ଆପଣଙ୍କ ପତ୍ନୀଙ୍କୁ ରୋଷେଇ ଘରେ ଝାଳ ସରସର ଦେଖିବାକୁ ଚାହୁଁ ନାହାଁନ୍ତି ତ ,ତେଵେ କିଣନ୍ତୁ ୨୦୦ ଟଙ୍କାରୁ କମ୍ ଦାମ ବାଲା ଏସି ,ମିଳିବ ସିମଲା ଭଳି ଥଣ୍ଡା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କିଛି ଦିନ ପୂର୍ବେ ବର୍ଷା ହେବା କାରଣରୁ ତାପମାତ୍ରା ହ୍ରାସ ପାଇଛି|କିଛି ଦିନ ପୂର୍ବେ ଭୀଷଣ ଗରମ ଓ ତେଜ ଫଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଥିଲା|ବର୍ଷା ହେବାପରେ ତ୍ରାହି ମିଳିଛି|କିନ୍ତୁ ଏବେବି କିଛି ରାଜ୍ୟରେ ଗରମ କାରଣରୁ ବ୍ୟତିବ୍ୟସ୍ତ କରିଛି|ଜୋରରେ ଖରା ଓ ଗରମ କାରଣରୁ ଲୋକଙ୍କୁ ବାହାରକୁ ଯିବା ପୂର୍ବରୁ ୧୦ ଥର ଭାବିବାକୁ ପଡୁଛି|ଖାସକରି ଯେଉଁମାନେ ଖାଦ୍ୟ ବନାଉଛନ୍ତି ସେମାନଙ୍କ ଅବସ୍ଥା ଖରାପ|

ଗାଁ ମହିଳାଙ୍କ କଥା ଭାବନ୍ତୁ ଯେଉଁମାନେ ମାଟି ଚୁଲିରେ ଖାଦ୍ୟ ବନାଉଛନ୍ତି|ଯଦି ଆପଣ ପତ୍ନୀ ବା ମା’କୁ ଖାଦ୍ୟ ବନାଇଵା ବେଳେ ହ ଇରାଣ ନହେବାକୁ ଦେଖିବାକୁ ଚାହାନ୍ତି ତେଵେ ଆପଣଙ୍କ ପାଇଁ ଏକ ଭଲ ଉପାୟ ରହିଛି|ଆପଣ କମ ଦାମରେ ଏକ ପୋଟେବଲ ଏସି କିଣି ପାରିବେ|

ଏହା ବହୁ କମ୍ପ୍ୟାକ୍ଟ ଓ ହାଲକା ଡିଜାଇନ୍ ବାଲା ତାର ବିହିନ ଏସି ଅଟେ|ଏଥିରେ ବହୁ ଥଣ୍ଡା ପବନ ମିଳେ ଯାହା ଆପଣଙ୍କର କୋଠରୀକୁ କିଛି ମିନିଟରେ ଥଣ୍ଡା କରିଦିଏ|ଏହା ପ୍ଲାଷ୍ଟିକରେ ନିର୍ମିତ|ଆମାଜନରେ ଆପଣ ଏହାକୁ ୪୧୭୯ ଟଙ୍କା ଦେଇ କିଣି ପାରିବେ|

ଏହାକୁ ଆପଣ ୱର୍କିଙ୍ଗ ଟେବଲ ବା ଷ୍ଟଡି ଟେବଲରେ ଲଗାଇ ପାରିବେ|ଏହାକୁ କୁଲିଙ୍ଗ ସହ ଡିହ୍ୟୁମିଡିଫାୟର ଓ ଏୟାର ପ୍ୟୁରି ଫାୟର ଭାବେ ବ୍ୟବହାର କରିପାରିବେ|ଏହା ୩ ସ୍ପିଡ କଣ୍ଟ୍ରୋଲ ସହ ଆସେ|ଏହା ଏବେ ଆମାଜନ ୱେବସାଇଟରେ ଉପଲବ୍ଧ|

ଏହାକୁ ଚଳାଇବା ବହୁ ସହଜ|ଏହାର ଓଜନ ବହୁତ କମ ଓ ଏହା କମ ବିଜୁଳି ଖର୍ଚ୍ଚ କରେ|ଏଥିରେ ୟୁଭି ଷ୍ଟେରେଲାଇଜିଙ୍ଗ ସିଷ୍ଟମ ରହିଛି|ଏଥିରେ ଏୟାର ପ୍ୟୁରିଫିକେସନ ପାଇଁ ଫିଲ୍ଟର ରହିଛି|ଏହା ୭ ରଙ୍ଗର ଏଲ୍ଇଡି ସହ ଉପଲବ୍ଧ|ଏହା ଆମାଜନରେ ୩,୮୨୪ ଟଙ୍କାରେ ଉପଲବ୍ଧ|ଏହାକୁ ୧୮୦ ଟଙ୍କା ପ୍ରତି ମାସ ଇଏମ୍ଆଇରେ କିଣି ପାରିବେ|

odia sambada
Comments (0)
Add Comment