Driving License ବନାଇବାକୁ ଭାବୁଛନ୍ତି ଯଦି ତେବେ ଆପଣଙ୍କୁ କିଛି ସହଜ ତରିକା ଆପଣେଇବାକୁ ହେବ|ଏହାସହ Driving License ଆବେଦନ କରିବା ପାଇଁ ସରକାରୀ କାର୍ଯ୍ୟାଳୟ ଦୈଡିବାକୁ ପଡିବ ନାହିଁ|ଚୁଟକିରେ Driving License Apply ହେବ|ଏଵେ ସବୁଠାରୁ ବଡ ପ୍ରଶ୍ନ ଉଠେ ଯେ Driving Test Clear କରିବା ମଧ୍ୟ ଆବଶ୍ୟକ|ଏହାକୁ କ୍ଲିଅର ନକରି Driving License Issue ହୋଇ ପାରିବ ନାହିଁ|ଚାଲନ୍ତୁ ଜାଣିବା କିପରି କ୍ଲିଅର କରିପାରିବେ|
ଦିଲ୍ଲୀ ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କ ସମସ୍ୟାକୁ ଧ୍ୟାନ ଦେଇ ପରିବର୍ତ୍ତନ କରିଛନ୍ତି|ଏବେ Driving Test Clear ପାଇଁ ଅଧିକ ଟେନସନ ନେବା ଅନାବଶ୍ୟକ|କ୍ୟାଣ୍ଡିଡେଟକୁ Parallel Parking Test କ୍ଲିଅର ପାଇଁ ୧୫୦ ସେକେଣ୍ଡ ସମୟ ଦିଆଯିବ|ପୂର୍ବରୁ ଏଥିପାଇଁ ୧୨୦ ସେକେଣ୍ଡ ଦିଆଯାଉଥିଲା|ଅଧିକାରୀ ସାଥିରେ ସିଟ୍ ବେଲ୍ଟ ଲଗାଗବା ବତେଇବେ|
ଏଭଳି ପୂର୍ବରୁ ହେଉ ନଥିଲା|ଯଦି ଆପଣ ଡ୍ରାଇଭିଙ୍ଗ ଟେଷ୍ଟ ସମୟରେ ସିଟ ବେଲ୍ଟ ଲଗାଉ ନଥିଲେ ତେବେ ବାହାର କରିଦେଉଥିଲେ|ମାନେ ଟେଷ୍ଟରେ ଫେଲ କରା ଯାଉଥିଲା|ପରିବହନ ଅଧିକାରୀ କହିଛନ୍ତି ପୂର୍ବରୁ Automated Tracks ରେ ଆସି ୩୦-୪୦% ଲୋକ ଫୃଲ ହେଉଥିଲେ|Excise Department ଦ୍ଵାରା ବନା ଯାଇଥିବା ପ୍ୟାନେଲ ରେକମଣ୍ଡେସନରେ ଏହା ନିଷ୍ପତ୍ତି ନିଆଯାଇଛି|
ଅଧିକାରୀଙ୍କ କହିବାନୁଯାୟୀ ଏହା ଫଳରେ କମ ଦୁର୍ଘଟଣା ହେବ|ଫଳରେ ଲୋକଙ୍କୁ ସହଜରେ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳି ପାରିବ|
ଅନଲାଇନ ରେ ମଧ୍ୟ ଏଥିପାଇଁ ଟିପ୍ସ ମିଳିବ|ବାସ ଟେଷ୍ଟ ଦେବା ସମୟରେ ସାବଧାନତାର ସହ ଦେବା ଆବଶ୍ୟକ|