ଏ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ଫ୍ୟାନ୍ ! ପୂରା ଶରୀରରେ ମୁଖ୍ୟମନ୍ତ୍ରୀଙ୍କ ଟାଟୁ; ଜାଣନ୍ତୁ ତାଙ୍କ ବିଷୟରେ ……..

ନବୀନ ପଟ୍ଟନାୟକ ଭାରତର ଜଣେ ରାଜନେତା ଯିଏ ବର୍ତ୍ତମାନ ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ରାଜନିତିକ ଦଳର ବିଜୁ ଜନତା ଦଳ (ବିଜେଡି) ଏବଂ ଚାରିଟି ପୁସ୍ତକର ଲେଖକ। ତାଙ୍କ ପିତା ରାଜନେତା ବିଜୁ ପଟ୍ଟନାୟକ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ପଟ୍ଟନାୟକ ଜଣେ ଲେଖକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପ୍ରଥମେ ଉଭୟ ରାଜନୀତି ଏବଂ ଓଡିଶା ଠାରୁ ଦୂରରେ ଥିଲେ, କିନ୍ତୁ ପିତାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। 1998 ରେ ସେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ। ଦଳ ବିଜେପି ସହିତ ଏହାର ମିଳିତ ମଞ୍ଚ ଭାବରେ ରାଜ୍ୟ ନିର୍ବାଚନରେ ​​ଜିତିଥିଲା ​​ଏବଂ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ରାଜ୍ୟରେ ସରକାର ଗଠନ କରିଥିଲେ।

ତାଙ୍କ ରକାମ ସବୁ ଲୋକ ବହୁତ କରନ୍ତି କରନ୍ତି ଆଉ ସେ ସବୁଲୋକ ଙ୍କ ମନ କୁ ଜିତିଯାଇଛନ୍ତି ।ତାଙ୍କ ଦଳ ବିଜୁ ଜନତା ଦଳ (BJD) ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଚାଲିଛି । ଏଥିପାଇଁ ସେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗାଦି ବିରାଜମାନ ଅଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ଅନେକ ଫ୍ୟାନ୍ ବା ପ୍ରଶଂସକ ରହିବା ସ୍ୱାଭାବିକ କଥା ।ସେ ବହୁତ ଗରିବ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ଏବେ ତାଙ୍କୁ ସବୁ ଲୋକଭଲ ପାଉଛନ୍ତି ଆଉ ତାଙ୍କୁ କେହି କିଛି କହିଲେ ସେ ମାନେ ତାକୁ ଛାଡ଼ନ୍ତି ନାହିଁ ଏହା ହୋଉଛି ତାଙ୍କ ଲୋକ ମାନଙ୍କ ର କାମ ।

ସାରା ଦେଶରେ ଯେତେ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚୟ କିଛି ଖାସ୍ ରହିଛି ଓ ତାଙ୍କର ପ୍ରଶଂସକ ମଧ୍ୟ ଅନେକ ଅଛନ୍ତି ।ବହୁତ ନେତା ଅଛନ୍ତି ତାଙ୍କ ଭଳି ନେତା କମ ଦେଖିବା ପାଇଁ ମିଳେ ଯାହା ଏକ ଭଲ ଖବର ଅଟେ ।ଏବେ ସୁଦ ତାଙ୍କୁ ଲୋକ ମାନେ ଭଗବାନ ବୋଲି ଭାବନ୍ତି ଆଉ ତାଙ୍କ ସବୁ କଥା ମାନୁଛନ୍ତି ଆଉ ଯୋଡି ତାଙ୍କ ର କିଛି ହୋଇଯିବ ନା ତାଙ୍କ ଲୋକ ମାନେ ପାଗଳ ହାଇଯିବେ ।ସେ ତାଙ୍କ ଜନତା ଙ୍କ ଉପରେ କିଛି ବି କଷ୍ଟ ଆସିବା କୁ ଦିଅନ୍ତି ନାହିଁ ଯାହା ସେହିଠି ପାଇଁ ତାଙ୍କୁ ଲୋକ ମାନେ ବେଶୀ ଭଲ ପାଆନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଜଣେ ପ୍ରଶଂସକ ହେଉଛନ୍ତି ଯିଏ ନିଜ ଶରୀରରେ ତାଙ୍କ ଚେହେରାର ଟାଟୁ କରିଛନ୍ତି । ସେ ହେଉଛନ୍ତି ୩୮ ବର୍ଷୀୟ ଖଗେଶ୍ୱର ଦେହୁରୀ । ଦ୍ୱାଦଶ ପାସ୍ କରିଥିବା ଖଗେଶ୍ୱର ନବୀନଙ୍କ ବଡ଼ ସମର୍ଥକ ଓ ଫ୍ୟାନ । ଆଉ ସେ ଦେଖେଇବା ପାଇଁ ଚାହୁଁଛନ୍ତିକୀ ସେ ତାଙ୍କ ତୋ କେତେ ବଡ ସହକାରିତା ।ଆଉ ଏହା ଦେଖି ସବୁ ଲୋକ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ।ନବୀନ ପଟ୍ଟନାୟକ ଯେଉଁଠି ଯାଆନ୍ତି, ସେ ମଧ୍ୟ ସେଠାରେ ପହଞ୍ଚିଯାଏ । ନବୀନ ପଟ୍ଟନାୟକ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଓ ସେ ମଧ୍ୟ ସେଠାରେ ପହଞ୍ଚିଛନ୍ତି । ସେ ସବୁ ବେଳେ ତାଙ୍କୁ ନଜର ରେ ରଖିଥାନ୍ତି ।ଏହି ଭଳି ନେତା ମିଳିବ ବହୁତ ବଡ କଥା ।

odia sambada
Comments (0)
Add Comment