ୍ତଙ୍କ ମୁଣ୍ଡରେ ଗୁ-ଳି କରାଯାଇଥିଲା । ଏହି ହ-ତ୍ୟାକୁ ପ୍ରାୟ 8 ବର୍ଷ ସମୟ ବିତିଗଲାଣି, କିନ୍ତୁ ଏହି ବ୍ୟକ୍ତିଙ୍କୁ ଏବେ ଗି-ରଫ କରିବା ସମ୍ଭବ ହୋଇପାରିଛି । ଆମେରିକାର ପୋ-ଲି-ସକୁ ଏହି ଗି-ର-ଫରେ ଏତେ ସମୟ କାହିଁକି ଲାଗିଲା ଏ ବିଷୟରେ ମଧ୍ୟ ଜାଣନ୍ତୁ ।

8 ବର୍ଷ ପରେ ହେଲେ ଗି-ରଫ :-

Houston Chronicle ରେ ଛପା ଯାଇଥିବା ଏକ ରି-ପୋ-ର୍ଟ୍ ଅନୁଯାୟୀ, ଫାଙ୍ଗ ଲୁ ହ-ତ୍ୟା ପରଠାରୁ ହିଁ ଫେ-ରାର ହୋଇ ଚାଲିଥିଲା । ହ-ତ୍ୟାକା-ରୀ ଲୁ ଆମେରିକାରୁ ଚିନକୁ ପଳାଇ ଯାଇଥିଲା ଏବଂ ବର୍ତ୍ତମାନ ପ୍ରାୟ 8 ବର୍ଷ ପରେ ଆମେରିକା ଫେରିଛି । ରି-ପୋ-ର୍ଟ ଅନୁଯାୟୀ ନିକଟରେ ଲୁଙ୍କୁ ସ୍ୟାନ ଫ୍ରଂଶିସ୍କୋରୁ ଗି-ରଫ କରାଯାଇଛି ।

ଅଭି-ଯୁକ୍ତ ପୋ-ଲି-ସକୁ କହିଲା ହ-ତ୍ୟାର ଏହି କାରଣ :-

ଅଭି-ଯୁକ୍ତ ଫାଙ୍ଗ କହିଛନ୍ତି ଯେ ତାଙ୍କ କାମ କରିବା ସମୟରେ ବସ ତାଙ୍କୁ ବେଜିତ୍ କରିଥିଲେ ଏବଂ ତାଙ୍କ ପ୍ରମୋସନରେ ମଧ୍ୟ ଅସୁବିଧା ହେଉଥିଲା । ସେ ଅନ୍ୟ ଡିପାର୍ଟମେଣ୍ଟରେ କାମ କରିବାକୁ ଚାହୁଁଥିଲା, କିନ୍ତୁ ତାର ଟ୍ରା-ନ୍ସଫ-ର୍ କରାଯାଉ ନଥିଲା । ଏସବୁ କଥା କାରଣରୁ ସେ ନିଜ ବସ ସହିତ ତାଙ୍କ ପୁରା ପରିବାରର ହ-ତ୍ୟା କରିଦେଲା । ପୋ-ଲିସ ନିଜ ଯା-ଞ୍ଚରେ ଫାଙ୍ଗ ଲୁଙ୍କୁ ଦୋ-ଷୀ ପ୍ରମାଣିତ କରିଛି ।

odia sambada
Comments (0)
Add Comment