Zoom India ରେ ଚାକିରି,ଆଜି ହିଁ ଆବେଦନ କରନ୍ତୁ,ଜାଣନ୍ତୁ ନିଯୁକ୍ତି ବିଷୟର ସମ୍ପୂର୍ଣ ସୂଚନା

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ମଲ୍ଟିନ୍ୟାସନାଲ କମ୍ପାନୀ ଜୁମ୍‌ ଇଣ୍ଡିଆରେ ବିଗ୍‌ ଡାଟା ଇଂଜିନିୟରିଂ ପଦବୀ ଖାଲିପଡିଛି। ଡାଟା ଇଂଜିନିୟରିଂ ସମ୍ବନ୍ଧୀୟ କାମରେ ଅଭିଜ୍ଞତା ରଖିଥିବା ବିଟେକ ସ୍ନାତକ ଏହି ପଦବୀରେ ଆବେଦନ କରିପାରିବେ।

*ପଦବୀ ବିବରଣୀ : ବିଗ୍‌ ଡାଟା ଇଂଜିନିୟର

*ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀB.tech ରେ ସ୍ନାତକ କରିଥିବା ଜରୁରୀ।ଡାଟା ଇଂଜିନିରିୟରିରେ ଅତି କମ୍‌ରେ ୪ ବର୍ଷର ଅଭିଜ୍ଞତା ଥିବା ଜରୁରୀ। କମ୍ପ୍ୟୁଟର ସାଇନ୍ସରେ କିମ୍ବା ସମ୍ବନ୍ଧୀୟ ଫିଲ୍ଡରେ ସ୍ନାତକ କିମ୍ବା ଆଡଭାନ୍ସ ଡିଗ୍ରୀ କରିଥିବା ଜରୁରୀ। ପାଇଥନ, ସ୍ପାର୍କ୍ସ, ଜାଭା ପ୍ରୋଗ୍ରାମିଂରେ ଅଭିଜ୍ଞତା ଥିବା ଜରୁରୀ।ଡାଟା ମାଇନିଂ, ମସିନ ଲର୍ଣ୍ଣିଂ, ଇନଫରମେସନ ରିଟ୍ରିଭାଲ ଇତ୍ୟାଦି ଜାଣିଥିବା ଜରୁରୀ।

*ଏଥିରେ କାମ କଣ:-

ପ୍ରୋଜେକ୍ଟସ ଏବଂ ଅନ୍ୟ ଇଣ୍ଟର୍ଣ୍ଣସିପ ସମ୍ବନ୍ଧୀୟ ଡାଟାକୁ ସଂଗ୍ରହ କରି ପ୍ରୋସେସ କରିବାକୁ ହେବ।ଡାଟା ଆପ୍ଲିକେସନ ଡିଜାଇନ ଏବଂ ଡେଭଲପ୍‌ କରିବାକୁ ହେବ।

– ସ୍କ୍ରିପ୍ଟ ରାଇଟିଂ, ୱେବ ସ୍କ୍ରାପିଂ, ଏପିଆଇ (API), (SQL Queries) ପ୍ରସ୍ତୁତ କରିବାକୁ ହେବ।

– ଇଂଜିନିୟରିଂ ଟିମ୍‌ ସହିତ ମିଶି ଜୁମ୍‌ ପ୍ରଡକ୍ସନ ସିଷ୍ଟମ ଦ୍ୱାରା ଡାଟା ସମ୍ବନ୍ଧୀୟ କାମକୁ ଇଣ୍ଟିଗ୍ରେଟ୍‌ କରିବାକୁ ହେବ।

– ପ୍ରୋସେସଡ ଡାଟାକୁ ବିଶ୍ଲେଷଣ କରିବାକୁ ହେବ।

– ଡାଟା ରିଟେନସନ୍‌ ନୀତି ସ୍ପଷ୍ଟ କରିବାକୁ ହେବ।

– ଡାଟା ପରଫରମାନ୍ସକୁ ଦେଖାଶୁଣା କରିବା ସହ ଆବଶ୍ୟକ ସୁଧାର କରିବାକୁ ହେବ।

*କେମିତି କରିବେ ଆବେଦନ :

ଜୁମ୍‌ କ୍ୟାରିଅରର ପେଜ କିମ୍ବା https://bit.ly/3dcF7Rl ଲିଙ୍କକୁ ଯାଇ ବିଗ୍‌ ଡାଟା ଇଂଜିନିୟରି ପାଇଁ ଆବେଦନ କରିପାରିବେ।

odia samachara
Comments (0)
Add Comment