ବାପକୁ ହାଣି ମାରିଦେଲା ପୁଅ, ସ୍ତ୍ରୀ ମଧ୍ୟ ସେଥିରେ ସାମିଲ ଥିଲା, ଜାଣନ୍ତୁ ପୁରା ଘଟଣା

ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣାକୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।

ଗୋଟେ ବାପା ମାଆ ନିଜ ଛୁଆ ପାଇଁ ବହୁତ କିଛି କରନ୍ତି ଯାହା କେବେ ସୁଜି ହବ ନାହିଁ ।ସମସ୍ତେ ବାପା ମା ଚାହାନ୍ତି ମୋ ଛୁଆ ତା ବଡ ହଉ ଭଲ ପଢା ପଢୁ ଆଉ ବଡ ମଣିଷ ହୋଉ ଆଉ ଆମ କୁ ଟିକେ ଭଲସେ ରଖୁ ।ସବୁ ବାପା ମାଆ ର ପିଲାଙ୍କ ଉପରେ କିଛି ନ କିଛି ଆସାଥାଏ।କାରଣ ବୁଢା ବେଳେ ସେମାନଙ୍କ ର ସାହାରା ହବ ।କିନ୍ତୁ କିଛି ପିଲା ଅଛନ୍ତି ସେମାନେ ଜିଣେ ନ ଖାଇ ତାଙ୍କ ବାପା ମାଆ ଙ୍କୁ ଦିଅନ୍ତି ।ସେହି ମାନେ ହିଁ ଭଲ ମଣିଷ ନୁହନ୍ତି ଆଉ ମାନେହିଁ ଆଗୋ କୁ ବାଢ଼ନ୍ତି ।କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯାହା ବାପା ମାଆ ଙ୍କ ର ଟିକେ ବି ଯନ୍ତ ନିଅନ୍ତି ନାହିଁ ଆଉ ତାଙ୍କୁ କଷ୍ଟ ଦିଅନ୍ତି ।ସେଇ କଷ୍ଟ ତାଙ୍କ ଉପରେ ଅଭିଶାପ ପୋଡିଯାଏ ଯାହା ସେମାନେ କେବେ ଉପରକୁ ଉଠିପାରନ୍ତି ନାହିଁ ।

ସେହି ଭଲକିଛି ଘଟଣା ଘଟିଛି ନିଉ ଦିଲ୍ଲୀ ରେ ଘଟିଛି ।ଜିଲ୍ଲାର ଭୋମପୁରା ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ପୁଅ ଏକ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଛନ୍ତି । ପୋଲିସର ସୂଚନାନୁସାରେ ମୃତ ବ୍ୟକ୍ତି ହେଉଛନ୍ତି ୫୧ ବର୍ଷୀୟ ରାମରତନ ଓରଫ ରତ୍ନାରାମ ମେଘୱାଲ ।ତାଙ୍କ ର ଦୁଇ ପୁଅ ଆଉ ଗୋଟେ ସ୍ତ୍ରୀ ସହ ରହୁଥିଲେ ।ସବୁ ଘରେ ପାରିବାରିକ ଝଗଡା ଲାଗି ରୁହେ ଆଉ ତାକୁ ନିଜ ମଧ୍ୟ ରେ ସମାଧାନ କରିବା କଥା ।କିନ୍ତୁ ଏଠି କଥା ଟି ବହୁତ ଆଗକୁ ବଢ଼ିସାରିଛି ।ତାଙ୍କ ପରିବାର ସଦସ୍ୟ ହୋଉଛନ୍ତି, ସାନ ପୁଅ ଵିନଦ ୨୦ବର୍ଷ ରଯୁବକ ମୃତଦେହଙ୍କ ପତ୍ନୀ ରେଶମା ଦେବୀ (୪୫) ଓ ବଡ ପୁଅ ଭଜନଲାଲ (୨୩) ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।କାର୍ଯ୍ୟରତ ଦାୟିତ୍ୱରେ ଥିବା ପୁର୍ଣ୍ଣରାମ କହିଛନ୍ତି ଯେ ସୋମବାର ଦିନ ବିଳମ୍ବିତ ରାତିରେ ଭୋମପୁରା ଗାଁର ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ରାୱତସର ସରକାରୀ ହସ୍ପିଟାଲକୁ ଅଣାଯାଇଥିବା ସୂଚନା ମିଳିଛି ।ପୋଲିସ ତଦନ୍ତ ଜାରିରଖିଚି ,ମଙ୍ଗଳବାର ଦିନ ସକାଳେ ଭୋମପୁରା ଗ୍ରାମରେ ରାମରତନଙ୍କ ଘରେ ପୋଲିସ ଯାଞ୍ଚ କରିଥିଲା, ​​ଯେଉଁଠାରେ ରକ୍ତ ଦାଗ ଦେଖିବାକୁ ମିଳିଥିଲା ।

ତା ପରେ ପୋଲିସ ସନ୍ଦେହୋ କରିକି ତାଙ୍କ ଘର ପାଖ ଲୋକମାନଙ୍କୁ ପଚାରିଥିଲେ, ସେମାନେ କହିବା ଅନୁସାରେ ସେ ଦିନ ରାତି ୧୧ ପାଖ ପାଖି ରେ ତାଙ୍କ ଘେରୁ ପାଟି ଶୁଭୁଥିଲା ଆଉ ବହୁତ ଜର ରେ କଳି ଲାଗୁଥିଲେ।କିଛି ସମୟ ପରେ ତାଙ୍କ ବଡ ପୁଅ ତା ଆଉ ସ୍ତ୍ରୀ ମିଶି ତାକୁ ମାରୁଥିଲେ ।ପ୍ରଥମେ ତା ସ୍ତ୍ରୀ ତା ଗଡ ଧରିଲେ ଆଉ ତାଙ୍କ ବଡ ପୁଅ କୁରାଢ଼ିରେ ତାଙ୍କ ଶରୀରକୁ ଆଉ ତାଙ୍କ ମୁଣ୍ଡ କୁ ଆଘାତ ଦେଲେ ।ଆଉ ସେ ବହୁତ ଜୋର ରେ ପାଟି କରୁଥିଲେ ଯାହା ଆମେ ସବୁ ଶୁଣିଛେ । ଗୁରୁତର ଆହତ ବ୍ୟକ୍ତିଙ୍କୁ ତାଙ୍କ ସାନପୁଅ ପଡୋଶୀଙ୍କ ସହାୟତାରେ ରାୱତସର ସରକାରୀ ହସ୍ପିଟାଲକୁ ନେଇଯାଇଥିଲା ଓ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।ବାପାଙ୍କ ହତ୍ୟା ଅଭିଯୋଗରେ ମୃତକଙ୍କ ସାନ ପୁଅ ବିନୋଦ କୁମାର ପୋଲିସ ଷ୍ଟେସନରେ ମା ଓ ଭାଇଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ବୋଲି SHO ସରନ କହିଛନ୍ତି ।

odia sambada
Comments (0)
Add Comment