ପୁଣି ପ୍ରେମରେ ମିଳିଲା ଧୋକା ଓ ଚାଲିଗଲା ଜୀବନ

ବିବାହ ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘଟଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । ତେବେ ସ୍ବାମୀ ସ୍ତ୍ରୀ ଙ୍କ ମଝିରେ ଆଉ କେହି ଆସିଲେ ସମ୍ପର୍କ ଖରାପ ହେବା ନିଶ୍ଚିତ । ତେବେ ପ୍ରେମ ବିବାହ କ୍ଷେତ୍ର ରେ ଏପରି ଅନ୍ୟ କେହି ତୃତୀୟ ଲୋକ ଆସିବା ନିହାତି ଭାବେ ଆଶ୍ଚର୍ଯ୍ୟ ଘଟଣା । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି ।

କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ପ୍ରେମ କରି ଧୋକା ଦେବା ଆଜି କାଲି କ ସମୟ ର ସାଧାରଣ ଘଟଣା ହୋଇଗଲାଣି ।

ନିମାପଡ଼ା ରେ ପୁଣି ପ୍ରେମ ଓ ପ୍ରତାରଣା ଖବର ସାମ୍ନାକୁ ଆସିଚି । ତାପରେ ହତ୍ୟା ଉଦ୍ୟମର ସାଙ୍ଘାତିକ ଅଭିଯୋଗ । ପ୍ରଥମେ ପ୍ରେମ, ତାପରେ ଶାରିରୀକ ସମ୍ପର୍କ, ଶେଷରେ ଧୋକା ଦେଲା, ଶେଷରେ ପ୍ରେମିକାକୁ ବଳପୂର୍ବକ ବିଷ ପିଆଇ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରେମିକାଙ୍କ ପରିବାର ଲୋକେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରି ତଦନ୍ତ ପାଇଁ ଦାବି କରିଛନ୍ତି ପୀଡ଼ିତା ପ୍ରେମିକା ର ପରିବାର ବର୍ଗ । ଘଟଣା ଅନୁସାରେ ଜୈନିକା ଯୁବତୀର ସେହି ଡେଲାଙ୍ଗ ଅଞ୍ଚଳର ବିଶ୍ଵମ୍ବର ନାମକ ଜଣେ ଯୁବକଙ୍କ ସହ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । ଯୁବତୀ ବିବାହ ପାଇଁ ଜିଦ୍ କରି ଯୁବକଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ । ସେଠାରୁ ଯୁବକଙ୍କ ଦାଦା ଯୁବତୀଙ୍କୁ ଆଣି ତାଙ୍କ ଘରେ ଛାଡ଼ି ବିବାହ କରିବା ନେଇ ପ୍ରତିଶୃତି ଦେଇଥିଲେ ।

ତେବେ ଏହା ପରେ ପ୍ରେମିକ ବିଶ୍ବମ୍ବର ବଳପୂର୍ବକ ବିଷ ପିଆଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ତେବେ ଝିଅ ଟିକୁ ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କ୍ୟାପିଟାଲ ହାଇସ୍କୁଲରେ ଭର୍ତ୍ତି କରାଯାଇଥିଲା । ତେବେ ଯୁବତୀ ଟି ର ମୃତ୍ୟୁ ଘଟିଛି । ଏ ନେଇ ଯୁବତୀ ଟି ର ବାପା ଥାନା ରେ ଲିଖିତ ଅଭିଯୋଗ ଦେଇଛନ୍ତି ।

odia sambada
Comments (0)
Add Comment