ରାଗିଗଲେ କନ୍ୟା, ଷ୍ଟେଜ ଉପରେ ଚିଣ୍ଡାଇବାକୁ ଲାଗିଲେ ଜୟମାଳା

ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ଦେଖିବାକୁ ମିଳେ। ଏଥିରେ କିଛି ଭିଡିଓ ଏତେ ମଜାଳିଆ ଅଛି, ଯାହାକୁ ଦେଖି ହୃଦୟ ଖୁସି ହୋଇଯାଏ। କିଛି ଭିଡ଼ିଓ ଆଶ୍ଚର୍ଯ୍ୟକର ଅଟେ। ଇଣ୍ଟରନେଟରେ ବିବାହର ଭିଡିଓ ସବୁଠାରୁ ଅଧିକ ଦେଖାଯାଏ ଓ ପସନ୍ଦ ମଧ୍ୟ କରାଯାଏ। ଯାହାକି ବର-କନ୍ୟାଙ୍କ ସହିତ ଜଡିତ ଥାଏ। ସେହିପରି ବିବାହରେ ସବୁଠାରୁ ଅଧିକ କ୍ରେଜ ବର-କନ୍ୟାଙ୍କର ଥାଏ। ସେଥିପାଇଁ ସେମାନଙ୍କ ଭିଡିଓ ଆସିବା ମାତ୍ରେ ଭାଇରାଲ ହୋଇଯାଏ।

ବର୍ତ୍ତମାନ ସମୟରେ ଆଉ ଏକ ଭିଡିଓ ଇଣ୍ଟରନେଟ ଉପରେ ଚର୍ଚ୍ଚା ହେଉଅଛି। ଏହି ଭିଡିଓ ଜୟମାଳା ସମୟର ଅଟେ। ଭିଡିଓରେ କନ୍ୟା କିଛି ଏମିତି କରୁଥିବାର ଦେଖାଯାଉଛି, ଯାହାକି ଆଶ୍ଚର୍ଯ୍ୟକର ଅଟେ। ଆପଣ ବର-କନ୍ୟାଙ୍କୁ ବିବିଧ ଅନ୍ଦାଜରେ ଦେଖିଥିବେ। ଏହି ଭିଡିଓରେ ମଧ୍ୟ ଆପଣଙ୍କୁ କନ୍ୟାର ରାଗିବାର ଅନ୍ଦାଜ ଦେଖିବାକୁ ମିଳିବ। ଭିଡ଼ିଓରେ ଦେଖିପାରିବେକି ଜୟମାଳା ସମୟରେ କନ୍ୟା ବହୁତ ରାଗରେ ଥିଲେ। ଏହାପରେ ସେ ଯାହା କରିଲେ, ତାହା କେହି କେବେ ଭାବିନଥିବେ।

ଦେଖନ୍ତୁ ଭିଡିଓ:-

ଷ୍ଟେଜ ଉପରେ ରଗିଯାନ୍ତି କନ୍ୟା:-

ବିବାହ ସମୟରେ କେବେ କେବେ କୌଣସି କଥାରେ ବର ଓ କନ୍ୟାଙ୍କର ମନ ଖରାପ ହୋଇଯାଏ। ଏହାପରେ ଷ୍ଟେଜ ଉପରେ ତାଙ୍କର ରାଗ ଦେଖାଯାଏ। ଏହି ଭିଡିଓରେ କନ୍ୟାର ଏହି ଅନ୍ଦାଜ ଦେଖିବାକୁ ମିଳୁଛି। ସେ ଜୟମାଳା ସମୟରେ ଏତେ ରାଗିଯାନ୍ତିକି ତାଙ୍କ ମୁହଁ ରାଗରେ ପରିବର୍ତ୍ତନ ହୋଇଯାଏ। ଆପଣ କନ୍ୟାର ଚେହେରାରେ ରାଗ ଦେଖିପାରିବେ। ବର ମଧ୍ୟ ନିଜର କନ୍ୟାକୁ ରାଗରେ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି।

ଆପଣ ଦେଖିପାରିବେକି କନ୍ୟା ଏତେ ରାଗରେ ଥିଲେକି ସେ ହାତରେ ଧରିଥିବା ବରମାଳାକୁ ଚିଣ୍ଡାଇବାକୁ ଚେଷ୍ଟା କରନ୍ତି। ଏହି ସମୟରେ ବରମାଳାର ଫୁଲ ଝଡ଼ିବାକୁ ଲାଗେ। ଆଖ-ପାଖରେ ଥିବା ଲୋକଙ୍କୁ ମଧ୍ୟ କନ୍ୟାଙ୍କ ରାଗର ଅନ୍ଦାଜ ହେଉଛି। କିନ୍ତୁ ଏହା ଜଣାପଡିଲା ନାହିଁ କଣ ପାଇଁ କନ୍ୟା ରାଗରେ ଥିଲେ। ଭିଡ଼ିଓକୁ official_viralclips ନାମକ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରାଯାଇଥିଲା।

odia sambada
Comments (0)
Add Comment