ହେ ଭଗବାନ …ଇଏ କିପ୍ରକାର ମାନବିକତା,ଚଳନ୍ତା ବସରୁ ବ୍ୟକ୍ତିଙ୍କୁ ତଳକୁ ଗୋଇଠା ମାରି ଠେଲି ଦେଲେ କଣ୍ଡକ୍ଟର,ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଏବେ ଯାହା ସବୁ ଘଟଣା ମାନ ଆମ ସମାଜରେ ଆଖ ପାଖରେ ଘଟି ଯାଉଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ବର୍ତମାନ ସମୟରେ ମରି ଗଲାଣି ମାନବିକତା । ଚେତନା ଥିବାରୁ ମଣିଷକୁ ଜଗତର ସର୍ବଶ୍ରେଷ୍ଠ ପ୍ରାଣୀର ଆଖ୍ୟା ମିଳିଛି । କିନ୍ତୁ ଏହି ମଣିଷ ବେଳେ ବେଳେ ଏଭଳି କାର୍ଯ୍ୟ କରିବସେ ଯାହା ଏକ ପଶୁଠାରୁ ମଧ୍ୟ ହୀନ । ଆଜିକାଲି ସମାଜରେ କେତେ କଣ ଘଟଣା ଘଟୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି କିଛି ଘଟଣା ଆପଣଙ୍କ ମନରେ ଏକ ପ୍ରକାରର ଖରାପ ଭାବନା ବି ସୃଷ୍ଟି କରିପାରେ । ଲୋକମାନେ ନିଜ ଇଜ୍ଜତକୁ ନ ଡରି ଏଭଳି କିଛି କାର୍ଯ୍ୟ କରି ଯାଉଛନ୍ତି ଯାହା ବହୁତ ନିନ୍ଦନୀୟ ଅଟେ ।

ଆଜିର ସମାଜରେ ମନୁଷ୍ୟର ମାନବିକତା ଏତେ ତଳକୁ ଖସିଗଲାଣି ଯାହାକୁ ଶୁଣିଲେ ଆପଣଙ୍କର ଛାତି ଥରି ଉଠିବ । ଦେଶ ତ ସ୍ୱାଧୀନ ହୋଇଛି ମାତ୍ର କେତେକ ଅଶିକ୍ଷିତ ଲୋକମାନଙ୍କ ପାଇଁ ଆଜି ମଧ୍ୟ ନାରୀ ସାମଜ ସୁରକ୍ଷିତ ନାହାନ୍ତି , ପ୍ରତ୍ୟେକ ମୂହୂର୍ତ୍ତରେ କେଉଁଠି ନା କେଉଁଠି ଜଣେ ଅନ୍ୟ ଜଣଙ୍କ ଦ୍ଵାରା ଅତ୍ୟାଚାରିତ । ତେବେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଗୋଟିଏ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ଯେ ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବୃଦ୍ଧ ଲୋକ ଯିଏକି ଜଣେ ଯାତ୍ରୀ ଅଟନ୍ତି ସେ ବସ୍ ରେ ଉଠିବାକୁ ଚେଷ୍ଟା କରୁଛନ୍ତି ।

କିନ୍ତୁ ବସ୍ କଣ୍ଡକ୍ଟର ଜଣକ ତାଙ୍କୁ ଉଠିବାକୁ ବାରଣ କରୁଛନ୍ତି । ଦେଉ ନାହାଁନ୍ତି । କିନ୍ତୁ ବୃଦ୍ଧ ଜଣକ ବୋଧେ ମଦ ପିଇ ପୂରା ଟଳି ଅଛନ୍ତି ସେଥିପାଇଁ ସେ ଆହୁରି ବାରମ୍ବାର ଉଠିବାକୁ ଚେଷ୍ଟା କରୁଛନ୍ତି । ଶେଷରେ କଣ୍ଡକ୍ଟର ଜଣକ ଭୀଷଣ ରାଗି ଯାଇ ନିଜର ସହନଶୀଳତା ହରାଇ ବସି ବୃଦ୍ଧଙ୍କ ଛାତିରେ ଜୋର୍ ରେ ଧକ୍କା ଦେଇ ଦେଉଛନ୍ତି । ଆଉ ଉକ୍ତ ବୃଦ୍ଧ ଜଣକ ତଳେ ପଡି ଯାଉଛନ୍ତି ଆଉ ଉଠି ପାରୁ ନାହାନ୍ତି । ସେଠାରେ ଦେଖଣାହାରୀ ଦେଖୁଛନ୍ତି କିନ୍ତୁ କେହି ଜଣେ ହେଲେ ଆସି ବୃଦ୍ଧଙ୍କୁ ଉଠାଉ ନାହାଁନ୍ତି । ସତେ ଯେମିତି ସମାଜରୁ ମାନବିକତା ସମ୍ପୂର୍ଣ ଲୋପ ପାଇ ଯାଇଛି । ଏହା ଦେଖି ରକ୍ତ ଗରମ ହୋଇଯିବ ।

odia sambada
Comments (0)
Add Comment