Flipkart କୁ ଫେରାଇ ଦିଅନ୍ତୁ ପୁରୁଣା ଫୋନ୍,୫୦୦ ଟଙ୍କା ଦେଲେ ମିଳିବ ନୂଆ Samsung Galaxy F23 5G

ଯଦି ଆପଣ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଏହାହିଁ ପ୍ରକୃଷ୍ଟ ସମୟ କାରଣ ଫ୍ଲିପକାର୍ଟରେ ଚାଲୁଥିବା ବମ୍ପର ସେଲରେ ସ୍ମାର୍ଟ ଫୋନରେ ବମ୍ପର ଡିସକାଉଣ୍ଟ ମିଳୁଛି|ଏଥିପାଇଁ ଫୋନ କିଣିବାର ଲମ୍ବା ଲାଇନ ଲାଗିଛି|କାରଣ ପ୍ରଥମଥର ସାମସଙ୍ଗର ଏହି ସ୍ମାର୍ଟଫୋନ ଉପରେ ଏତେ ରିହାତି ମିଳୁଛି|ଚାଲନ୍ତୁ ସେ ବିଷୟରେ ଜାଣିବା:

Samsung Galaxy F23 5G ର ଦର ୨୩,୯୯୯ ଟଙ୍କା ଅଟେ ଓ ଏହାକୁ ୩୩% ରିହାତିରେ ଆପଣ ୧୫୯୯୯ ଟଙ୍କାରେ କିଣି ପାରିବେ|ଏହାସହ ଏହି ଫୋନ ଉପରେ ବ୍ୟାଙ୍କ ରିହାତି ରହିଛି|ଆଇସିସି କ୍ରେଡିଟ କାର୍ଡ ପେମେଣ୍ଟ କଲେ ୧୦୦୦ ଟଙ୍କା ରିହାତି ଦିଆଯାଇଛି|ଏହି ରିହାତି କ୍ରେଡିଟ ବା ଡେବିଟ୍ କାରରଡରେ ମିଳୁଛି|ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ପେମେଣ୍ଟରେ ୧୦% ରିହାତି ରହିଛି|କିନ୍ତୁ ଏଥିପାଇଁ ୩ ହଜାର ଟଙ୍କାର ସଂପି କରିବା ଆବଶ୍ୟକ|

ଆପଣ ଭାବୁଥିବେ ସବୁ ଅଫର ପରେ ଏହାର ମୂଲ୍ୟ ୫୦୦ ଟଙ୍କା କିପରି ହେଵ ?ଫୋନର ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଛି|ଏଥିରେ ଫ୍ଲିପକାର୍ଟରେ ପୁରୁଣା ଫୋନ ଫେରାଇ ପାରିବେ|ଯଦି ପୁରୁଣା ଫୋନ ଭଲ କଣ୍ଡିସନରେ ରହିଛି ଏହାକୁ ୧୫,୨୫୦ ଟଙ୍କାରେ ଫେରାଇ ପାରିବେ|ଏଥିପାଇଁ ଫୋନର କଣ୍ଡିସନ ଓ ବାକ୍ସ ଭଲ ହେବା ଆବଶ୍ୟକ| ସଂପି ପୂର୍ବରୁ ଫ୍ଲିପକାର୍ଟରେ ଦାମ ଲଗାଇ ଦିଅନ୍ତୁ|

Samsung F23 ତିନି ରଙ୍ଗରେ ଉପଲବ୍ଧ|ଏହାସହ କମ୍ପାନୀ ତରଫରୁ ୧ ବର୍ଷର ୱରେଣ୍ଟି ଦିଆଯାଏ|ୱରେଣ୍ଟି ପାଇଁ ଆପଣଙ୍କ ପାଖରେ ଓରିଜିନାଲ ଵିଲ ହେବା ଆବଶ୍ୟକ|ଆଜି ଅଡର କଲେ କାଲିକି ଡେଲିଭରି କରାଯିଵ|ଫୋନରେ 6GB+128GB Storage ଅପ୍ସନ ରହିଛି|ଏଥିରେ ୬.୬ ଇଞ୍ଚର Full HD+ Display ରହିଛି|ଏଥିରେ ଟ୍ରିପଲ କ୍ୟାମେରା ରହିଛି|ଏଥିରେ Qualcomm Snapdragon 750G Processor ରହିଛି|

odia sambada
Comments (0)
Add Comment