ଆଜି ବାବୁଶାନଙ୍କ ଜନ୍ମଦିନ,ପତ୍ନୀ ଓ ପୁଅ ସହ ପାଳିବେ ଜନ୍ମଦିନ !

ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି । ତାହେଲେ ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ।

ଉଭୟ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସୁଛି।ଆଜି ବାବୁସାନଙ୍କ ଜନ୍ମ ଦିନ। ପତ୍ନୀ ତୃପ୍ତି ଓ ପୁଅ ସହ ଜନ୍ମଦିନ ପାଳିବେ ବାବୁସାନ। ଜନ୍ମଦିନକୁ ତୃପ୍ତି ନଆସିଲେ ନିଜେ ଯାଇ ତାଙ୍କୁ ଆଣିବେ ବୋଲି କହିଛନ୍ତି ବାବୁସାନ।ଜନ୍ମ ଦିନରେ ଯୋଡିହେବେ କି ପତିପତ୍ନୀ ? ବିବାଦ ଭୁଲି ସମ୍ପର୍କକୁ ସଜାଡିବେକି ବାବୁସାନ୍ ଓ ପତ୍ନୀ ତୃପ୍ତି ଶତପଥୀ ? କାଲି ବାବୁସାନଙ୍କ ଜନ୍ମଦିନ । ନିଜ ଜନ୍ମଦିନକୁ ପରିବାର ସହିତ ମନାଇବେ ବାବୁ । ବାପା, ମାଆ ଓ ସ୍ତ୍ରୀ ପୁଅଙ୍କ ସହିତ କରିବେ ସେଲିବ୍ରେସନ ।

ସମସ୍ତଙ୍କ ସହ ଜନ୍ମଦିନ ପାଳିବା ନେଇ ନିଜେ ସୂଚନା ଦେଇଛନ୍ତି ବାବୁସାନ୍ ।ପତ୍ନୀ ତୃପ୍ତି ଓ ପୁଅ ଏବେ ବାପ ଘରେ ରହିଛନ୍ତି।ଶୁକ୍ରବାର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ବାବୁସାନ ଗଣମାଧ୍ଯମ ନିକଟରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ “ଆପଣ ମାନେ ହଇରାଣ ହୁଅନ୍ତିନି। ଆପଣ ମାନେ ନଖାଇ ନପିଇ ଠିଆ ହୋଇଛନ୍ତି। ମୋତେ ଭଲ ଲାଗୁନି। ବିଶ୍ରାମ କରନ୍ତୁ। ତୃପ୍ତି ନ ଆସିଲେ ମୁଁ ନିଜେ ଯାଇକି ଆଣିବି। ଆପଣ ମାନେ ଚିନ୍ତା କରନ୍ତୁନି। ଆପଣ ମାନେ ଅପେକ୍ଷା କରିଛନ୍ତି କଷ୍ଟ ଲାଗୁଛି।

ରାତି ହେଲାଣି,ଦୟାକରି ରେଷ୍ଟ କରନ୍ତୁ। ମୁଁ ସବୁର ଉତ୍ତର ଦେବି। ଜେରା ପରେ ସବୁ କହିବି। ଶୁଣନ୍ତୁ ଅଡ଼ିଓ ଜାଣିପାରିବେ କଣ ସତ ରହିଛି ।,”ମାତ୍ର ବର୍ତ୍ତମାନର ବାଦ ବିବାଦ ଭିତରେ ବାବୁସାନ କିଭଳି ଜନ୍ମଦିନ ପାଳନ କରିବେ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରଶ୍ନ ଉପରେ ମୋହର ମାରିଛନ୍ତି ବାବୁସାନ। ବାପା ବୋଉ, ସ୍ତ୍ରୀ ଓ ପୁଅ ସହ ନିଜ ଜନ୍ମଦିନ ପାଳିବେ ବାବୁସାନ। ଜେରା ପରେ ସବୁ କହିବେ ବୋଲି କହିଛନ୍ତି ବାବୁସାନ।

odia sambada
Comments (0)
Add Comment