ଚାକିରି ଖୋଜୁଥିଲେ ତୁରନ୍ତ କରନ୍ତୁ ଆବେଦନ,AIIMS ରେ ଅନେକ ପଦବୀ ଖାଲିପଡିଛି

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା। BECIL ଏମ୍ସ ବିଳାସପୁରେ ଅନେକ ପଦବୀ ଖାଲିପଡିଛି।ଆବେଦନ କରିବା ପାଇଁ ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ୍‌ର ଅଫିସିଆଲ ୱେବସାଇଟକୁ ଯାଇପାରିବେ।

*ପଦବୀ ସଂଖ୍ୟା:- ୧୨୩

ଲୋଏର ଡିଭିଜନ କ୍ଲର୍କ : ୧୮

ଲାଇବ୍ରେରିଆନ୍‌ ଗ୍ରେଡ ୩ : ୧

ଷ୍ଟେନୋଗ୍ରାଫର: ୫

ଜୁନିଅର ଓ୍ଵାଡେନ : ୩

ଷ୍ଟୋର କିପର: ୮

ଜେଇ (ଇଲେକ୍ଟ୍ରିକାଲ) : ୨

ଜେଇ (ଏୟାର କଣ୍ଡିଂସିନିଂ ଏବଂ ରେଫ୍ରିଜେରେସନ) : ୧

ଜୁନିଅର ହିନ୍ଦୀ ଅନୁବାଦକ :୧

ଯୋଗ ପ୍ରଶିକ୍ଷକ : ୨

ଏମଏସଏସଓ ଜିଆର : ୩

ଫର୍ମାସିଷ୍ଟ :୩

ପ୍ରୋଗ୍ରାମର: ୩

ଜୁନିଅର ଫିଜିଓଥେରାଫିଷ୍ଟ:

ସହାତୟ ଆହାର ବିଶେଷଜ୍ଞ: ୨

ଏମଆରଟି: ୧୦

ଡେଣ୍ଟାଲ ଟେକ୍ନିସିଆନ୍‌: ୪

ଜୁନିଅର ଅଡିଓଲୋଜିଷ୍ଟ ଏବଂ ସ୍ପିଚ୍‌ ଥେରାଫିଷ୍ଟ: ୨

ମୋଚରୀ ଆଟେଣ୍ଡାଣ୍ଟ: ୨

ଷ୍ଟାଟିଟିକାଲ ଆସିଷ୍ଟାଣ୍ଟ: ୧

ଟେକ୍ନିସିଆନ : ୧୨

ଟେକ୍ନିସିଆନ: ୬

ଟେକ୍ନିସିଆନ (ଲାବ୍ରୋଟୋରୀ): ୨୩

ଟେକ୍ନିସିଆନ (ରେଡିଓଥେରାପି) :୨

*ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ଜୁନ୍‌ ୨୦୨୨ ରହିଛି।

*ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି ଏବଂ ମହିଳା ପ୍ରାର୍ଥୀ ୭୫୦ ଟଙ୍କା ଶୁଳ୍କ ଦେବାକୁ ହେବ। ସେହିପରି ସଂରକ୍ଷିତ ଏବଂ ପିଏଚ ଶ୍ରେଣୀ ପ୍ରାର୍ଥୀ ୪୫୦ ଟଙ୍କା ଆବେଦନ ଦେବାକୁ ହେବ।ଏହାସହିତ ପ୍ରାର୍ଥୀ becilregistration.com କୁ ଯାଇ ଆବେଦନ କରିପାରିବେ।

odia sambada
Comments (0)
Add Comment