ରଞ୍ଜୁ ସମସ୍ତ ଫିଲ୍ମ ବାଲା ଖରାପ ନୁହନ୍ତି…ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ ତୁମେ କୁଆଡେ ମୋତେ ଚିହ୍ନିପାରିବ ନାହିଁ

ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃ-ତ୍ୟୁ ମାମ-ଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା। ରାଇମୋହନଙ୍କର ଆ-ତ୍ମହ-ତ୍ୟା ମାମ-ଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ମଞ୍ଚେଶ୍ୱର ପୋ-ଲିସ ଜୋରଦାର କରିଛି। ଅନେକ ଲୋକଙ୍କର ଭିନ୍ନ ମତ ଏବଂ କାରଣ ଯୋଗୁଁ ବର୍ତ୍ତମାନ ସନ୍ଦେହ ଘେରକୁ ରାଇମୋହନଙ୍କ ମୃ-ତ୍ୟୁ ମା-ମ-ଲା ଆସିଛି।

ରାଇମୋହନ ଏକ ଚିଠିରେ ନିଜର ଧର୍ମପତ୍ନୀ ରଞ୍ଜିତାଙ୍କୁ ଲେଖିଥିଲେ, ରଞ୍ଜୁ ସମସ୍ତ ଫିଲ୍ମ ବାଲା ଖରାପ ନୁହନ୍ତି…ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ ତୁମେ କୁଆଡେ ମୋତେ ଚିହ୍ନିପାରିବ ନାହିଁ, ସତରେ ରଞ୍ଜୁ ସେମିତି କଲେ ମୁଁ ମ-ରିଯି-ବି…। ଖଳନାୟକଙ୍କ ପ୍ରେମ କାହାଣୀ ଥିଲା ନିଆରା। ପରଦାରେ ସିନା କୃର, ଖଳନାୟକ ଭୂମିକା ଦେଖାନ୍ତି। କିନ୍ତୁ ପରଦା ବାହାରେ ତାଙ୍କର ପ୍ରେମ ଅଲଗା ପ୍ରକାର। ରଞ୍ଜିତାଙ୍କ ସହିତ ରାଇମୋହନଙ୍କ ପ୍ରେମ କାହାଣୀ ୯ ବର୍ଷର। ପ୍ରେମିକା ସାଜିଥିଲେ ତାଙ୍କର ଧର୍ମପତ୍ନୀ ରଞ୍ଜିତା। ସେତେବେଳେ ସୋସିଆଲ ମିଡ଼ିଆ ନଥିଲା। ଚିଠି ଚିଠିରେ କଥା ଦବାନବା ହେଉଥିଲା।

ସେତେବେଳେ ପ୍ରେମ କାହାଣୀକୁ ଚିଠି ମାଧ୍ୟମରେ ଦିଆଯାଉଥିଲା। ସେତେବେଳେ ଏହି ପ୍ରେମ କାହାଣୀରେ ରାଇ-ରଞ୍ଜିତା ଉଡ଼ି ବୁଲୁଥିଲେ। ସ୍ବର୍ଗତ ରାଇମୋହନ ପରି-ଡ଼ାଙ୍କ ଜୀବନକୁ ସହଜ କରିଥିଲେ ଟଙ୍କାର ସ୍ତ୍ରୀ ରଞ୍ଜିତା ପରିଡା। ସେମାନେ ଏକାଠି ସାଥୀ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଅଧାରେ ପତ୍ନୀଙ୍କ ହାତ ଛାଡି ଚାଲିଯାଇଛନ୍ତି ରାଇମୋହନ। ବର୍ତ୍ତମାନ ପରିବାର ବାହୁନି ହୋଇ କା-ନ୍ଦୁଛି। ରଞ୍ଜିତା ନିଜର ସବୁକିଛି ହରାଇଛନ୍ତି।

୧୯୯୨ ମସିହାରେ ରାଇମୋହନ ପରିଡା ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ। ସେତେବେଳର ଫୋଟ ବହୁତ କିଛି କୁହେ। ୧୯୯୧ ମସିହାରେ ରାଇମୋହନ ଭିଲିଆନ ଷ୍ଟାଇଲରେ ନିବେଦନ କରିଥିଲେ। ଯାହାକୁ ଏବେ ଭାବି ଗୁମୁରି ଗୁମୁରି କା-ନ୍ଦୁଛନ୍ତି ରଞ୍ଜିତା। ୧୯୯୨ ମସିହାରେ ଲେଖିଥିବା ଚିଠି ବର୍ତ୍ତମାନ ଭାଇରାଲ ହେଉଛି।

ସେହି ଚିଠିରେ ଅନେକ ସ୍ମୃତି ରହିଛି। ସେହି ଚିଠିରୁ ଗୋଟିଏ ଚିଠିରେ ଲେଖାଯାଇଛି, ରଞ୍ଜୁ ସମସ୍ତ ଫିଲ୍ମ ବାଲା ଖରାପ ନୁହନ୍ତି…ସମସ୍ତେ କୁହନ୍ତି ତୁମକୁ ଗୁଣି କରିଦେଲେ ତୁମେ କୁଆଡେ ମୋତେ ଚିହ୍ନିପାରିବ ନାହିଁ, ସତରେ ରଞ୍ଜୁ ସେମିତି କଲେ ମୁଁ ମ-ରିଯିବି…। ଅନେକ କିଛି ଲେଖିଥିଲେ ରାଇମୋହନ ସେହି ଚିଠିରେ।

ଗତ ୨୪ ତାରିଖରେ ରାଇମୋହନ ନିଜର ବାସଭବନରେ ଫା-ଶୀ ଦେଇ ଆ-ତ୍ମହ-ତ୍ୟା କରିଥିଲେ। ତାଙ୍କର ମୃ-ତ୍ୟୁକୁ ନେଇ ସାରା ଓଲିଉଡ ଜାଗାରେ ଶୋ-କର ଛା-ୟା ଖେଳିଯାଇଛି। ଏହା ସହିତ ଓଡ଼ିଆ ସିନେମାର କଳାକାର ଓ ତାଙ୍କର ସହପାଠୀ, ସାଙ୍ଗମାନେ କେହି ବିଶ୍ବାସ କରିପାରୁନାହାନ୍ତି। ବର୍ତ୍ତମାନ ପୋ-ଲିସ ତାଙ୍କର ଆ-ତ୍ମହ-ତ୍ୟାର କାରଣ ପାଇବା ପାଇଁ ତ-ଦ-ନ୍ତ କରୁଛି।

odia sambada
Comments (0)
Add Comment