Interesting: ଚାଇନାର ଏହି ଗଛର ସୁନ୍ଦରତା ଦେଖି ଲୋକମାନେ ଆଶ୍ଚର୍ଯ୍ୟ,ନିଜ ଆଖି ଉପରେ କେହି ବିଶ୍ଵାସ କରି ପାରୁ ନାହାନ୍ତି,ଆପଣ ବି ଦେଖନ୍ତୁ ……

ସୋସିଆଲ ମିଡିଆରେ ଅନେକ ପ୍ରକାର ଫୋଟ ଓ ଭିଡିଓ ଭାଇରାଲ ହୁଏ। କିନ୍ତୁ ଅନେକ ଥର ଆମେ କିଛି ଏମିତି ଫୋଟ ଦେଖିଥାଉ ଯାହାର ସୁନ୍ଦରତା ଦେଖି ଆମକୁ ଲାଗେକି ଏହି ଫୋଟଜରେ ଏଡିଟିଂ କରାଯାଇଛି। ଚୀନର ଏକ ଗଛର ଫୋଟ ଦେଖି ମଧ୍ୟ ଆପଣଙ୍କୁ ଏମିତି ଲାଗିବ। ଏହି ଗଛର ନାମ ହେଉଛି ଜିଙ୍କୋ ବାଇଲୋବା। ଏହି ଗଛକୁ ଦୁନିଆର ସବୁଠାରୁ ପୁରୁଣା ଗଛ ମଧ୍ୟରେ ଗଣାଯାଏ। ଆପଣ ମଧ୍ୟ କେବେ ନିଶ୍ଚିତ ଏହି ସୁନ୍ଦର ଗଛକୁ ଦେଖିଥିବେ।

ଦୁନିଆର ସବୁଠାରୁ ପୁରୁଣା ଗଛ!:-

ଚୀନର କଲଚରରେ ଜିଙ୍କୋ ବାଇଲୋବାକୁ ବହୁତ ମହତ୍ଵପୂର୍ଣ ମନାଯାଏ। ତାହା ଔଷଧୀକରଣରେ ହେଉ କିମ୍ବା ଆଧ୍ୟାତ୍ମିକତା। ଏହି ଗଛ ସୁନ୍ଦର ହେବା ସହିତ ବହୁତ ରୋଗକୁ ମଧ୍ୟ ଠିକ କରିଥାଏ। ଏହି ଫୋଟକୁ ଦେଖି ଏମିତି ଲାଗିବକି ଏହି ଗଛ କୌଣସି ସ୍ଵର୍ଗରେ ଅଛି। ପ୍ରଥମେ ଆପଣ ଏହି ଗଛର ଫୋଟକୁ ଦେଖନ୍ତୁ।

ବହୁତ ସୁନ୍ଦର ଏହି ଫୋଟ:-

ଏହି ଫୋଟକୁ ଦେଖି ଆପଣ ନିଜେ ବୁଝିଯିବେକି ଏହି ଗଛର ତୁଳନା ସ୍ଵର୍ଗର କୌଣସି ଗଛ ସହିତ କାହିଁକି କରାଯାଇଛି। ଏହି ଗଛ ବ୍ଲଡ଼ ଡିସଅର୍ଡର ଠାରୁ ଆରମ୍ଭ ଅକ୍ରିୟ ବୁଦ୍ଧିକୁ ତୀବ୍ର କରିବାରେ ସାହାଯ୍ୟ କରେ। ଏମିତି କୁହାଯାଏକି ଚୀନରେ ମିଳୁଥିବା ଏହି ଗଛ ଡାଇନେସର ସମୟରୁ ଦେଖାଯାଉଛି। ଆପଣଙ୍କୁ ଜଣାଇଦେଉଛୁକି ଏହି ଗଛ ମେଡେନହେୟର ଓ ଲିଭିଙ୍ଗ ଫସିଲ ନାମରେ ମଧ୍ୟ ଜଣାଶୁଣା।

ଅନେକ ଲାଭ ଅଛି:-

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଇଛୁକି ଜିଙ୍କୋ ବାଇଲୋବା ଆପଣଙ୍କ ଶରୀର ଓ ମୁଣ୍ଡର ସ୍ୱାସ୍ଥ୍ୟ ସହିତ ଚର୍ମର ମଧ୍ୟ ଧ୍ୟାନ ରଖିଥାଏ। ଏହି ଗଛର ଫୋଟକୁ ଦେଖି ଅଧିକାଂଶ ଲୋକଙ୍କୁ ଏହାର ଫୋଟ ନକଲି କିମ୍ବା ଏନିମେଟେଡ ଲାଗୁଥିବ, କିନ୍ତୁ ଆପଣଙ୍କୁ ଜଣାଇଦେଉଛୁକି ଏହି ଗଛର ସତରେ ଅସ୍ଥିତ୍ଵ ଅଛି।

odia sambada
Comments (0)
Add Comment