ସୁ-ଇସା-ଇଡ୍ ନୋଟ ଲେଖି ଆ-ତ୍ମହ-ତ୍ୟା କରିଲେ BJP କଲେଜ୍ ଛାତ୍ରୀ।

ଦୁନିଆରେ ଆଜିକାଲି ଅନେକ ପ୍ରକାରର ଘଟ-ଣାମାନ ସବୁ ଘଟୁଛି ଆଉ ସେହି ସବୁ ପ୍ରାୟତଃ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ସେହିସବୁ ଖବର ମଧ୍ୟରୁ କିଛି ଭିଡିଓ ଏପରି ଥାଏ କି ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ, ସେହି ଖବରର ପଛର କାରଣ ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥାଆନ୍ତି। ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ଓଡିଶାର ସେହିଭଳି ଏକ ଖବର ଦେଖିବାକୁ ମିଳୁଛି, ଯାହାକି ଶୁଣିବାକୁ ଏବଂ ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଜନକ ତାଠାରୁ ଅଧିକ ଦୁଃ-ଖ ଦାୟକ।

ଏବେ ସାମ୍ନାକୁ ଆସିଛି ବିଜେବି କଲେଜ୍ ଛାତ୍ରୀଙ୍କ ସୁ-ଇସା-ଇଡ୍ ନୋଟ୍, “ ମୁଁ ଜୀବନରେ ବହୁତ୍ ଥ-କ୍କି ଗଲିଣି ମୋ ବାପା, ବୋଉ ଏତେ କଷ୍ଟ କରି ମୋତେ ପାଠ ପଢିଥିଲେ, ଆମ ଘରର ଲୋକ ମୋ ପାଠ ପଢ଼ା ପାଇଁ ଚଳିବା କ-ଷ୍ଟ। ହେଲେ ହଷ୍ଟେଲରେ ମୋତେ ସିନିୟର୍ ମାନେ ବହୁତ କଷ୍ଟ ଦେଲେ ତିନି ଜଣ ସିନିୟର୍ ମୋତେ ମେ-ଣ୍ଟାଲି ବହୁତ କଷ୍ଟ ଦେଲେ ଆଉ ସହି ପାରିଲିନି କି ଘରେ କହି ପାରିଲିନି। ମୋତେ ମୋ ବାପା ବୋଉ, ଅଜା ଆଈ, ମାମୁଁ ମାଇଁ, ମଉସା ମାଉସୀ, ସମସ୍ତେ ମୋତେ ବହୁତ ଭଲ ପାଆନ୍ତି।

ବହୁତ ଆଶା କରିଥିଲି କି ମୁଁ କଲେକ୍ଟର ହେବି, ହେଲେ ମୋତେ ସିନିୟର୍ ମେ-ଣ୍ଟା-ଲି ଡିପ୍ରେସ୍ କରିଲେ। ବାପା ମାଆ ଟଙ୍କା ବାକି କରି ମୋତେ ପଢ଼ିବାକୁ ଛାଡିଦେଲେ ହେଲେ ତାଙ୍କର ପଇସାର ମୂଲ୍ୟ ରହିଲାନି କାରଣ ସିନିୟର୍ ମୋତେ ବହୁତ ଡିପ୍ରେସ୍ କରିଲେ। ସମସ୍ତେ ଜାଣିଛନ୍ତି ଆମ କଲେଜରେ ରା-ଗିଙ୍ଗ୍ ହୁଏ କିନ୍ତୁ ସିନିୟର୍ ହଷ୍ଟେଲରେ ମୋତେ ବଞ୍ଚିବାକୁ ଦେଲେନି। ମୋ ବାପା ବୋଉଙ୍କ ଲୁ-ହରେ ସେମାନେ ଭାସିଯିବେ ଜମାବି ଆଗକୁ ବଢି଼ ପାରିବେନି, କେବଳ ତିନି ଜଣ ସିନିୟର୍ ଙ୍କ ପାଇଁ ମୁଁ ମୋ ଜୀବନ ଦେଉଛି।

ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ୍ କରିଲେ ମୋତେ ପାଠ ବି ପଢ଼ାଇ ଦେଲେନି, ମୋ ରୁମ ମେଣ୍ଟ୍ କୁ ବି ଏକଥା କହିପାରିଲିନି ଶେଷରେ ଜୀବନ ହାରୁଛି। ” ଏହା ଥିଲା ମୃ-ତ ବିଜେବି କଲେଜର ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍, ଯାହା ବିଜେବି କଲେଜର ଅସଲ ଚେହେରାକୁ ପଦାକୁ ଆଣିଛି। କିଏ ସେହି ତିନି ଜଣ ସିନିୟର୍ ଯିଏକି ରୂଚିକାଙ୍କୁ ଟ-ର୍ଚର୍ କରୁଥିଲେ, ପୋ-ଲି-ସ ସେମାନଙ୍କୁ ଧରି ପାରିବ ତ ସେମାନଙ୍କ ବିରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ନେଇପାରିବ ତ, ଏହା ହିଁ ହେଉଛି ଏବେ ସବୁଠାରୁ ଏକ ବଡ ପ୍ରଶ୍ନବାଚୀ।

odia sambada
Comments (0)
Add Comment