ବିବାହ ପୂର୍ବରୁ ମା ସହ ଫେରାର ହେଲା ବର,ପୋଲିସ ଧରିକି ଆଣିଲା ଥାନା,ଆଉ କନ୍ୟା ମଧ୍ୟ ପହଞ୍ଚିଲା ଆଉ ନେଲା ଏମିତି ପଦକ୍ଷେପ

ବିବାହ ମଣ୍ଡପ ସଜା ହୋଇସାରିଥିଲା|ବାରାତ ବି ଆସିଲେ|ମୈଲବୀ ବିବାହର ପ୍ରସ୍ତୁତି କରୁଥିଲେ|କିନ୍ତୁ ଶେଷ ସମୟରେ ଵର ଗାଏବ ହୋଇଗଲା|ପୁଣି ଜଣାପଡ଼ିଲା ତାର ମା ବି ଗାଏବ ହୋଇଛି|ଏହାର ଅର୍ଥ ଦୁହେଁ ଏକାସହ ପଳେଇଲେ|କନ୍ୟା ପକ୍ଷ ଓ ବାରା ଦୁହିଁଙ୍କୁ ଫୋନ ଲଗାଇଲେ|କିନ୍ତୁ ସେମାନେ ଉଠାଇଲେ ନାହିଁ|ପୁଣି ପୋଲିସ ମଝିରେ ଆସିଲା|କନ୍ୟା ଓ ତା ମାକୁ ଧରାଗଲା|କନ୍ୟା ଓ ମୈଲବୀ ମଧ୍ୟ ଥାନାରେ ପହଞ୍ଚି ଥିଲେ|ଏହାପରେ ଯାହା ହେଲା ଆପଣ ଭାବି ପାରିବେନି|

ଏହି ଅଦ୍ଭୁତ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌ ର କେସରବାକ ଅଞ୍ଚଳର ଅଟେ|ଏଠାରେ ଜମ୍ବୁର ଖାନା ଅନ୍ତର୍ଗତ ସୋନିଆ ନାମକ ଯୁବତୀଙ୍କ ବିବାହ ଆଜମଗଡର ଜଣେ ଯୁବକଙ୍କ ସହ ସ୍ଥିର ହେଲା|ବିବାହ ମୁହୂର୍ତ୍ତ ୧୫ ଜୁଲାଇ ଦିନ ଥିଲା|ନିର୍ଧାରିତ ସମୟରେ ଆଜମ ବାରାତ ନେଇ ପହଞ୍ଚିଲା|କିନ୍ତୁ ବରପକ୍ଷର ବ୍ୟବହାରରେ ଆଜମ ଓ ତା ମାଙ୍କ ହୃଦୟ ଦୁଃଖ ହେଲା|ଫଳରେ ମା ପୁଅ କାହାକୁ ନ ବତାଇ ପଳେଇ ଗଲେ|

କନ୍ୟା ପକ୍ଷ ଓ ବାରାତ ଦୁହେଁ ଫୋନ ମିଳେଇଲେ, କିନ୍ତୁ ଫୋନ ଅଫ ବତାଇଲା|ଭୟରେ ଯୁବତୀ ଘର ଲୋକ ପୋଲିସକୁ ଫୋନ କଲେ|ଇନ୍ସପେକ୍ଟର କେସରବାଗ ଅଜୟ କୁମାର ସିଂ ବରକୁ ଖୋଜିବାକୁ ପୋଲିସ ଦଳ ପଠେଇଲା|ପୋଲିସ ବରର ନମ୍ବର ଲଗାଇବାରୁ ଲାଗିଲା|ଏହାପରେ ଆଜମ ଓ ତା ମାକୁ ଥାନାକୁ ଡକାଗଲା|

ଆଜମ ଓ ତା ମା ଥାନା ଆସିଲେ|କନ୍ୟା ଓ ତା ପରିବାରବର୍ଗ ଥାନାରେ ମଧ୍ୟ ପହଞ୍ଚିଲେ|ସେଠାରେ ହାଏ ଭୋଲ୍ଟେଜ ଡ୍ରାମା ହେଲା|ଶେଷରେ ପୋଲିସ ଯୁବତୀଙ୍କ ପକ୍ଷ ନେଲା|ତୁରନ୍ତ ମୈଲଵୀ ଡକାଇ ସଭିଙ୍କ ସାମ୍ନାରେ ବିବାହ କରାଗଲା|ମୈଲାବୀ ଚୈକିରେ ଦୁହିଁଙ୍କ ବିବାହ କରିଥିଲେ|

ଏଵେ ଏହି ଘଟଣା ଚର୍ଚ୍ଚାର ବିଷୟ ବନିଛି|ଏଵେ ଏଭଳି ବହୁବାର ଦେଖାଯାଇଛି ଯେ ବର‌ କୈାଣସି କଥାରେ ଅରାଜି ହୋଇ ବିବାହ ମନା କରି‌ ଦେଇଥାଏ|ଏଠାରେ ବର ଓ ତା ମା କାହାକୁ କିଛି ନ ଜଣାଇ ଗାଏଵ ହୋଇଗଲେ|ଏପରିକି ବରଯାତ୍ରୀକୁ ମଧ୍ୟ ଜଣା ପଡିଲା ନାହିଁ|ଏଵେ ଆଶା କରାଯାଏ ଯେ କନ୍ୟାକୁ ଶଶୁର ଘରେ ଏହି କଥାକୁ ନେଇ ଯେଇ କୈାଣସି ହଇରାଣ ହେବାକୁ ନପଡେ|

odia sambada
Comments (0)
Add Comment