କୋରୋନ ର ଭୟଙ୍କର ରୂପ ଆମେ ସମସ୍ତେ ଦେଖିଚୁ। ତେବେ ଏହି କୋରୋନ ପାଇ ଖାଲି ଆମ ଦେଶ ନୁହଁ ପୁରା ପୃଥିବୀ ର ଲୋକ ଅନେକ ଅସୁଵିଧା ର ସମୁଖୀନ ହୋଇଛନ୍ତି। ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କର ଏହି କୋରୋନ ଯୋଗୁ ମୃତ୍ୟୁ ଘଟିଛି। ତେବେ ଦୀର୍ଘ ୨ ବର୍ଷ ଭିତରେ ଯାହା ଘଟିଛି। ତାହା କେହି କେବେ ସ୍ବପ୍ନ ରେ ମଧ୍ୟ ଭାବି ନ ଥିଲେ।
ତେବେ ଆମ ଦେଶ ରେ ଏହି କୋରୋନ ପାଇଁ ସଫଳ ଟୀକା ବାହାରିଲା। ଆଉ ଯାହା ଦ୍ୱାରା ଲୋକ ଙ୍କ ମୃତ୍ୟୁ ର ସଂଖ୍ୟା କମିଲା। ତେବେ ଦେଖିବା କୁ ଗଲେ। ଏବେ କୋରୋନା କମି ଯାଇଛି। ଆଉ ତ ସହ ଲୋକ ଙ୍କ ମୃତ୍ୟୁ ର ସଂଖ୍ୟା ମଧ୍ୟ। ତେବେ ଏହି ଦୁଇ ବର୍ଷ ମଧ୍ୟ ରର ଅନେକ ଲୋକ ଟୀକା ନେଇ ସାରିଛନ୍ତି। ତେବେ ଏବେ ଛୋଟ ପିଲା ମାନଂକୁ ଟୀକା ଦିଅ ଯାଉଛି।
ତେବେ ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି। ତେବେ ସେହି ଭିଡିଓ ଟି ଉତ୍ତର ପ୍ରଦେଶର ଗୋଟିଏ ସ୍କୁଲ ର। ଭିଡିଓ ରେ ଦେଖିବା କୁ ମିଳିଛି କି ଜଣେ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ହିଁ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍ ଟିକା ଦେଇ ଦେଇଛନ୍ତି। ତେବେ ଏହି ଘାଟଣା କୁ ଜଣେ ଅଭିଭାବକ ଲକ୍ଷ୍ୟ କରିଥିଲେ।
ତେବେ ଏହି ସମ୍ପର୍କ ରେ ସେ ସେହି ସ୍ଵାସ୍ଥ୍ୟ କର୍ମୀ ଙ୍କୁ ପଚାରିଲା ପରେ ସେ କହିଲେ ଅଧିକାରୀ କେବଳ ଗୋଟିଏ ହିଁ ସିରିଞ୍ଜ ପଠାଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ଟିକା ଦେଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ତେବେ ଗତ କାଲି ଟୀକା ଦେଇ ଥିବା ବ୍ୟକ୍ତି ଙ୍କର ନାମ ଜିତେନ୍ଦ୍ର। ତେବେ ଜିତେନ୍ଦ୍ର ଙ୍କ କହିବା ଅନୁସାରେ ସେ ସମ୍ପୃକ୍ତ ଅଧିକାରୀଙ୍କ ନାମ ଜାଣି ନାହାନ୍ତି।
ତେବେ ତାଙ୍କର ଏଥିରେ କୌଣସି ଭୁଲ ନାହିଁ ବୋଲି ସେ କୋହିଛନ୍ତି। ଡିସ୍ପୋଜେବଲ ସିରିଞ୍ଜ କେବଳ ଗୋଟିଏ ଥର ହିଁ ବ୍ୟବହୃତ ହୋଇଥାଏ। ତେବେ ଏହା ଦ୍ୱାରା ରୋଗ ଅଧିକ ବ୍ୟାପି ଥାଏ। ତେବେ ଗୋଟି ସିରିଞ୍ଜ୍ ରେ ୩୦ ପିଲା ଙ୍କୁ ଟୀକା ଦିଅ ଯାଇଛି।ଘଟଣା ସାଗର ସହରରେ ଥିବା ଏକ ଉଚ୍ଚ ମାଧ୍ୟମିକ ସ୍କୁଲରେ କୋଭିଡ୍ ଟିକାକରଣ ଶିବିର ସମୟରେ ଘଟିଛି।
ପ୍ରାଥମିକ ଯାଞ୍ଚ ପରେ ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ଥାନାରେ ଭ୍ୟାକ୍ସିନେଟରଙ୍କ ବିରୋଧରେ ଏତଲା ଦାୟର କରିଛି। ଆଉ ତା ସହ ଜିଲ୍ଲା ଟିକାକରଣ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ଆଦେଶ ମଧ୍ୟ ଦିଆଯାଇଛି। ତେବେ ସେହି ସ୍ଵାସ୍ଥ୍ୟ କର୍ମୀ ଜଣକ ଜଣେ ଘୋରୋଇ ନର୍ସିଙ୍ଗ୍ ହସ୍ପିଟାଲ ର ତୃତୀୟ ବର୍ଷ ର ଛାତ୍ର । ତେବେ ଯାଞ୍ଚ ବେଳେ ସେ ଉପସ୍ଥିତ ନ ଥିଲେ। ଆଉ ତା ସହ ତାଙ୍କ ଫୋନ ମଧ୍ୟ ବନ୍ଦ ଆସୁଛି।