ଆଜିର ଯୁବା ଜିରୋ ଇଂଭେସ୍ଟ ଓ କମ ଟଙ୍କା ନିବେଶରେ ନିଜର ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ଓ ପ୍ରତିଦିନ ହଜାର ହଜାର ଟଙ୍କାର ଷ୍ଟାର୍ଟଅପ ଆରମ୍ଭ ହେଉଛି। ଆମେ ସର୍ବଦା କହିଆସିଛୁ ସମସ୍ୟାର ସମାଧାନ ବତାଉଥିବା ବ୍ୟବସାୟ ଆପଣଙ୍କୁ ବହୁତ ଜଲଦି ସଫଳତା ଆଣିଦେବ।
ଆଜି ଆମେ ଆପଣଙ୍କୁ ଯେଉଁ ବିଜନେସ ବିଷୟରେ କହିବାକୁ ଯାଉଛୁ ସେଥିରେ ନା ତ ଆପଣଙ୍କୁ କୌଣସି ମେସିନ ଚଳାଇବାକୁ ପଡ଼ିବ ନା ତ କୌଣସି ପ୍ରକାରର ଜିନିଷ ବିକ୍ରି କରିବାକୁ ପଡ଼ିବ। ବାଆସ ଆପଣଙ୍କୁ ଏକ ରୁମ ଆବଶ୍ୟକ ଯେଉଁଥିରୁ ଆପଣ ମାସକୁ 15 ରୁ 20 ହଜାର ଟଙ୍କା ରୋଜଗାର କରିପାରିବେ।
ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରନ୍ତୁ:-
ଯଦି ଆପଣଙ୍କ ପାଖରେ ବିଜନେସ ଆରମ୍ଭ କରିବାପାଇଁ ମୋଟା ଅଙ୍କର ଟଙ୍କା ନାହିଁ ତାହେଲେ ଆପଣଙ୍କ ପାଖରେ ରହିବାପାଇଁ ଏକ ରୁମ ଥିବ। ଯେଉଁଠି ଆପଣ ଏହି ବିଜନେସକୁ ସହଜରେ ଚଳାଇପାରିବେ।
ଆପଣ ଏହି ଛୋଟିଆ ରୁମ ରୁ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିପାରିବେ। ପ୍ରତିଦିନ ଭାରତରେ ହଜାର ହଜାର ଲୋକେ ୟୁଟ୍ୟୁବ ଚ୍ୟାନେଲ ବନାଉଛନ୍ତି ଓ ସେମାନେ ଏହି ଚ୍ୟାନେଲରେ ମନୋରଞ୍ଜନ ଭିଡ଼ିଓ ବନାଇ ମାସକୁ 15 ରୁ 20 ହଜାର ଟଙ୍କା ମାସକୁ କମାଉଛନ୍ତି।
କିଛି ଜ୍ଞାନ ବାଣ୍ଟୁଛନ୍ତି ଓ କିଛି ଶିକ୍ଷକ ଏଥିରେ ଶିକ୍ଷକତା କରୁଛନ୍ତି। ଆପଣ ଏହି ରୁମରୁ ନିଜର ୟୁଟ୍ୟୁବ ଷ୍ଟୁଡ଼ିଓ ଖୋଲି ପାରିବେ। ଆପଣଙ୍କୁ ଏଥିରେ କ୍ୟାମେରାର ଆବଶ୍ୟକ ନାହିଁ କାରଣ ପ୍ରତିଟି ବ୍ୟକ୍ତି ପାଖରେ ଯେଉଁ ମୋବାଇଲ ରହିଛି ସେଥିରେ ମଧ୍ୟ ଭିଡ଼ିଓ ରେକର୍ଡ଼ କରାଯାଇପାରିବ। ବାଆସ ଆପଣଙ୍କୁ ଏକ ଟ୍ରାଇପଡ଼ ଆବଶ୍ୟକ।
ଭଲ ଲାଇଟ ଓ ଡିଜିଟାଲ ବୋର୍ଡ଼, କ୍ରମା ପାଇଁ ଆପଣଙ୍କୁ ଏକ ସଫା କପଡ଼ା ଆବଶ୍ୟକ। ଆପଣ ଯଦି ଚାହିଁବେ ଏହି ରୁମକୁ ସବୁଜ/ଲାଇଟ ରଙ୍ଗ ଦେଇପାରିବେ। ନଏଜ କ୍ୟାନ୍ସଲ କରିବାପାଇଁ ଆପଣଙ୍କୁ ଝରକାକୁ ଥରମୋକଲ ଦ୍ୱାରା ବନ୍ଦ କରିପାରିବେ। Youtube ଭିଡ଼ିଓ ବନାଇବା ପାଇଁ ଏତିକି ପର୍ଯ୍ୟାପ୍ତ ଅଟେ।
ଆପଣ ମଧ୍ୟ ନିଜର ଏହି ରୁମକୁ କିଛି ୟୁଟ୍ୟୁବ କ୍ରିଏଟରଙ୍କୁ ଭିଡ଼ିଓ ବନାଇବା ପାଇଁ ଭଡ଼ା ଦେଇ 100 ଟଙ୍କା ପ୍ରତି ଘଣ୍ଟା ଦରରେ ଆପଣ ଗୋଟିଏ ଦିନରେ 5 ଘଣ୍ଟା କାମ କରି 500 ଟଙ୍କା ଆପଣ ସହଜରେ ରୋଜଗାର କରିପାରିବେ। ଏହିପରି ମାସକୁ 15 ହଜାର ଟଙ୍କା ରୋଜଗାର କରିପାରିବେ।