ଛେଳିର ଏମିତି କାନ୍ଦଣା ହୁଏତ ଆପଣ କେବେବି କେହିବି ଦେଖିନଥିବେ। ଆଜି ମାଲିକକୁ ଜାବୁଡ଼ି ଧରି କାନ୍ଦୁଛି ଛେଳି। କୌଣସି ପରିସ୍ଥତିରେ ସେ ଅଲଗା ହେବାକୁ ଚାହୁଁ ନାହିଁ। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଓ ଏହି ଦୃଶ୍ୟ ବର୍ତ୍ତମାନ ସମସ୍ତଙ୍କୁ ଇମୋସନାଲ କରାଇଦେଉଛି। କାରଣ ଛେଳିଟି ନିଜ ମାଲିକ ଆଗରେ ଯେମିତି କାନ୍ଦୁଛି ହୁଏତ ଜଣେ ସାଧାରଣ ଲୋକ ହଜମ କରିପାରିବ ନାହିଁ।
ଭିଡିଓ ଦେଖନ୍ତୁ:-
ଆପଣ ଦେଖିପାରୁଥିବେ ଭିଡିଓରେ ଦଲାଲି ପାଖରେ ସମସ୍ତେ ଛିଡା ହୋଇଛନ୍ତି। ଦଲାଲି ଛେଳିଟିକୁ କିଣିନେବ। ମାଲିକ ମଧ୍ୟ ଛେଳିଟିକୁ ବିକ୍ରି କରିଦେବ। ଛେଳି ଏହା ବୁଝିପାରିଲା ଓ ନିଜେ ନିଜେ କାନ୍ଦିବା ଆରମ୍ଭ କରିଦେଲା। ଯେମିତି ଛେଳି କହୁଛି ତୁ ମଣିଷ ଆଉ ମୁଁ ପଶୁ, ତୁ ବୁଝିପାରୁନୁ ଏତେ ଦିନ ପାଖରେ ରଖିଲୁ ତାପରେ ପୁଣି ମୋତେ କେମିତି ବିକ୍ରି କରିଦଉଛୁ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ପଶୁ ମଣିଷଙ୍କ ଠାରୁ ଅଧିକ ଭଲ ଭାବରେ ବୁଝିପାରେ। ଏଠାରେ ମଣିଷ ଅଳ୍ପ କିଛି ପଇସା ପାଇଁ ପଶୁକୁ ବିକ୍ରି କରିଦିଏ କିନ୍ତୁ ପଶୁ ନିଜର ମାଲିକର ଭଲ ପାଇବାକୁ ବୁଝେ ନାହିଁ। ଏହି ଭିଡିଓ ଯିଏବି ଦେଖିବ ତା ଆଖିରେ ଲୁହ ଆସିଯିବ।