ଯଦି ଆପଣଙ୍କ ଛୁଆ ଅଛି ଓ ଲାଗୁଛି ଯେ ଛୁଆର ନାମ ଚୟନରେ ପରିଶ୍ରମ କରିବାକୁ ହେଉଛି, ପ୍ରକୃତରେ ଏଭଳି ନୁହେଁ|ସାଧାରଣତଃ ସେଲିବ୍ରିଟି ମଧ୍ୟ ନାଁ ଦେବାପାଇଁ ପରିଶ୍ରମ କରନ୍ତି|ଏଵୃ ଯୁବରାଜ ତାଙ୍କ ପୁଅର ନାଁ ଇଙ୍ଗିଲସ୍ ଦେଇଛି,ବିରାଟ ଝିଅର ନାଁ ପାରମ୍ପରିକ ଭାବେ ଦିଆଯାଇଛି|କ୍ରିକେଟର ଛୁଆଙ୍କ ନାଁ ଶୁଣିବାପରେ ଲାଗିବ ଯେ ଏମାନଙ୍କ ନାଁ ଚୟନ ପାଇଁ ବହୁ ସମୟ ଲାଗେ|
ପୂର୍ବ କ୍ରିକେଟର ଗୈତମ ଗମ୍ଭୀର ନିଜ ଝିଅ ପାଇଁ ଏକ ସୁନ୍ଦର ନାଁ ଚୟନ କରିଛନ୍ତି|ତାଙ୍କ ଦୁଇଟି ଝିଅ ଓ ଦୁହିଁଙ୍କ ସୁନ୍ଦର ନାଁ ରହିଛି|ତାଙ୍କର ୨୦୧୪ରେ ଗୋଟିଏ ଝିଅ ଜନ୍ମ ହୋଇଥିଲା|ଏଥିରେ ମୁଁ ଗମ୍ଭୀରଙ୍କ ଦୁଇ ଝିଅର ସୁନ୍ଦର ନାଁ କହିବି ଓଏହାର ଅର୍ଥ କହିବି|ଏହାସହ ସୁନ୍ଦର ନାଁ ର ଲିଷ୍ଟ ମଧ୍ୟ ଦେବି ଫଳରେ ଆପଣ ମଧ୍ୟ ଛୁଆଙ୍କ ନାଁ ଚୟନ କରିପାରିବେ|
ଗମ୍ଭୀରଙ୍କ ବଡ ଝିଅର ନାଁ ଆଜିନ ଅଟେ|ଏହା ଏକ ଆରବିକ ନାଁ ଓ ଏହାର ଅର୍ଥ ସୁନ୍ଦର|ତାଙ୍କ ଝିଅର ନାଁ ହୃଦୟସ୍ପର୍ଶୀ|ସବୁ ବାପା ଝିଅଙ୍କ ଏହିଭଳି ହୃଦୟସ୍ପର୍ଶୀ ନାଁ ରଖିବା ଆବଶ୍ୟକ|ଚାଲନ୍ତୁ ଜାଣିବା ଆଉ କିଛି ନାମ ଯାହାର ଅର୍ଥ ସୁନ୍ଦର ଅଟେ|
ହିନଲ: ଆପଣଙ୍କ ଛୁଆ ପାଇଁ ଏହା ଅଲଗା ଓ ସୁନ୍ଦର ନାଁ ରହିବ|ଏହାର ଅର୍ଥ ସୁନ୍ଦର ଓ ଧନର ଦେବୀ|
ଇଦାୟା:ଯଦି ଆପଣଙ୍କ ଝିଅର ନାମ ଇ ଅକ୍ଷର ଆରମ୍ଭ ହୁଏ ତେବେ ଇଦାୟା ନାଁ ଦେଇପାରିବେ|ଏହାର ଅର୍ଥ ସୁନ୍ଦରତା ହୃଦୟ|ଏହା ପାର୍ବତୀଙ୍କ ନାଁ ମଧ୍ୟ ଅଟେ|
ମାର୍ୟା:ଏହି ନାଁ ଆପଣଙ୍କ ପସନ୍ଦ ହୋଇଥାଏ|ଏହାର ଅର୍ଥ ସୁନ୍ଦର ଓ ପ୍ରେମ ପୂର୍ଣ୍ଣ ଅଟେ|
ନିଧି: ଯୁବତୀଙ୍କ ପାଇଁ ଏହି ନାଁ ବହୁ ପସନ୍ଦ ଯୋଗ୍ୟ ଅଟେ|ନିଧିର ନାଁ ଟଙ୍କା,ସମ୍ପତି ଓ ଶାନ୍ତିପୂର୍ଣ୍ଣ |
ରାମ୍ୟା: ଏହାର ଅର୍ଥ ରମଣୀୟ,ଆନନ୍ଦ ଦାୟକ,ମନ ଭବନ, ସୁନ୍ଦର, ପ୍ରାକୃତିକ,ସୁନ୍ଦରତା, ସଭ୍ୟ ଓ ଆନନ୍ଦପୂର୍ଣ|ଯଦି ଆପଣଙ୍କ ଝିଅ ନାଁ ର ଅକ୍ଷର ଆବଶ୍ୟକ ତେଵେ ଏହି ନାଁ ଦେଇ ପାରିବେ|