୬୦ ଟଙ୍କାର ନିବେଶ ଆପଣଙ୍କୁ କରିଦେବ ଲକ୍ଷପତି, ଫଟାଫଟ ମିଳିବ ୨୬ ଲକ୍ଷ ଟଙ୍କା। ଜାଣନ୍ତୁ ଏହି ସ୍କିମ ବିଷୟରେ:-

ଯଦି ଆପଣଙ୍କ ପାଖରେ ଟଙ୍କା କମାଇବାର କୌଣସି ଉପାୟ ନାହିଁ ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଏମିତି କିଛି ସ୍କିମ ଚଳାଯାଉଛି ଯେଉଁଥିରେ ଆପଣଙ୍କୁ ଟଙ୍କା କମାଇବାର ସୁଯୋଗ ମିଳିବ। ଯଦି ଆପଣଙ୍କ ପାଖରେ କୌଣସି କାମ ନାହିଁ ଓ ଆପଣ ଟଙ୍କା କମାଇବାକୁ ଚାହୁଁଛନ୍ତି ତାହେଲେ ବିଲକୁଲ ବ୍ୟସ୍ତ ହୁଅନ୍ତୁ ନାହିଁ।

ସରକାର ଲୋକଙ୍କୁ ସମର୍ଥ କରିବାପାଇଁ ଏକ ବଢ଼ିଆ ସ୍କିମ ଜାରି କରିଛନ୍ତି। ଆଜିର ଦୁନିଆରେ ପ୍ରତ୍ୟେକ ଏମିତି ଜାଗାରେ ଟଙ୍କା ନିବେଶ କରିବାକୁ ଚାହାଁନ୍ତି ଯେଉଁ ସ୍ଥାନରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହ ଆପଣଙ୍କୁ ଆର୍ଥିକ ଲାଭ ମିଳିବ। LIC ର ଏକ ଧାଁସୁ ସ୍କିମ ଲୋକଙ୍କ ମନରେ ଖୁସି ଆଣିଦେଇଛି। ସମସ୍ତେ ଏଥିରେ ଆଗ୍ରହୀ ରହିଛନ୍ତି ଓ ଏଥିରେ ଆପଣଙ୍କୁ ପ୍ରିମିୟମ ଭରିବାକୁ ପଡ଼ିବ।

ଏହି ପଲିସିର ନାମ ହେଉଛି କନ୍ୟାଦାନ ସ୍କିମ:-

ଲୋକେ ଯଦି ଚାହିଁବେ କନ୍ୟାଦାନ ବା ଜୀବନଲକ୍ଷ୍ୟ ପଲିସିରେ ମନ୍ଥଲି, ତ୍ରୀମାସିକ, ଛଅ ମାସିକ କିମ୍ବା ବାର୍ଷିକ ଆଧାରରେ ପ୍ରିମିୟମ ଭରି ପାରିବେ। ଏହି ପଲିସିରେ ଗ୍ରେସ ପିରିୟଡ଼ ଅନ୍ତର୍ଗତ କଭରେଜ ବନି ରହିଥାଏ। ଗ୍ରେସ ପିରିୟଡ଼ ଅନ୍ତର୍ଗତ ଯଦି କୌଣସି ଦାବି ଆସିଥାଏ ତାହେଲେ ଏଲଆଇସି ଏହାର ଭରଣା କରିଥାଏ।

ପଲିସିରେ ଲୋନ ଫ୍ୟାସିଲିଟି ମଧ୍ୟ ମହଜୁଦ ରହିଛି। ଦୁଇବର୍ଷ ପଲିସି କରିବାପରେ ଜୀବନଲକ୍ଷ୍ୟ ପ୍ଲାନରେ ଲୋନ ଉଠାଇପାରିବେ। ପଲିସି ବନ୍ଦ ହେବାପରେ ଏହାକୁ ଆଉଥରେ ଚାଲୁ କରିପାରିବେ। ପ୍ରିମିୟମ ଡିୟୁ ଡେଟ ର ପାଞ୍ଚବର୍ଷ ମଧ୍ୟରେ ପଲିସିକୁ ରିଭାଇନ କରିପାରିବେ। ଏହି ପଲିସିକୁ କମ ସେ କମ 18 ବର୍ଷ ଲୋକେ ନେଇପାରିବେ ଓ ଅଧିକତମ 50 ବର୍ଷର ବ୍ୟକ୍ତି ଏହାକୁ ନେଇପାରିବେ।

ଜୀବନଲକ୍ଷ୍ୟ ପଲିସିରେ 13 ରୁ 25 ବର୍ଷ ପର୍ଯ୍ୟନ୍ତ ପିରିୟଡ଼ ଉପଲବ୍ଧ ରହିଛି। 13 ବର୍ଷରୁ 25 ବର୍ଷର ପ୍ରିମିୟମ ଟର୍ମ ପାଇଁ ଏହି ପଲିସିର ଫାଇଦା ଦିଆଯାଇଥାଏ। ଲିମିଟେଡ଼ ପିରିୟଡ଼ ହେବାଯୋଗୁଁ ପଲିସି ପିରିୟଡ଼ରୁ 3 ବର୍ଷ କମ ପଇସା ଦେବାକୁ ହୋଇଥାଏ। ଅତିକମରେ ଆପଣଙ୍କୁ ଏକଲକ୍ଷ ଟଙ୍କାର ପଲିସି ନେବାକୁ ହୋଇଥାଏ ଓ ଅଧିକତମ ସମ ଆସିଓର୍ଡ଼ର କୌଣସି ଲିମିଟ ନଥାଏ।

ମ୍ୟାଚୁରିଟିରେ ମିଳିବ ଏତେ ଟଙ୍କା:-

30 ବର୍ଷୀୟ ବରୁଣ 5 ବର୍ଷର ଜୀବନ ଲକ୍ଷ୍ୟ ପଲିସି ନେଉଛନ୍ତି। ବରୁଣ ପଲିସି ପିରିୟଡ଼ ରୂପରେ 25 ବର୍ଷ ବାଛିଛନ୍ତି। ଯେଉଁଥିରେ ବରୁଣଙ୍କୁ କେବଳ 22 ବର୍ଷ ପ୍ରିମିୟମ ଭରିବାକୁ ପଡ଼ିବ। ମାସିକ ପ୍ଲାନିଂ ଚୟନ କଲେ ବରୁଣଙ୍କୁ 1770 ଟଙ୍କା ମାନେ ଦିନକୁ 60 ଟଙ୍କା ନିବେଶ କରିବାକୁ ହୋଇଥାଏ। ଯଦି ବାର୍ଷିକ ପ୍ଲାନ ବାଛନ୍ତି ତାହେଲେ। 20,787 ଟଙ୍କା ଲାଗିବ। ଏହିପରି ଭାବରେ ସମ୍ପୂର୍ଣ୍ଣ ପଲିସିରେ 4,57,772 ଟଙ୍କା ଜମା କରିବେ। ଯେତେବେଳେ ବରୁଣଙ୍କ ପଲିସିର 25 ବର୍ଷ ହୋଇଯିବ ସେତେବେଳେ ଆପଣଙ୍କ ପଲିସି ମ୍ୟାଚୋର ହୋଇଯିବ ଓ ଆପଣ 26 ଲକ୍ଷ ଟଙ୍କା ପାଇବେ।

odia sambada
Comments (0)
Add Comment