ଚାକିରିରୁ ବିଦା ହୋଇଥିବା କର୍ମଚାରୀ ଜେସିବି ଲଗାଇ ଭାଙ୍ଗିଲେ ମାଲିକଙ୍କ ଘର

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଠିକ ସେହି ଭଳି ଆଜି ଗୋଟେ ଖବର ଆସିଛି ସାମ୍ନା କୁ ।କେତେ ଲୋକ ନିଜ ପେଟ ପୋଷିବା ପାଇଁ ବାର ଲୋକ ବାର କାମ କରୁଛନ୍ତି ।କିନ୍ତୁ କିଛି ଲୋକ ପରୋ ଘରେ ଯାଇ ମୁଲ ଲାଗୁଛନ୍ତି ଯାହା ଦ୍ୱାରା ସେମାନେ ପେଟ ପୋଷୁଛନ୍ତି ।

କାନାଡ଼ାର କାଲଗେରିରୁ ସାମ୍ନାକୁ ଆସିଛି ଏଭଳି ଘଟଣା। କାନାଡ଼ାର ଏହି ଘଟଣାର ଭିଡିଓ ଡନ୍‌ ଟାପସ୍କଟ୍‌ ନାମକ ଜଣେ ୟୁଜର ଟ୍ଵିଟରରେ ସେୟାର କରିଛନ୍ତି। ସେ ଭିଡିଓର କ୍ୟାପ୍‌ସନ୍‌ରେ ଲେଖିଛନ୍ତି – ଜଣେ ଅସନ୍ତୁଷ୍ଟ କର୍ମଚାରୀ ହ୍ରଦ କୂଳରେ ଓ ଆମ ଘର ପାଖରେ ଥିବା ନିଜ ମାଲିକର ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଛି।ଯାହା ଏକ ଦୁଃଖ ଦ ଘଟଣା ଅଟେ।

କାରଣ ଗୋଟେ ଲୋକ ଘର କରିବା ଗଲେ କେତେ ଯେ କଷ୍ଟ ଆଉ କେତେ ପରିଶ୍ରମ କେବଳ ସେହି ଜାଣି ଥାଏ ।ଖରବ ହୋଉଛି ଯେ ଗୋଟେ ଲୋକ ଆଉ ଜଣେ ଲୋକଙ୍କ ଘରେ ଚାକର ଭଳି କାମ କରୁଥିଲେ ।ଆଉ ସେ ଭଲ କାମ ମଧ୍ୟ କରୁଥିଲେ କିନ୍ତୁ କିଛି କର ଯୋଗୁ ତା ମାଲିକ ତାକୁ ଚାକିରିରୁ ବାହାର କରିଦେଲା ।ଆଉ ସେ ବହୁତ ମନା କଲେ କିନ୍ତୁ ସେ ମାନିଲେ ନାହିଁ ଆଉ ତାଙ୍କୁ ବାହାର କରିଦେଲେ ।ଆଉ ସେ ତାଙ୍କୁ କିଛି ନକହି ସେଠୁ ପଳେଇ ଆସିଲା ।ଆଉ ପ୍ରତିଶୋଧ ନବା ପାଇଁ ଚିନ୍ତା କଲା ଆଉ ଉପାୟ ପାଞ୍ଚିଲା ।ଆଉ ସେ ତାଙ୍କ ଘର ଭାଙ୍ଗିବା ପାଇଁ ଚିନ୍ତା କଲେ ।ଆଉ ଗୋଟେ ଜେସିବି ନେଇ ତାଙ୍କ ଘର ଭାଙ୍ଗି ଦେଲେ ।

କର୍ମଚାରୀଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। କର୍ମଚାରୀ ମାଲିକର ବଙ୍ଗଳାକୁ ଭାଙ୍ଗି ତାଙ୍କୁ ବଡ଼ ଆର୍ଥିକ ଝଟ୍‌କା ଦେଇଛି।ଏହା ସବୁ ଲୋକ ଠିଆ ହୋଇ ଦେଖୁଛନ୍ତି ତାଙ୍କ ଜଣେ ପଡୋଶୀ ଏହା ର ଭିଡ଼ିଓ କରି ଭାଇରଲ କରିଥିଲେ।ମଧ୍ୟ ଦେଇଛନ୍ତି ଆଉ କିଛିଲୋକ ଲାଇକ ମଧ୍ୟ କରିଛନ୍ତି ।ଏହା ଦେଖି ଘର ମାଲିକ ପୁରା ପାଗଳ ହୋଇଯାଇଛନ୍ତି ସେ ଜାଣିପାରୁନାହାନ୍ତି ଏବେ କଣ କରିବେ ।ଏହି ଘଟଣା ବାବଦରେ ସୂଚନା ମିଳିବା ପରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି।

odia sambada
Comments (0)
Add Comment