କେବଳ ୩୪୯ ରେ ସୋଲାର ପ୍ୟାନେଲ ଲଗାଇବାର ସୁଯୋଗ, ବିଜୁଳି ବିଲ୍ ରୁ ମିଳିବ ମୁକ୍ତି, ଜାଣନ୍ତୁ ଡିଟେଲ୍

ଗରମ ଦିନ ଆସିବା ମାତ୍ରେ ଦିନସାରା କୁଲର ଓ ଏସି ଚାଲିବା ଫଳରେ ବିଜୁଳି ବିଲ୍ ବଢି ଯାଇଥାଏ|ବିଜୁଳି ବିଲ ବଢିବା ଫଳରେ ଆପଣଙ୍କ ମାସିକ ବଜେଟ୍ ବଢିଯାଏ ଫଳରେ ସମସ୍ୟା ହୋଇଥାଏ|ଏମିତିରେ ଯଦି ଆପଣ ସ୍ମାର୍ଟ ଭାବେ କାମ କରନ୍ତି ତୈଵେ ବିଜୁଳି ବିଲ କମ୍ ହୋଇପାରେ|ଏଥିପାଇଁ ଆପଣ ଘରେ ଲାଗଟ ଜଳାଇବା ପାଇଁ ଆଫୋଡେବଲ ମାନେ ଶସ୍ତା ସୋଲାର ଲାଇଟ ନେଇ ଆସନ୍ତୁ|

ଏସି ସୋଲାର ଲାଇଟ ଆପଣ କାନ୍ଥରେ ଲଗାଇ ପାରିବେ|ଅନ୍ଧାର ହେବା ମାତ୍ରେ ଏହା ଆପେ ଆପେ ଜଳେ|ଏଥିରେ ଆପଣଙ୍କୁ ମୋସନ ସେନ୍ସର,ସୋଲାର ପ୍ୟାନେଲ,ଓ ଲାଇଟ ସେନ୍ସର ଦିଆଯିବ|ଏହାକୁ ଆମାଜନ ବା ଫ୍ଲିପକାର୍ଟରୁ କିଣିପାରନ୍ତି|

ଅନଲାଇନ ଆମାଜନରେ ଏହାର ମୂଲ୍ୟ ୩୪୯ ଟଙ୍କା ଅଟେ|ଏହି ସୋଲାର ଲାଇଟ ସହ ୧୮୦୦ ଏମ୍ଏଚ୍ ର ବ୍ୟାଟେରୀ ଦିଆଯାଇଛି|ଅନ୍ଧାର ହେବା ମାତ୍ରେ ଏଥିରେ ଲାଗିଥିବା ସେନ୍ସର ଡିଟେକ୍ଟର ଲାଇଟ ଅନ‌ କରେ|ଏହି ସୋଲାର ଲାଇଟ ୧୦୦୦ ଲୁମେନ ସହ ଆସେ|ଏଥିରେ ୧୦୦ ଏଲ୍ଇଡି ସହ ୩ ମୋଡ ଦିଆଯାଇଛି|ଏଥିରେ ବର୍ଷା ବା ଖରାର ପ୍ରଭାବ ପଡିବ ନାହିଁ|ଏହାକୁ ଆଇପି୬୫ ରେଟିଙ୍ଗ ମିଳିଛି|

ଯେପରିକି ବତାଗଲା ଏଥିରେ ୩ ଇଣ୍ଟେଲିଜେଣ୍ଟ ଲାଇଟିଙ୍ଗ ମୋଡ ଦିଆଯାଇଛି|ପ୍ରଥମ ଡିମ ଲଙ୍ଗ ଲାଇଟ ମୋଡ୍, ଏଥିରେ ବ୍ୟକ୍ତି ଯଦି ଲାଇଟ ପାଖରେ ନାହିଁ କମ ଆଲୋକ ଦେବ,ଯଦି ବ୍ୟକ୍ତି ଲାଇଟ ପାଖରେ ଥିବ କମ ଆଲୋକ ମିଳିବ|ଯଦି କିଏ ୧୫ ସେକେଣ୍ଡ ଲାଇଟ ପାଖରେ ରହେ କମ ଆଲୋକ ଦେବ|ଅନ୍ୟ ମୋଡ ବ୍ୟକ୍ତି ଯଦି ଲାଗଟ ପାଖରେ ନଥାଏ କମ ଲାଇଟ ମିଳିବ ଓ ବ୍ୟକ୍ତି ଯଦି ଲାଇଟ ପାଖକୁ ଯାଏ ଆପେଆପେ ଲାଇଟ ବଢିଯିବ|

ତୃତୀୟ ମୋଡ ଅଟେ ଷ୍ଟ୍ରଙ୍ଗ ଲାଇଟ ସେନ୍ସର ମୋଡ୍,ଯଦି ବ୍ୟକ୍ତି ଲାଇଟ ପାଖରେ ନାହିଁ ଆଲୋକ ଦେବ ନାହିଁ, ଯଦି ବ୍ୟକ୍ତି ଲାଇଟ ପାଖକୁ ଯାଏ ଆପେ ଆପେ ଲାଇଟ ବଢିଯିବ|ଏହାପରେ ଯେତେବେଳେ ବ୍ୟକ୍ତି ପଳେଇବ ଆପେଆପେ ଲାଗଟ ବନ୍ଦ ହେବ|

ଯଦି ଆପଣ ଚାହାନ୍ତି ଏହାକୁ କିଣି ବିଜୁଳି ବିଲ୍ ସଞ୍ଚୟ କରିପାରିବେ|

odia sambada
Comments (0)
Add Comment