ଝିଅମାନେ ୟୁଟ୍ୟୁବରେ ଦେଖନ୍ତି ଏମିତି ସବୁ ଭିଡିଓ, ପୁଅମାନେ ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରିବେ ନାହିଁ

ସର୍ଟ ଭିଡିଓ :-

ଝିଅମାନେ ୟୁଟ୍ୟୁବରେ ସର୍ଟ ଭିଡିଓ ଦେଖିବାକୁ ଖୁବ୍ ଭଲ ପାଆନ୍ତି । ବର୍ତ୍ତମାନ Youtube ମଧ୍ୟ ‘Shorts’ ଆରମ୍ଭ କରିଦେଇଛି । Youtube Shorts ବ୍ୟତୀତ ଝିଅମାନେ ୟୁଟ୍ୟୁବରେ ଅଲଗା ଇନ୍ଷ୍ଟାଗ୍ରାମ ଏବଂ ଟିକଟକ ଭିଡିଓ ସର୍ଚ୍ଚ କରିଥାନ୍ତି ।

ଡେଷ୍ଟିନେଶନ ୱେଡିଙ୍ଗ :-

ଝିଅମାନେ ଗୁଗଲ ସହିତ ୟୁଟ୍ୟୁବରେ ମଧ୍ୟ ଡେଷ୍ଟିନେଶନ ୱେଡିଙ୍ଗ ସର୍ଚ୍ଚ କରନ୍ତି । ଏହାବ୍ୟତୀତ ପ୍ରି- ୱେଡ଼ିଙ୍ଗ ଫଟୋ ଏବଂ ଭିଡିଓକୁ ମଧ୍ୟ ଝିଅମାନେ ୟୁଟ୍ୟୁବରେ ଦେଖନ୍ତି । ୟୁଟ୍ୟୁବରେ ଏହିପରି ଅନେକ ଚ୍ୟାନେଲ ଅଛି, ଯେଉଁଠାରେ ସେମାନଙ୍କୁ ଏହି ଭିଡିଓ ସହଜରେ ମିଳିଯାଏ ।

ମ୍ୟୁଜିକ ଭିଡିଓ :-

Youtube Search ରିପୋର୍ଟ ଅନୁଯାୟୀ, ମ୍ୟୁଜିକ ଟପ୍ ଟ୍ରେଣ୍ଡରେ ରହିଥାଏ । ବିଶେଷ ଭାବେ ଝିଅମାନେ ୟୁଟ୍ୟୁବରେ ମ୍ୟୁଜିକ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି । ଝିଅମାନଙ୍କ ସହିତ ପୁଅମାନେ ମଧ୍ୟ ମ୍ୟୁଜିକ ଶୁଣନ୍ତି ଏବଂ ଦେଖନ୍ତି ।

କ୍ରାଫ୍ଟ ଆଇଡିଆ :-

ଝିଅମାନଙ୍କୁ କ୍ରାଫ୍ଟିଙ୍ଗ ଖୁବ୍ ଭଲଲାଗେ । ଏଥିପାଇଁ ଏପରି ମଧ୍ୟ ଦେଖାଯାଇଛି ଯେ ଝିଅମାନେ ୟୁଟ୍ୟୁବରେ କ୍ରାଫ୍ଟ ଆଇଡିଆ(Craft Ideas) ସର୍ଚ୍ଚ କରନ୍ତି । ଯେଉଁ ଆଇଡିଆ ସେମାନଙ୍କୁ ଭଲ ଲାଗେ, ସେମାନେ ତାକୁ ଘରେ ତିଆରି ମଧ୍ୟ କରନ୍ତି ।

ମେକଅପ ଏବଂ ଫ୍ୟାସନ ଟ୍ରେଣ୍ଡ :-

ଝିଅମାନଙ୍କୁ ସୁନ୍ଦର୍ ଏବଂ ସବୁଠାରୁ ଅଲଗା ଦେଖାଯିବାକୁ ବହୁତ୍ ଭଲଲାଗେ । ଏଥିପାଇଁ ସେମାନେ ୟୁଟ୍ୟୁବର ସାହାଯ୍ୟ ନିଅନ୍ତି । ଝିଅମାନେ ସବୁଠାରୁ ଅଧିକ ଫ୍ୟାସନ, ଟ୍ରେଣ୍ଡସ, ବ୍ୟୁଟି ଟ୍ରିଟମେଣ୍ଟସ ଏବଂ ଘରୋଇ ଉପଚାର ବିଷୟରେ ସର୍ଚ୍ଚ କରିବାକୁ ପସନ୍ଦ କରନ୍ତି । ଝିଅମାନେ ୟୁଟ୍ୟୁବରେ ଫ୍ୟାସନ ଏବଂ ମେକଅପ ଟ୍ରେଣ୍ଡସ ସର୍ଚ୍ଚ କରନ୍ତି । ଦେଶ ଦୁନିଆରେ ଫ୍ୟାସନକୁ ନେଇ କଣ କଣ ଟ୍ରେଣ୍ଡସ ଆସିଛି, ଏହିପରି ଭିଡିଓ ସାଧାରଣତଃ ଝିଅମାନଙ୍କୁ ଖୁବ୍ ଭଲଲାଗେ ।

odia sambada
Comments (0)
Add Comment