ଖୁସି ଖବର, ଏହି ଖାସ 5 ଟଙ୍କିଆ ନୋଟ୍ ଦ୍ଵାରା ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, କେବଳ କରିବାକୁ ପଡ଼ିବ ଏହି ଛୋଟ କାମ

5 Rupees Rare Note: କଣ ଆପଣ ଖୁବଶିଘ୍ର କୋଟିପତି ହେବାକୁ ଚାହୁଁଛନ୍ତି । ଅର୍ଥାତ୍ ଆପଣଙ୍କର ଇଚ୍ଛା ଯେ ବହୁତ୍ ଶୀଘ୍ର କୋଟିପତି ହେବାକୁ । କିନ୍ତୁ ଏହା କେମିତି ହେବ ? ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଗୋଟିଏ ଉପାୟ କହିବୁ । ଏହି ଉପାୟ ହେଉଛି ପୁରୁଣା କିମ୍ବା ଦୁର୍ଲଭ ନୋଟ ଏବଂ ମୁଦ୍ରାକୁ ବିକ୍ରି କରିବା । ଅର୍ଥାତ୍ ଯଦି ଆପଣଙ୍କ ପାଖରେ ପୁରୁଣା କିମ୍ବା ଦୁର୍ଲଭ ନୋଟ ଏବଂ ମୁଦ୍ରା ଅଛି, ତେବେ ଆପଣ କୋଟିପତି ହୋଇପାରିବେ ।

ବାସ୍ତବରେ କିଛି ପୁରୁଣା ଏବଂ ଦୁର୍ଲଭ ନୋଟ ଏବଂ ମୁଦ୍ରାର ଅନଲାଇନ୍ ନିଲାମ ହୋଇଥାଏ, ଯାହାକୁ କିଛି ଲୋକ ଭଲ ମୂଲ୍ୟରେ କିଣି ଥାଆନ୍ତି । ବାସ୍ତବରେ କିଛି ଲୋକ ପୁରୁଣା ନୋଟ୍ ଏବଂ ମୁଦ୍ରା କଲେକ୍ସନ କରି ରଖିବାକୁ ଭଲପାଆନ୍ତି । ଏପରି ଲୋକମାନେ ପୁରୁଣା ନୋଟ ଏବଂ ମୁଦ୍ରା କିଣିବାପାଇଁ ଭଲ ମୂଲ୍ୟ ଦିଅନ୍ତି । ଅନ୍ତର୍ଜାତୀୟ ବଜାରରେ ଏପରି ପୁରୁଣା ଏବଂ ଦୁର୍ଲଭ ନୋଟ ଏବଂ ମୁଦ୍ରାର ବହୁତ୍ ଡିମାଣ୍ଡ ରହିଥାଏ । ତେବେ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ପାଳନ କରିବାକୁ ପଡ଼ିଥାଏ ।

ଏହିପରି ଗୋଟିଏ 5 ଟଙ୍କିଆ ନୋଟ୍ ରହିଛି, ଯାହା ବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ତେବେ ଏହି 5 ଟଙ୍କିଆ ନୋଟରେ ଟ୍ରାକ୍ଟର ଚିତ୍ର ଥିବା ଆବଶ୍ୟକ ଏବଂ ନୋଟରେ 786 ନମ୍ୱର୍ ଥିବା ଆବଶ୍ୟକ । eBay ଏବଂ Coinbazzar.com ଭଳି ୱେବସାଇଟରେ ପୁରୁଣା ନୋଟ ବଦଳରେ ବହୁତ୍ ପଇସା ମିଳେ । ବିଶ୍ଵ ବଜାରରେ ଅନେକ ୱେବସାଇଟ 5 ଟଙ୍କିଆ ନୋଟ ଉପରେ ନିଲାମ ଲଗାଇ 2 ଲକ୍ଷ ଟଙ୍କାରେ କିଣୁଛନ୍ତି । କେବଳ ଏତିକି ନୁହେଁ, ଯଦି ଆପଣଙ୍କ ପାଖରେ ଏପରି 4 ଟି ନୋଟ ଅଛି, ତେବେ ଆପଣଙ୍କୁ 8 ଲକ୍ଷ ଟଙ୍କା ସହଜରେ ମିଳିଯିବ । ବାସ୍ ଆପଣ ଘରେ ବସି ଅନଲାଇନରେ ଏହି ନୋଟ ବିକ୍ରି କରିବେ ।

ଯଦି ଆପଣଙ୍କ ପାଖରେ ମଧ୍ୟ ଉପରେ କୁହାଯାଇଥିବା 5 ଟଙ୍କିଆ ନୋଟର କ୍ଲିନ୍ ଫଟୋ ଅଛି, ତେବେ ଆପଣଙ୍କୁ ସେହି ୱେବସାଇଟରେ ଅପଲୋଡ଼ କରିବାକୁ ପଡ଼ିବ । ୱେବସାଇଟରେ 5 ଟଙ୍କିଆ ନୋଟର ଫଟୋ ଅପଲୋଡ଼ କରିବା ମାତ୍ରେ ହିଁ ନିଲାମ ଆରମ୍ଭ ହୋଇଯାଏ ।

ଏଠାରେ କରନ୍ତୁ ନୋଟର ନିଲାମ :-

ଏହି ପୁରୁଣା ନୋଟ୍ ଏବଂ ମୁଦ୍ରାକୁ ବିକ୍ରି କରିବାପାଇଁ ଆପଣ ଅନଲାଇନ୍ ବିକ୍ରି କରୁଥିବା କିମ୍ବା ନିଲାମ କରୁଥିବା ୱେବସାଇଟରେ ନିଜ ସେଲର ଆକାଉଣ୍ଟ୍ କରିବାକୁ ପଡିବ । ଏହି ଆକାଉଣ୍ଟ ତିଆରି କରିବା ପରେ ହିଁ ଆପଣ କିଛି ବିକ୍ରି କରିପାରିବେ ।

ଏଠାରେ ଆପଣଙ୍କୁ ନିଜ ମୁଦ୍ରା କିମ୍ବା ନୋଟର ଉଭୟ ପାର୍ଶ୍ଵର ଫଟୋ ନେଇ ତାକୁ ୱେବସାଇଟରେ ଅପଲୋଡ଼ କରିବାକୁ ପଡ଼ିବ । ଯେତେବେଳେ କୌଣସି ଇଚ୍ଛୁକ କ୍ରେତା ତାକୁ ଦେଖିବ, ସେତେବେଳେ ସେ ଆପଣଙ୍କ ସହ ଯୋଗାଯୋଗ କରିବ ।

odiasambada
Comments (0)
Add Comment