ବିବାହ ପରେ ନୂଆ ବୋହୂଟିଏ ଗୁଗଲରେ ସର୍ବପ୍ରଥମେ କ’ଣ ସର୍ଚ୍ଚ କରିଥାଏ ?

ସାମ୍ପ୍ରତିକ ସଭୟରେ ଯାହାକୁବି କୈାଣସି ପ୍ରଶ୍ନର ଉତ୍ତର ଆବଶ୍ୟକ ପଡେ ସେ ସିଧାଯାଇ ଗୁଗଲ ସର୍ଚ୍ଚ କରେ|ଏହି ସମୟରେ ମାନିବାକୁ ଗଲେ ଜୀବନ ଗୁଗଲ ବିନା ଅଧୁରା|ଇଣ୍ଟରନେଟର ଏହି ଜମାନାରେ ସବୁ ଲୋକ ଗୁଗଲର ବ୍ୟବହାର କରିଥାନ୍ତି|ଯଦି କୌଣସି ଜିନିଷ ଜଣାନାହିଁ ଗୁଗଲ ସର୍ଚ୍ଚ କଲେ ତୁରନ୍ତ ଉତ୍ତର ମିଳିଥାଏ|

ଏମିତିକା ଦେଖିବାକୁ ଗଲେ ସର୍ଚ୍ଚ ଇଞ୍ଜିନ ଗୁଗଲ ଆମ ଜୀବନକୁ ବହୁ ସରଳ ବନାଇ ଦେଇଛନ୍ତି|ଜୀବନର ବହୁ ସମସ୍ୟାକୁ ଚୁଟକିରେ ସମାଧାନ କରିଦିଏ|ଏଥିପାଇଁ କିଛି ଲୋକଙ୍କ ମାନିବାନୁଯାୟୀ ଗୁଗଲ ବିନା ଜୀବନ ଅଧୁରା ଅଟେ|ଏଵେ ସମସ୍ତେ ଜୀଵନ ସହ ଜଡ଼ିତ ପ୍ରଶ୍ନର ବା ସମସ୍ୟା ଗୁଗଲରେ ସର୍ଚ୍ଚ କରନ୍ତି ଫଳରେ ଉତ୍ତର ମିଳିଥାଏ|

ଏକ ବିଶେଷ ରିପୋର୍ଟରେ କୁହାଯାଇଛି ବିବାହ ପରେ ନୂଆ ବୋହୂଟିଏ ଗୁଗଲରେ କ’ଣ ସର୍ଚ୍ଚ କରେ|ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ|ଚାଲନ୍ତୁ ସେ ବିଷୟରେ ଜାଣିବା:

ସ୍ୱାମୀକୁ କିପରି ଖୁସିରେ ରଖିବେ ?

ଯେତେବେଳେ କୈାଣସି ଯୁବତୀ ବିବାହ କରେ ସେ ନିଜ ଘର ଛାଡି ଶଶୁର ଘର ଯାଇଥାଏ ଫଳରେ ଜୀବନ ପରିବର୍ତ୍ତନ ହୋଇଥାଏ|ଏପରି ପରିସ୍ଥିତିରେ ସେ ଚାହେଁ ତାଙ୍କ ପତି ସଦାବେଳେ ଖୁସିରେ ରହୁ|ସେ ପତିର ପସନ୍ଦ ନାପସନ୍ଦ ଜାଣିବାକୁ ଚାହେଁ|ପତିକୁ କିପରି ଖୁସି ରଖାଯାଇ ପାରିବ ଏହା ଗୁଗଲରେ ନୂଆ ବୋହୂଟିଏ ସର୍ଚ୍ଚ କରେ ବୋଲି ରିପୋର୍ଟରେ ଜଣାପଡିଛି|

ସ୍ୱାମୀ ଙ୍କ ହୃଦୟ ଜିଣିବା:

ବିବାହ ପରେ ଯୁବତୀଙ୍କ ଲକ୍ଷ୍ୟ ଯେ କିପରି ପତିଙ୍କ ହୃଦୟ ଜିଣିପାରିବେ ?ପତି କିଭଳି ତାଳମେଳ ବନାନ୍ତି ଫଳରେ ପାଖେ ପାଖେ ରହିବେ|ପାର୍ଟନର ସହ ଭଲ ସମ୍ବନ୍ଧ ବନାଇବାକୁ ମହିଳା ପତିଙ୍କ ହୃଦୟ ଜିତିଥାଏ|ଏହା ସେ ଗୁଗଲରେ ସର୍ଚ୍ଚ କରେ|

ପତିଙ୍କୁ କିପରି କରିବେ ଆକର୍ଷିତ ?

ବିବାହ ପରେ ଯୁବତୀ ଚାହାନ୍ତି ପତି ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତୁ|ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ବିବାହିତ ନୂଆ ବୋହୂଟିଏ ଏହା ସର୍ଚ୍ଚ କରେ|

ଶଶୁରଙ୍କର ଘର ଲୋକଙ୍କୁ କିପରି ଖୁସିରେ ରଖିବେ ?

ରିସର୍ଚ୍ଚରୁ ଜଣାପଡିଛି ନୂଆ ବୋହୂଟିଏ ଗୁଗଲରେ ସର୍ଚ୍ଚ କରେ ଯେ କିପରି ଶଶୁର ଘର ଲୋକଙ୍କୁ ଖୁସିରେ ରଖିପାରିବେ|ପରିବାରର ଖାଦ୍ୟ ବନାଇବା ଠାରୁ ନେଇ ସମସ୍ତ ଦେଖାଶୁଣା କରିଥାଏ|

ପରିବାରର ଦାୟିତ୍ବ

ଯେତେବେଳେ କୈାଣସି ଯୁବତୀ ବିବାହ କରେ ଘରର ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ ହୋଇଥାଏ|ଏଭଳି ସ୍ଥିତିରେ ପରିବାର ସମ୍ଭାଳିବା ଦାୟିତ୍ୱ ପୂର୍ଣ୍ଣ ଅଟେ|ଏଥିପାଇଁ ସେ ଗୁଗଲ ସର୍ଚ୍ଚ କରିଥାଏ|

odiasambada
Comments (0)
Add Comment