ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ।ସିଏନ୍ଏଚ୍ ଇଣ୍ଡଷ୍ଟ୍ରିଆଲ ପକ୍ଷରୁ ଏହି ଉନ୍ନତି-ଟୁଓ୍ଵାର୍ଡସ ଏ ବେଟର ଫ୍ୟୁଚର ସ୍କଲାରସିପ୍ ପାଇଁ ଛାତ୍ରଛାତ୍ରୀ ଆପ୍ଲାଏ କରିପାରିବେ।ଏହି ସ୍କଲାରସିପ୍ ପାଇଁ କେବଳ ନୋଏଡ଼ା, ଦିଲ୍ଲୀ ଓ ଗୁରୁଗାଓଁର ନିବାସୀ ଆବେଦନ କରିପାରିବେ।
*ସ୍କଲାରସିପ୍ର ନାଁ:
ଉନ୍ନତି-ଟୁଓ୍ଵାର୍ଡସ ଏ ବେଟର ଫ୍ୟୁଚର ସ୍କଲାରସିପ୍
*କେଉଁମାନେ କରିପାରିବେ ଆବେଦନ:-
ଆବେଦନ କରୁଥିବା ଛାତ୍ରଛାତ୍ରୀ ୮ମରୁ ୧୦ ମ ଶ୍ରେଣୀ ପଢ଼ୁଥିବା ଆବଶ୍ୟକ। ଏଥିସହ ଆଇଟିଆଇ ଓ ଡିପ୍ଲୋମା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ।ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର।
*ପୁରସ୍କାର ରାଶି:
ଅଷ୍ଟମରୁ ଦଶମ ଶ୍ରେଣୀଙ୍କୁ ୩ ବର୍ଷ ଯାଏଁ ବାର୍ଷିକ ୧୨,୦୦୦ ଟଙ୍କା।ଡିପ୍ଲୋମା କିମ୍ବା ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୨ ବର୍ଷ ଯାଏଁ ବାର୍ଷିକ ୧୮,୦୦୦ ଟଙ୍କା।
*ଜରୁରୀ ତାରିଖ:-
ଏହି ସ୍କଲାରସିପ୍ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଜୁଲାଇ ୨୦୨୨। ପ୍ରାର୍ଥୀ କେବଳ ଅନ୍ଲାଇନ୍ ମାଧ୍ୟମରେ ହିଁ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ।