ଦାମ୍ପତ୍ୟ କଳିର ଭୟଙ୍କର ପରିଣତି : ପ୍ରଥମେ କ୍ଷମା ମାଗିଲେ,ଆଉ ପରେ ସ୍ତ୍ରୀର ନାକ କାମୁଡି ଛିଡାଇଦେଲେ ………..

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି । ଆମ ଭାରତ ରେ ଦିନ କୁ ଲକ୍ଷ ଲକ୍ଷ ବାହାଘର ହୋଉଛି । ଆମ ବାହାଘରରେ ବହୁତ ମଜା ମସ୍ତି ମଧ୍ୟ ହୁଏ। ଆଉ ବହୁତ ଦୁଃଖ ଦୋ ସମୟ ବି ଆସେ ଯାହା କେବେ ଭୁଲି ହୁଏ ନାହିଁ ।

ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବହରାଇଚ ରେ। ଏମିତି ଗୋଟେ ଅଘଟଣ ଘଟିଛି ଆସନ୍ତୁ ଜାଣିବା ।ଜଣେ ପୁରୁଷ ତାଙ୍କ ନାଁ ଜ୍ଞାନଦତ୍ୟା ପାଠକ ଆଉ ତାଙ୍କ ସ୍ତ୍ରୀ ରଜନୀ ଦେବୀ ଦୁହେଁ ବିବାହ କରିଥିଲେ ।ଆଉ କିଛି ଦିନ ସେମାନଙ୍କ ଭିତରେ କଳି ହୋଇଥିଲା।ଯାହା ବହୁତ ଅଧିକ ମାତ୍ରରେ ହୋଇଥିଲା ।ତାଙ୍କ ସ୍ୱାମୀ କହୁଛନ୍ତି କି ମୋ ସ୍ତ୍ରୀ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଛି । ଆଉ ସେ ସବୁବେଳେ ତା ସହ କଥା ହଉଚି। ଏଥି ପାଇଁ ଝଗଡା ହୋଇଥିଲା ଦୁହିଁଙ୍କ ଭିତରେ।ଘର ଲୋକ କହିଲେ ବି କିଛି ଶୁଣୁନଥିଲେ ସେମାନେ,ସ୍ତ୍ରୀ ରାଗି ବାପ ଘରକୁ ଚାଲିଗଲେ ।

କିଛି ଦିନ ପରେ ସ୍ୱାମୀ ଗଲେ ଆଉ ତାଙ୍କୁ ନେଇକି ଆସିଲେ, ଆଉ ସ୍ୱାମୀ ରାସ୍ତାରେ ତାଙ୍କ ସ୍ତ୍ରୀ ଙ୍କୁ କାମୁଡି ତାଙ୍କ ନାକକୁ ଖଣ୍ଡିଆ କରିଦେଇଛନ୍ତି।ଯାହା ମହିଳା ଜଣଙ୍କ ପାଟି କଲେ ଲୋକମାନେ ଆସି ତାଙ୍କୁ ହସ୍ପିଟାଲ ନେଇଗଲେ।ଏବେ ମହିଳା ଜଣଙ୍କ ଠିକ ଅଛନ୍ତି ବୋଲି ଡାକ୍ତର କହିଲେ ।ପିଡୀତାଙ୍କ ମାଆ ସୁକୁମା ତିୟାରି ହକିଛନ୍ତି ମୋ ଜୁଆଇଁ କୁ ଉପଯୁକ୍ତ ଦଣ୍ଡ ଦେବେ।ଆଉ ସେମାନେ ଜୁଆଇଁ ନାରେ ଏତଲା ଦେଇଛନ୍ତି ।ଏହା ପରେ ତାଙ୍କ ଜୁଆଇଁ ଫେରାର ଅଛନ୍ତି।ପୋଲିସ ଆଉ ଦୁଇଜଣଙ୍କୁ ଖୋଜୁଛି ।ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିକିବ ବୋଲି ପୋଲିସ କହିଛନ୍ତି ।

odiasambada
Comments (0)
Add Comment